Daily Archives

September 29, 2022

ବେଙ୍ଗାଲୁରୁରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ : କର୍ପୋରେଟ୍ ଟାଇକୁନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ୱାନ ଟୁ ୱାନ ଆଲୋଚନା

କନକ ବ୍ୟୁରୋ : ବେଙ୍ଗାଲୁରୁରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ । କର୍ପୋରେଟ୍ ଟାଇକୁନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି । ୱିପ୍ରୋ ହେଲ୍ଥକେୟାର ୟୁନିଟର ସିଇଓ ଡକ୍ଟର ଶ୍ରବଣ ସୁବ୍ରମଣ୍ୟମ ମଧ୍ୟ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି । ଏହାସହ ପେଜ୍…

ଆଜି ରାଜଧାନୀରେ ପାୱାର ସୋ : ଶକ୍ତି ପ୍ରଦର୍ଶନ କରିବେ ବିଜେପି-ବିଜେଡି

କନକ ବ୍ୟୁରୋ : ଆଜି ଜନତା ମଇଦାନରେ ବିଜେପି କରୁଛି ବଡ଼ ସମାବେଶ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ଯୋଗଦେବେ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସେଠାରୁ ରୋଡ୍ ସୋ’ କରି ଜନତା ମଇଦାନ ଯିବେ । ଜନତା ମଇଦାନରେ ପହଞ୍ଚି ନଡ୍ଡା ବିଶାଳ ସମାବେଶ କରିବେ । ଆୟୋଜିତ ହେବାକୁ ଥିବା…

ଜୟନ୍ତୀ ପଟ୍ଟନାୟକଙ୍କ ଦେହାନ୍ତ : ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

କନକ ବ୍ୟୁରୋ : ଜୟନ୍ତୀ ପଟ୍ଟନାୟକଙ୍କ ଦେହାନ୍ତ ଖବରକୁ ଶୁଣି ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ରାଜ୍ୟପାଳ ଯାଏଁ ଶୋକ ପ୍ରକାଶ କରିଛନ୍ତି । ଟୁଇଟ୍ କରି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଲେଖିଛନ୍ତି, ଜୟନ୍ତୀ ପଟ୍ଟନାୟକଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ । ସେ ପୂର୍ବତନ ସାଂସଦ ତଥା ବିଶିଷ୍ଟ…

ପରଲୋକରେ ଜୟନ୍ତୀ ପଟ୍ଟନାୟକ : ଆଜି ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ

କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଓଡିଶାର ପ୍ରଥମ ମହିଳା ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ଦେହାନ୍ତ ହୋଇଯାଇଛି । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ୯୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକ ଆଉ…

ସର୍ଜିକାଲ ଷ୍ଟ୍ରାଇକକୁ ପୂରିଲା ୬ ବର୍ଷ: ଯେବେ ଆତଙ୍କୀ ଗଡରେ ଆତଙ୍କ ରଚିଥିଲେ ଯବାନ, ମାଟିରେ ମିଶିଯାଇଥିଲେ ମୃତ୍ୟୁର…

କନକ ବ୍ୟୁରୋ: ଥରି ଉଠିଥିଲା ଶତ୍ରୁ ଶିବିର, ଯେବେ ଆତଙ୍କୀ ଗଡରେ ଆତଙ୍କ ରଚିଥିଲେ ଯବାନ । ଶୂନଶାନ ରାତିରେ ପାକିସ୍ତାନ ମାଟିରେ ପାନେ ପାଇଥିଲେ ଆତଙ୍କବାଦୀ । ଖଣ୍ଡ ଖଣ୍ଡ ହୋଇ ମାଟିରେ ମିଶିଯାଇଥିଲେ ମୃତ୍ୟୁର ସୌଦାଗର । ରକ୍ତର ବଦଲା ରକ୍ତରେ ନେଇଥିଲା ହିନ୍ଦୁସ୍ତାନ । ଆଉ ବିଶ୍ୱ ଦେଖିଥିଲା…