Daily Archives

September 29, 2022

ଶ୍ରୀକ୍ଷେତ୍ରରେ ବିଜେ ମା’ ଭଗବତୀ : ଦୁର୍ଗାପୂଜାରେ ଭଗବତୀ ମା’ଙ୍କ ନିକଟରେ ହୁଏ ଆମିଷ ଭୋଗ

କନକ ବ୍ୟୁରୋ : ପୁରୀର ସର୍ବ ପୁରାତନ ଠାକୁରାଣୀ ହେଉଛନ୍ତି ମା’ ଭଗବତୀ । ମା’ ଶ୍ରୀମନ୍ଦିରର ଉତର ଓ ପଶ୍ଚିମର କୋଣ ଭାଗ ଗଡ଼ନ୍ତି ଛକରେ ଅବସ୍ଥାନ ହୋଇ ପୂଜା ପାଉଛନ୍ତି । ଶ୍ରୀମନ୍ଦିର ନିର୍ମାଣ ସମୟରେ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଛି । ମା’ଙ୍କ ପୀଠରେ ପ୍ରତ୍ୟେକ ଦିନ ଦର୍ଶନ ପାଇଁ ଭକ୍ତଙ୍କ…

ଆର. ଭେଙ୍କଟରମଣି ହେଲେ ନୂଆ ଆଟର୍ଣ୍ଣି ଜେନେରାଲ, ୩ ବର୍ଷ ପାଇଁ ହେଲା ନିଯୁକ୍ତି ; ଜାଣନ୍ତୁ କ’ଣ ଏହି ପଦର ଦାୟିତ୍ୱ

କନକ ବ୍ୟୁରୋ: ଆର. ଭେଙ୍କଟରମଣି ହେଲେ ନୂଆ ଆଟର୍ଣ୍ଣି ଜେନେରାଲ । ବରିଷ୍ଠ ଓକିଲ ଭେଙ୍କଟରମଣୀଙ୍କୁ ତିନି ବର୍ଷ ପାଇଁ ଭାରତର ନୂତନ ଆଟର୍ଣ୍ଣି ଜେନେରାଲ ଭାବରେ ନିଯୁକ୍ତ କରାଯାଇଥିଲା। ବର୍ତ୍ତମାନର ଆଟର୍ଣ୍ଣି ଜେନେରାଲଙ୍କ କାର୍ୟ୍ୟକାଳ ଶୀଘ୍ର ଶେଷ ହେବ । ମୁକୁଲ ରୋହତଗୀ ମଧ୍ୟ ନିକଟରେ ଏହି…

ବିଜେଡିର ପ୍ରଶିକ୍ଷଣ ଶିବିର : ଭିଡିଓ କନଫରେନସିଂ ଜରିଆରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଆରମ୍ଭ ହୋଇଛି ବିଜେଡିର ପ୍ରଶିକ୍ଷଣ ଶିବିର । ବରମୁଣ୍ଡା ପଡ଼ିଆରେ ଆୟୋଜିତ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଯୋଗ ଦେଇଛନ୍ତି । ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇ ସରକାରଙ୍କ ଯୋଜନା ଓ ବାର୍ତ୍ତାକୁ ଲୋକଙ୍କ…

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଡ ମ୍ୟାନେଜର : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଇଡକୋ ଆସିଷ୍ଟାଣ୍ଡ ମ୍ୟାନେଜର ମନୋଜ ଲେଙ୍କା । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ । ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡ଼ା ସମେତ ୭ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଭୁବନେଶ୍ୱର ଇଡକୋ ଅଫିସ, ଝାରପଡ଼ା ସ୍ଥିତ ଘରେ…

ମଧ୍ୟାହ୍ନ ଭୋଜନରେ ପିଲା ଖାଉଛନ୍ତି ଭାତ, ଲୁଣ । ଭିଡିଓ ଭାଇରାଲ ପରେ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

କନକ ବ୍ୟୁରୋ: ପିଲାଙ୍କୁ ସ୍କୁଲ ମୁହାଁ କରିବା ସହ ସେମାନଙ୍କୁ ସୁଷମ ପୁଷ୍ଟିକର ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟରେ ସ୍କୁଲ ମାନଙ୍କରେ ଦିଆଯାଉଛି ମଧ୍ୟାହ୍ନ ଭୋଜନ । ହେଲେ କିଛି ସ୍ଥାନରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ଦେଖିବା ପରେ ଏହି ଯୋଜନା କେତେ ସଫଳ ସେନେଇ ସୃଷ୍ଟି ହେଉଛି ପ୍ରଶ୍ନ ।…

ଆଜି ‘ବିଶ୍ୱ ହୃଦୟ ଦିବସ’ : ଚଳିତ ବର୍ଷର ଥିମ୍ ରହିଛି ‘ୟୁଜ ହାର୍ଟ ଫର ଏଭ୍ରି ହାର୍ଟ’

କନକ ବ୍ୟୁରୋ : ଆଜି ବିଶ୍ୱ ହୃଦରୋଗ ଦିବସ । ହୃଦରୋଗର ପ୍ରତିଷେଧ ଓ ନିରାକରଣ ସଂପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ହୃଦୟ ଦିବସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷର ଥିମ୍ ରହିଛି ‘ୟୁଜ୍ ହାର୍ଟ ଫର ଏଭ୍ରି ହାର୍ଟ’ । ଏବେ ହୃଦଘାତ ଯୋଗୁ ଯୁବପିଢିଙ୍କ…