Daily Archives

May 15, 2022

ଅବହେଳିତ ଚାନ୍ଦିପୁର ବେଳାଭୂମି: ଆଉ ଦେଖିବାକୁ ମିଳୁନି ନାଲି କଙ୍କଡା, ବିଚରେ ଉଠିଗଲାଣି ଅନାବନା ଘାସ

କନକ ବ୍ୟୁରୋ: ବାଲେଶ୍ୱର କହିଲେ ଆଗ ଚାନ୍ଦିପୁର କଥା ମନକୁ ଆସେ । ଏଠାକାର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ହେଉ କି ପ୍ରସିଦ୍ଧ ବେଳାଭୂମି । ବିଶ୍ୱ ମାନଚିତ୍ରରେ ଏଠାକାର ସ୍ୱତନ୍ତ୍ରତା ରହିଛି । ଏଠାରେ ଜ୍ରୁଆର ଆସିଲେ କୂଳକୁ ପାଣି ଆସେ ଏବଂ ଜୁଆର ଛାଡିଲେ ପାଣି ମାଇଲ ମାଇଲ ଦୂରକୁ ଚାଲିଯାଏ…

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି । ପଢନ୍ତୁ, ଲିଷ୍ଟରେ ସାମିଲ ଅଛନ୍ତି କେଉଁ…

କନକ ବ୍ୟୁରୋ: ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେପି । ଏହି ଲିଷ୍ଟରେ ୫ରୁ ଅଧିକ କେନ୍ଦ୍ରମନ୍ତ୍ରୀ ସାମିଲ ଥିବାବେଳେ ରାଧାରାଣୀ ପଣ୍ଡାଙ୍କ ପାଇଁ ରାଜ୍ୟ ବିଜେପିର ବହୁ ତୁଙ୍ଗ ନେତା ପ୍ରଚାର କରିବେ ବୋଲି ଜଣାପଡିଛି । ରାଜ୍ୟ ବିଜେପି ପକ୍ଷରୁ ଘୋଷଣା…

ଭାରତ ଥୋମାସ କପ ଚାମ୍ପିୟନ । ୭୩ ବର୍ଷ ପରେ ଇତିହାସ ରଚିଲେ ଭାରତୀୟ ସଟଲର । 

କନକ ବ୍ୟୁରୋ : ଥୋମାସ କପ ଚାମ୍ପିୟନ ହେଲା ଭାରତ । ପ୍ରଥମ ଥର ଏହି କପ ଜିତିବା ସହ ଇତିହାସ ରଚିଛି ଭାରତୀୟ ପୁରୁଷ ଟିମ୍ । ୭୩ ବର୍ଷ ପରେ ଏହି ଐତିହାସିକ ସଫଳତା ହାସଲ କରିଛି । ଫାଇନାଲରେ ଇଣ୍ଡୋନେସିଆକୁ ୩-୦ରେ ପରାସ୍ତ କରି ଏହି ସଫଳତା ପାଇଛି ଦଳ । ୧୪ ଥରର ବିଜେତାକୁ ହରାଇ କ୍ଲିନ ସୁଇପ…

ଖୋର୍ଦ୍ଧାରେ ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ୍: ଓଡିଶାରେ ନିଜର କ୍ରିକେଟ ଏକାଡେମୀ ଖୋଲିବାକୁ ରଖିଛନ୍ତି…

କନକ ବ୍ୟୁରୋ: ଖୋର୍ଦ୍ଧାରେ ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ୍ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଆଝାରୁଦ୍ଦିନ୍ ଓଡିଶାରେ ନିଜର ଏକ କ୍ରିକେଟ ଏକାଡେମୀ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି । ତେଣୁ ସେ ବିଭିନ୍ନ ସ୍ଥାନ ବୁଲି ଦେଖୁଛନ୍ତି । ଆଜି ଖୋର୍ଦ୍ଧା ବରୁଣେଇ ନିକଟରେ ଏକ ଘରୋଇ…

ଦାୟିତ୍ୱ ନେଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ୨୦୨୫ ଯାଏ ଦାୟିତ୍ୱରେ ରହିବେ।

କନକ ବ୍ୟୁରୋ: ଭାରତର ୨୫ ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ ଶପଥ ନେଇଛନ୍ତି ରାଜୀବ କୁମାର । ୧୯୮୪ ବ୍ୟାଚର ଅବସରପ୍ରାପ୍ତ ଆଏଏଏସ ଅଫିସର ଭାରତର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି । ଆଜିଠାରୁ ସେ କାର୍ଯ୍ୟଭାର ଗ୍ରହଣ କରି ୨୦୨୫ ଯାଏ ଏହି ଦାୟିତ୍ୱରେ ରହିବେ ।…

ରାକେଶ ଟିକାୟତଙ୍କୁ ବଡ ଝଟକା, ଅଭିଯୋଗ ପରେ ସଂଗଠନ କଲା ବହିସ୍କାର

କନକ ବ୍ୟୁରୋ : ଦିନେ ଆନ୍ଦୋଳନ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ନିଦ ହଜାଇ ଦେଇଥିବା ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତଙ୍କୁ ବଡ ଝଟକା ଲାଗିଛି । କିଛି ଅଭିଯୋଗ ପରେ ଭାରତୀୟ କିଷାନ ୟୁନିୟନ ତରଫରୁ ତାଙ୍କୁ ସଂଗଠନରୁ ବହିସ୍କାର କରାଯାଇଛି । କେବଳ ସେତିକି ନୁହେଁ ତାଜା ସୂଚନା…