Daily Archives

April 17, 2022

ଭୁବନେଶ୍ୱରରୁ ବାଂଲାଦେଶ ଚାଲିଗଲା ଲୁଟ୍ ଟଙ୍କା: ଫ୍ଲାଇଟରେ ଆସି ଲୁଟ୍ କଲେ, ପୋଲିସ ଆଖିରେ ଧୂଳି ଦେଇ ଟ୍ରେନରେ ଫେରାର…

କନକ ବ୍ୟୁରୋ: ଏଟିଏମ ମେସିନ ତାଡିବା ପାଇଁ ଆମେମାନେ ଦୀର୍ଘଦିନ ଧରି ଭୁବନେଶ୍ୱରରେ ଡେରା ପକାଇଥିଲୁ । ଲୁଟ୍ ପାଇଁ ଲିଙ୍ଗିପୁର ହିଁ ଏକମାତ୍ର ସ୍ଥାନ ବୋଲି ଚିହ୍ନଟ କରିଥିଲୁ । ବ୍ଲ ପ୍ରିଂଟ ପ୍ରସ୍ତୁତ କରିବା ପରେ, ରାତିତମାମ ରେକି କରିଥିଲୁ । ପୂର୍ବ ପ୍ରସ୍ତୁତି ଅନୁସାରେ ରାସ୍ତାକଡରୁ ଗାଡି…

ଢେଙ୍କାନାଳରୁ ଆସିଲା ହିଂସା ଓ ପ୍ରତିହିଂସାର ଚିତ୍ର: ସାମାନ୍ୟ କଥା କଟାକଟିରୁ ଫୁଟିଲା ଗୁଳି

କନକ ବ୍ୟୁରୋ: ଗାଁ ଭିତରେ ଅଚାନକ ଶୁଭୁଥିଲା ଗୁଳି ଶବ୍ଦ । ସାମାନ୍ୟ ମାଟି ଖୋଳାକୁ ନେଇ ଆରମ୍ଭ ହୋଇଥିବା ବିବାଦରୁ ଗୁଳି ଫୁଟାଇ ଥିଲେ ପୂର୍ବତନ ୱାର୍ଡମେମ୍ବର ନୁରୁ ନାୟକ ଓ ତାଙ୍କ ସହଯୋଗୀ । ଆଉ ଗୁଳିମାଡରେ ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ ପୂର୍ବତନ ୱାର୍ଡମେମ୍ବର ଦଳେଇ ନାୟକ । ସୂଚନା…

ଓଡିଶାରେ ପଡିଛି ଛତିଶଗଡରେ ବନ୍ଧ ନିର୍ମାଣର ପ୍ରଭାବ: କଲମା ବ୍ୟାରେଜର ଗେଟ ବନ୍ଦ୍ ପରେ ଶୁଖିଗଲାଣି ଝାରସୁଗୁଡାର…

କନକ ବ୍ୟୁରୋ: ଛତିଶଗଡ ପୁଣି ବନ୍ଦ କରିଛି କଲମା ବ୍ୟାରେଜ ର ସମସ୍ତ ଗେଟ । କଲମା ବ୍ୟାରେଜରେ ଥିବା ୬୬ ରୁ ୬୬ ଗେଟ ବନ୍ଦ ରଖିଛି ଛତିଶଗଡ । ଫଳରେ ଛତିଶଗଡ଼ ପଟେ ଆଖି ପାଇବା ଯାଏଁ କେବଳ ପାଣି ହିଁ ପାଣି ଥିବାବେଳେ ତଳମୁଣ୍ଡରେ ଓଡିଶାପଟେ ମହାନଦୀ ଶୁଖିଲା ପଡିଛି । ଅଣମୌସୁମୀ ସମୟରେ ଛତିଶଗଡ଼…

ଉପର ମୁଣ୍ଡରେ ଥାଇ ବି ଓଡିଶାରେ ଶୁଖିଲା ପଡ଼ିଛି ବଂଶଧାରା: ତଳ ମୁଣ୍ଡରେ ଥିଲେ ବି ବନ୍ଧ ନିର୍ମାଣ କରି ପାଣି ଅଟକାଇ…

କନକ ବ୍ୟୁରୋ: ଓଡି଼ଶାର ପ୍ରମୁଖ ନଦୀ ଭିତରେ ଅନ୍ୟତମ ନଦୀ ବଂଶଧାରା । କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁରଠାରୁ ଆରମ୍ଭ ହୋଇ ରାୟଗଡା ଜିଲ୍ଲାର କଲ୍ୟାଣସିଂପୁର, ମୁନିଗୁଡା, ବିଷମକଟକ, ଗଜପତିର ପାରାଳାଖେମୁଣ୍ଡି ଦେଇ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମରେ ବଙ୍ଗୋପସାଗରରେ ମିଶିଛି ବଂଶଧାରା । ଏ ହେଉଛି…

ଓଃ ! କି ଖରା… ଟକମକ ଫୁଟିଲା ସାରା ଓଡିଶା । ୪୩ ଡିଗ୍ରୀ ସହ ସୋନପୁର ସବୁଠୁ ଉତ୍ତପ୍ତ ସହର ।

କନକ ବ୍ୟୁରୋ: ବାବରେ ବାବ୍ କି ଖରା । ମଣିଷ ଆଉ ଘରୁ ବାହାରି ପାରିବନି । ମୁଣ୍ଡଫଟା ଖରାରେ ଅଣନିଶ୍ୱାସୀ ହୋଇଗଲାଣି ମଣିଷ । ଘରୁ ବାହାରିବା କ୍ଷଣି ତ୍ରାହି ତ୍ରାହି ଡାକୁଛି ଜୀବନ ଜଗତ । ପ୍ରବଳ ଖରାରେ ଓଡିଶା ସିଝୁଥିବା ବେଳେ ଆଜି ୧୨ ସହର ୪୦ ଡିଗ୍ରୀ ଉପରେ ରହିଛି । ସେହିପରି ୨ ସହରର ପାରଦ…

ପୁଣି ଡରାଇଲା କରୋନା: ରାଜଧାନୀ ଦିଲ୍ଲୀରେ ଧିରେ ଧିରେ ବଢ଼ୁଛି ସଂକ୍ରମଣ, ସର୍ଭେ କହିଲା ୧୫ ଦିନରେ ବଢ଼ିଲାଣି ୫ଗୁଣ

କନକ ବ୍ୟୁରୋ: ୧୦ ଦିନ ତଳେ ୧ ପ୍ରତିଶତ ତଳେ ଟେଷ୍ଟ-ପଜିଟିଭିଟି ରେଟ୍ ବା ସଂକ୍ରମଣ ହାର ଥିବା ବେଳେ ଏହା ଏବେ ବଢ ବଢ଼ି ଚାଲିଛି । ଏପ୍ରିଲ ୧୪ ତାରିଖରେ ସଂକ୍ରମଣ ହାର ୨.୩୯ ପ୍ରତିଶତ ଥିଲା । ୧୫ ତାରିଖରେ ସଂକ୍ରମଣ ହାର ୩.୯୫ ଥିବା ବେଳେ ୧୬ ତାରିଖରେ ସଂକ୍ରମଣ ହାର ୫.୩୩ ପ୍ରତିଶତ ହୋଇଛି ।…