Daily Archives

May 30, 2022

ଦିନ ଦିପ୍ରହରରେ ନଦୀ ଶଯ୍ୟାରୁ ଚୋରି ହେଉଛି ବାଲି: ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ଆତ୍ମସାତ୍ କରୁଛନ୍ତି ବାଲି ମାଫିଆ

କନକ ବ୍ୟୁରୋ: ଦିନ ଦିପ୍ରହରରେ ନଦୀ ଶଯ୍ୟାରୁ ଉଠୁଛି ଟନ୍ ଟନ୍ ବାଲି । ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ଲୁଟ୍ କରୁଛନ୍ତି ବାଲି ମାଫିଆ । ମୟୁରଭଂଜ କପ୍ତିପଦା ତହସିଲ ଠାରୁ ମାତ୍ର ଦେଢି କିଲୋମିଟର ଦୂରରେ ଥିବା ବଜରପୁର ବାଲିଘାଟରେ ମାଫିଆଙ୍କ ରାଜ୍ । ନିର୍ଦ୍ଧାରିତ ଲିଜ୍ ଏରିଆକୁ ବାଦ୍ ଦେଇ ନଦୀରୁ…

ଖରାଦିନେ ଉତ୍କଟ ହେଉଛି ପାଣି ସମସ୍ୟା: ଗାଁରେ ପାଣି ଟାଙ୍କି ବସିଛି ହେଲେ ମିଳୁନି ବିଶୁଦ୍ଧ ପାଣି

କନକ ବ୍ୟୁରୋ: ଖରାଦିନେ ଉତ୍କଟ ହେଉଛି ପିଇବା ପାଣି ସମସ୍ୟା । ଗାଁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଏହାର ବାସ୍ତବତା ସମ୍ପୁର୍ଣ୍ଣ ଅଲଗା ଦେଖିବାକୁ ମିଳିଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ଗାଁରେ ପାଣି ଟାଙ୍କି ବସିଛି କିନ୍ତୁ ଲୋକଙ୍କ…

ରଜନୀକାନ୍ତଙ୍କ ଚିକିତ୍ସାରେ ଅର୍ଥସାଜିଛି ବାଧକ। ଫୁସଫୁସ ପ୍ରତିରୋପଣ ପାଇଁ ଦରକାର ଦେଢକୋଟି। 

କନକ ବ୍ୟୁରୋ : ଆପଣ ଚାହିଁଲେ ମୋ ସ୍ୱାମୀ ବଞ୍ଚିପାରିବେ । ସ୍ୱାମୀର ଜୀବନରକ୍ଷା ପାଇଁ ଆକୂଳ ନିବେଦନ କରୁଛନ୍ତି ସନ୍ତୋଷୀ ମହାନ୍ତି । ଚିକିତ୍ସା ପାଇଁ ଦେଢ କୋଟି ଲୋଡାଥିବା ବେଳେ କେଉଁଠୁ ଆଣିବେ ଏତେ ଟଙ୍କା ତାକୁ ନେଇ ଚିନ୍ତାରେ ପୂରା ପରିବାର । ଗତ ୪ ବର୍ଷ ଧରି ଫୁସଫୁସ ସଂକ୍ରମଣର ଶିକାର…

ପଶ୍ଚିମବଙ୍ଗରେ ୧୫ ଦିନ ମଧ୍ୟରେ ଚତୁର୍ଥ ମଡେଲଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମିଳିଲା ୧୮ ବର୍ଷିୟା ମଡେଲ…

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ପୁଣି ଜଣେ ମଡେଲଙ୍କ ମୃତ ଦେହ ଉଦ୍ଧାର କରଯାଇଛି । ୧୮ ବର୍ଷିୟା ଏହି ମଡେଲ ସରସ୍ୱତୀଙ୍କ ମୃତଦେହ ନିଜ ବାସଭବନରେ ପଙ୍ଖାରେ ଝୁଲୁଥିବା ଦେଖିବାକୁ ମିଳିଛି । ସେପଟେ ଗତ ୧୫ ଦିନ ମଧ୍ୟରେ କେବଳ ପଶ୍ଚିମବଙ୍ଗରେ ୪ ଜଣ ମଡେଲ ଆତ୍ମହତ୍ୟା କରିବା ଘଟଣା ଏବେ ଗଣମାଧ୍ୟମରେ…

ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ନବୀନ: ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ହେଲା ଆଲୋଚନା

କନକ ବ୍ୟୁରୋ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଭୟଙ୍କ ମଧ୍ୟରେ ହେଲା ଆଲୋଚନା । ଆଲୋଚନା ପରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ । କହିଲେ, ମହାମାରୀ ପରେ ଏହା ଥିଲା ସୌଜନ୍ୟମୂଳକ ସାକ୍ଷାତକାର । ରାଜ୍ୟର…

ନେପାଳ ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀ ମୃତ: ବିବାହ ବିଚ୍ଛେଦ ପରେ ପୂର୍ବ ପତ୍ନୀଙ୍କୁ ନେଇ ବିମାନରେ ବସିଥିଲେ ଅଶୋକ…

କନକ ବ୍ୟୁରୋ: ନେପାଳ ବିମାନ ଦୁର୍ଘଟଣାରେ ମୃତ ଓଡ଼ିଆ ପରିବାରକୁ ନେଇ ନୂଆ ନୂଆ ତଥ୍ୟ ସାମନାକୁ ଆସିଛି । ଅଶୋକ ତ୍ରିପାଠୀଙ୍କ ପରିବାର ନେପାଳ ବୁଲିବାକୁ ଯାଇଥିଲେ ଏବଂ ସେହି ସମୟରେ ଏହି ଦୁର୍ଘଟଣା ଘଟିଛି । ଅଶୋକ ତାଙ୍କ ପୂର୍ବ ପତ୍ନୀ ବୈଭବୀ ବନ୍ଦେକର ତ୍ରିପାଠୀ ଓ ଦୁଇ ପିଲାଙ୍କ ସହ ନେପାଳ…