‘ଆଦିପୁରୁଷ’ ରାମଙ୍କ ରାବଣ ଦହନ : ଲାଲକିଲ୍ଲାରେ ଆୟାଜିତ ରାମଲୀଲା କାର୍ଯ୍ୟକ୍ରମରେ ସାମିଲ ହେଲେ ସାଉଥ୍ ସୁପରଷ୍ଟାର

130

କନକ ବ୍ୟୁରୋ : ରାବଣ ଦହନ କଲେ ଆଦିପୁରୁଷ ଫିଲ୍ମର ରାମ ପ୍ରଭାସ । ଲାଲକିଲ୍ଲାରେ ଆୟାଜିତ ରାମଲୀଲା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ସାଉଥ୍ ସୁପରଷ୍ଟାର ।

ସେଠାରେ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ତୀର ମାରି ରାବଣକୁ ବଦ୍ଧ କରିଥିଲେ । ପ୍ରଭାସଙ୍କ ସହ ରାବଣ ଦହନକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା । ଏହି ସମୟରେ ଫିଲ୍ମର ନିର୍ଦ୍ଦେଶକ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ ।