Daily Archives

July 15, 2022

ନିର୍ମଳାଙ୍କ ‘ନାସା’ ପୋଷ୍ଟକୁ ନେଇ ଚିଦାମ୍ବରମଙ୍କ କଟାକ୍ଷ । ଅର୍ଥମନ୍ତ୍ରୀଙ୍କୁ କହିଲେ ଅର୍ଥନୈତିକ ଜ୍ୟୋତିଷ ମୁଖ୍ୟ

କନକ ବ୍ୟୁରୋ : ଦେଶର ଅର୍ଥନୀତିକୁ ନେଇ ପଛରେ ପଡିଯାଉଥିବା ବିଜେପି ସରକାରକୁ ପୁଣି ଟାର୍ଗେଟ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ରାଜ୍ୟସଭା ସାଂସଦ ପି ଚିଦାମ୍ବରମ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନାସାର ଏକ ପୋଷ୍ଟକୁ ତାଙ୍କ ଟୁଇଟ ଆକାଉଣ୍ଟରେ ସେୟାର କରିବା ପରେ…

ସଂସଦରେ ରଦ୍ଦ ହେଲା ଧାରଣା, ବିକ୍ଷୋଭ। ପାଳନ ହୋଇପାରିବନି ଧାର୍ମିକ ଉତ୍ସବ

କନକ ବ୍ୟୁରୋ : ସଂସଦରେ ଅସାମ୍ବିଧାନିକ ଶବ୍ଦ ଉପରେ କଟକଣା ଲଗାଇବାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଶୁକ୍ରବାର ସଂସଦ ଭବନ ପରିସରରେ ଧାରଣା, ବିକ୍ଷୋଭ ଉପରେ ମଧ୍ୟ କଟକଣା ଲଗାଯାଇଛି । ସଂସଦ ଭବନ ପରିସରରେ ପୂର୍ବ ଭଳି ଆଉ ଧାରଣା, ବିକ୍ଷୋଭ, ଉପବାସ ତଥା ଧାର୍ମିକ ଉତ୍ସବ କରାଯାଇପାରିବ…

କଳ୍ପନା ବାହାରେ ଶ୍ରୀଲଙ୍କାର ସ୍ଥିତି । ଚାଉଳ କେଜି ୭ଶହ ଟଙ୍କାକୁ ଡାଲି ୧୨ ଶହ ଟଙ୍କା

କନକ ବ୍ୟୁରୋ : ୭୦ବର୍ଷର ସ୍ୱାଧୀନତା ପରେ ଏବେ ଯେଉଁ ସ୍ଥିତି ଦେଇ ଶ୍ରୀଲଙ୍କା ଗତି କରୁଛି ସେକଥା ହୁଏତ କେହି କେବେ କଳ୍ପନା କରିନଥିବେ । ତକ୍ରାଳୀନୀ ସରକାରଙ୍କ ଭୂଲ ନୀତି ଯୋଗୁଁ ଦେଶର ଏଭଳି ଶୋଚନୀୟ ଅବସ୍ଥା ହୋଇଛି କି ଯେ ସବୁଠି କେବଳ ହା ହା କାର । ଦେଶ ଛାଡି ପ୍ରଧାନମନ୍ତ୍ରୀ,…

ପଳାତକ ଲଳିତ ମୋଦୀ ଆରମ୍ଭ କରିବେ କି ଦ୍ୱିତୀୟ ଇନିଂସ । ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତାଙ୍କୁ ବିବାହ କରିବା ନେଇ…

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଆଇପିଏଲର ପୂର୍ବତନ ଚେୟାରମ୍ୟାନ ଲଳିତ ମୋଦୀ । ହେଲେ ଏଥର ନିଜର ପ୍ରେମ ବ୍ୟାପାରକୁ ନେଇ । ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନଙ୍କ ସହ ଏବେ ପ୍ରେମ ସମ୍ପର୍କରେ ଅଛନ୍ତି ଲଳିତ ମୋଦି । ଏନେଇ ନିଜ ଟୁଇଟରେ କିଛି ଫଟୋ ସେୟାର କରିଛନ୍ତି ଲଳିତ । ତେବେ…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଫିଜିକ୍ସ ପ୍ରଶ୍ନପତ୍ର ଲିକ୍ ପଛରେ କୁଚିଣ୍ଡା କଲେଜର ହାତ । ସନ୍ଦେହରେ ଅଧ୍ୟାପକଙ୍କୁ…

କନକ ବ୍ୟୁରୋ: ପରୀକ୍ଷା ପୂର୍ବରୁ ଭାଇରାଲ ହେଉଛି ପ୍ରଶ୍ନପତ୍ର । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ପୁଣି ଆସିଲା ଏପରି ଅଭିଯୋଗ । ପ୍ରଥମେ ଏଜୁକେସନ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିଲା ଆଉ ଆଜି ଫିଜିକ୍ସର ପ୍ରଶ୍ନପତ୍ର ଲିକ୍ ହୋଇଛି । ଯାହାକୁ ନେଇ ଆଜି ହେବାକୁ ଥିବା ଫିଜିକ୍ସ ପରୀକ୍ଷାକୁ…

୧୫ରୁ ୩୯ ବର୍ଷ ଭିତରେ ଯୁବପିଢୀ ମଦ ପିଇଲେ ହୋଇପାରେ ବିଶେଷ କ୍ଷତି । ୪୦ରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କ ପାଇଁ ଦିନକୁ ୧୦…

କନକ ବ୍ୟୁରୋ: ଯୁବପିଢୀ କିମ୍ବା କମ୍ ବୟସର ଲୋକଙ୍କ ପାଇଁ ମଦ୍ୟପାନ କ୍ଷତିକାରକ କିନ୍ତୁ ୪୦ରୁ ଉର୍ଦ୍ଧ୍ୱ ବୟସର ଲୋକଙ୍କ ପାଇଁ ଏହା ଲାଭଦାୟକ ହୋଇପାରେ । କିନ୍ତୁ ସେମାନେ ଅଳ୍ପ ପରିମାଣରେ ମଦ ପିଇବା ଉଚିତ୍ । ପ୍ରସିଦ୍ଧ ମେଡିକାଲ ଜର୍ନାଲ ‘ଦି ଲାନସେଟ୍’ର ରିପୋର୍ଟକୁ ଏଭଳି ତର୍ଜମା କରିଛନ୍ତି…