Daily Archives

October 6, 2022

T20 World Cup: ୭ ସିଜିନରେ ୬ ଚାମ୍ପିୟନ୍ । ଟି-୨୦ ବିଶ୍ୱକପକୁ ମିଳିବ କି ନୂଆ ବିଜେତା?

କନକ ବ୍ୟୁରୋ: ଆରମ୍ଭ ହେଇସାରିଛି କାଉଣ୍ଟଡାଉନ୍ । ବାଜି ସାରିଛି ବିଗୁଲ । ମିଶନ୍ ମେଲବୋର୍ଣ୍ଣ ଲକ୍ଷ୍ୟରେ ଏବେ ସବୁ ଟିମ୍ । ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ କେବଳ ଟି-୨୦ ବିଶ୍ୱକପ୍ । ଆସନ୍ତା ଅକ୍ଟୋବର ୧୬ ତାରିଖରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍ କ୍ରିକେଟର ମହା ମୁକାବିଲା ।…

ମିଶନ ୨୦୨୪ ପାଇଁ ଆକ୍ସନରେ ସୋନିଆ ଗାନ୍ଧୀ : ଭାରତ ଯୋଡ଼ ଯାତ୍ରାରେ ହେଲେ ସାମିଲ

କନକ ବ୍ୟୁରୋ : ମିଶନ ୨୦୨୪ ପାଇଁ ଆକ୍ସନରେ କଂଗେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଆଜି ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି ସୋନିଆ । କର୍ଣ୍ଣାଟକ ମାଣ୍ଡ୍ୟାରେ ଭାରତ ଯୋଡୋ଼ ଯାତ୍ରାରେ ସାମିଲ ହୋଇଥିବା ବେଳେ ଦଳ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଏହି ଯାତ୍ରା…

ଲଘୁଚାପ ପ୍ରଭାବରେ ବର୍ଷା ଜାରି : ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ; ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

କନକ ବ୍ୟୁରୋ : ଦୁର୍ବଳ ହୋଇଛି ପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ । ହେଲେ ଏବେ ବି ଆନ୍ଧ୍ର ଉପକୂଳରେ ସକ୍ରିୟ ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ପ୍ରବଳ ବର୍ଷା ନେଇ ଆଜି ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ…

‘ଆଦିପୁରୁଷ’ ରାମଙ୍କ ରାବଣ ଦହନ : ଲାଲକିଲ୍ଲାରେ ଆୟାଜିତ ରାମଲୀଲା କାର୍ଯ୍ୟକ୍ରମରେ ସାମିଲ ହେଲେ ସାଉଥ୍ ସୁପରଷ୍ଟାର

କନକ ବ୍ୟୁରୋ : ରାବଣ ଦହନ କଲେ ଆଦିପୁରୁଷ ଫିଲ୍ମର ରାମ ପ୍ରଭାସ । ଲାଲକିଲ୍ଲାରେ ଆୟାଜିତ ରାମଲୀଲା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ସାଉଥ୍ ସୁପରଷ୍ଟାର । ସେଠାରେ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ତୀର ମାରି ରାବଣକୁ ବଦ୍ଧ କରିଥିଲେ । ପ୍ରଭାସଙ୍କ ସହ ରାବଣ ଦହନକୁ ଦେଖିବାକୁ ଲୋକଙ୍କ ଭିଡ଼…

ବିଶ୍ୱକପ୍ ଖେଳିବାକୁ ଟିମ୍ ଇଣ୍ଡିଆ ଗଲା ଅଷ୍ଟ୍ରେଲିଆ । ଅକ୍ଟୋବର ୨୩ରୁ ପାକିସ୍ତାନ ବିରୋଧରେ ମ୍ୟାଚ୍ ଖେଳି ଆରମ୍ଭ କରିବ…

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ମିଶନ୍ ବିଶ୍ୱକପ୍ ଆରମ୍ଭ ହୋଇଯାଇଛି । ଭାରତୀୟ ଟିମ୍ ବିଶ୍ୱକପ୍ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତରେ ବାହାରି ସାରିଛି । ତେବେ ମୁମ୍ବାଇ ବିମାନ ବନ୍ଦରରୁ ଦଳ ସିଧା ଯାଇ ପର୍ଥରେ ପହଞ୍ଚିଛି । ବିଶ୍ୱକପରେ ଭାରତୀୟ ଟିମ୍ ସୁପର-୧୨ ଗ୍ରୁପର ଗ୍ରୁପ ୨ରେ ରହିଛି ।…

ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ଆରମ୍ଭ : ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

କନକ ବ୍ୟୁରୋ : ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ବର୍ତ ଆରମ୍ଭ ହୋଇଛି । ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ ଏହି ବେଶ କରାଯାଏ । ଏହି ବେଶ ସମୟରେ ମହାପ୍ରଭୁଙ୍କ ପାଖରେ ଏକ ବିଶେଷ ଭୋଗ ଲାଗିଥାଏ । ଯାହା ବାଳ ଧୂପ ନାମରେ ପରିଚିତ । ସକାଳ…