Daily Archives

May 15, 2022

୧୫ ବର୍ଷରେ କାହିଁକି ଆରଜେଡି କଲା ନାହିଁ ଜାତୀୟ ଜନଗଣନା ? ତେଜସ୍ୱୀଙ୍କୁ ଘେରିଲେ ପପୁ ଯାଦବ ।

କନକ ବ୍ୟୁରୋ: ବିହାରରେ ଜାତୀୟ ଜନଗଣନାକୁ ନେଇ ରାଜନୀତି ସରଗରମ ହେଉଛି । ପୂର୍ବରୁ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଆରଜେଡି ନେତା ତଥା ତେଜସ୍ୱୀଙ୍କ ମଧ୍ୟରେ ଆଲୋଚନା ହୋଇସାରିଛି । ତେବେ ବର୍ତ୍ତମାନ ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଜନ ଅଧିକାର ଦଳର ଅଧ୍ୟକ୍ଷ ତଥା ପୂର୍ବତନ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଜେପିରେ ଯେତେ ନେତା ସେତେ ମତ । ଜୟନ୍ତ ଷଡଙ୍ଗୀଙ୍କ ହିସାବକୁ ଭୁଲ କହିଲେ…

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଜେପି ନେତାଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳୁଛି । ସ୍ଥାନୀୟ ଓ କେନ୍ଦ୍ରୀୟ ନେତାଙ୍କ ମତକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଜି ଏପ୍ରସଙ୍ଗରେ ମତ ରଖିଛନ୍ତି ସାଂସଦ ଜୁଏଲ ଓରାମ । ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ମତ ଉପରେ…

ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ସାହା, ରାଜ୍ୟର ବିକାଶ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : କିଛି ନାଟକୀୟ ଢଙ୍ଗରେ ଗତକାଲି ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଇସ୍ତଫା ଦେବା ପରେ ଆଜି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମାଣିକ ସାହା ଶପଥ ନେଇଛନ୍ତି । ଅଗରତାଲା ଠାରେ ରାଜ୍ୟପାଳ ସତ୍ୟଦେବ ନାରାୟଣ ରାୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ…

ଉତ୍ତର କୋରିଆରେ କରୋନାର କରାଳ ରୂପ, ୪ ଦିନରେ ୮ ଲକ୍ଷ ସଂକ୍ରମିତ ଚିହ୍ନଟ

କନକ ବ୍ୟୁରୋ : ପୁଣି ଥରେ କରୋନା ଫେରୁଛି । ଏହାର ପ୍ରଭାବ ଏବେ ବିଶ୍ୱର ବିଭିନ୍ନ ଦେଶମାନଙ୍କରେ ଦେଖିବାକୁ ମିଳିଛି । ହେଲେ ଉତ୍ତର କୋରିଆ ଭଳି ଏକ ଛୋଟ ଦେଶରେ କରୋନାର କରାଳ ରୂପ ଏବେ ଦେଶବାସୀଙ୍କୁ ବିଚଳିତ କରିଦେଇଛି । ଗତ ୪ ଦିନ ମଧ୍ୟରେ ଦେଶରେ ୮ ଲକ୍ଷରୁ ଅଧିକ ଲୋକ କରୋନା ଭୂତାଣୁ…

ସାଉଦି ଆରବରେ ଓଡିଆ ସଙ୍ଗଠନ : “ଉତ୍କଳିକା”ର ୧୩ ତମ ବାର୍ଷିକ ଉତ୍ସବ ପାଳିତ । ବିଦେଶରେ ଶୁଭିଲା ଓଡ଼ିଶୀ…

ସାଉଦି ଆରବରେ ପୂର୍ବାଞ୍ଚଳ ପ୍ରବାସୀ ଓଡ଼ିଆ ମାନଙ୍କ ସଂଗଠନ "ଉତ୍କଳିକା" ର ୧୩ ତମ ବାର୍ଷିକ ଉତ୍ସବ ଜୁବେଲ ସ୍ତିତ ଆବୁ ଅଲୀ ଆଇସଲ୍ୟାଣ୍ଡ ର ସିପଚେମ୍ କ୍ୟାମ୍ପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୩ ଓଡିଆ ପରିବାର ସମେତ ୪୬୦ ରୁ ଅଧିକ ଓଡ଼ିଆ ସଦସ୍ୟ ଯୋଗଦେଇଥିଲେ,ଏହି ଅବସରରେ ବିଭିନ୍ନ…

ଟାୟାରର ରଙ୍ଗ କଳା କାହିଁକି? ଏହା ପଛରେ ରହିଛି ବଡ କାରଣ

କନକ ବ୍ୟୁରୋ : ଦୁନିଆରେ ଅନେକ ପ୍ରକାରର ଗାଡି ରହିଛି । ସବୁ ଗାଡିରେ ଟାୟାର ଲଗାଯାଇଥାଏ । କେବଳ ଗାଡି କାହିଁକି ପ୍ଲେନରେ ମଧ୍ୟ ଟାୟାର ଲଗାଯାଇଥାଏ । ଗାଡି ଯେଉଁ ରଙ୍ଗର ହେଉନା କାହିଁକି, ତାର ଟାୟାର ସବୁବେଳେ କଳା ରଙ୍ଗର ରହିଥାଏ । କିନ୍ତୁ କେବେ ଭାବିଛନ୍ତି କି, ଗାଡି ଟାୟାରର ରଙ୍ଗ…