Daily Archives

April 17, 2022

ନିଜ ବୟାନକୁ ନେଇ ଚର୍ଚ୍ଚାରେ ଯୋଗୀଙ୍କ ମନ୍ତ୍ରୀ । କହିଲେ, ଗୋମୂତ୍ର ଛିଞ୍ଚିଦେଲେ ବାସ୍ତୁ ସମସ୍ୟା ଦୂର ହୋଇଯାଏ ।

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ମନ୍ତ୍ରୀ ଥିବା ଧର୍ମପାଲ ସିଂ ନିଜର ବୟାନକୁ ଏବେ ଚର୍ଚ୍ଚାରେ । ଗୋମୂତ୍ରର ପ୍ରଂଶସା କରିବା ସହ ଧର୍ମପାଲ କହିଛନ୍ତି, ଗୋମୁତ୍ର ଛିଞ୍ଚିବା ଦ୍ୱାରା ଭୂତ-ପ୍ରେତ ଓ ବାସ୍ତୁ ଦୋଷ ଭଳି ସମସ୍ୟା ଦୂର ହେବ । ସେ କହିଛନ୍ତି, ଗୋମାତାଙ୍କ ଠାରୁ ଆମେ…

ହୁତୁହୁତୁ ହୋଇ ଜଳିଚାଲିଛି ଜଙ୍ଗଲ । ନିଆଁର ଆଁ ଭିତରେ ଛାରଖାର ଦେବଗିରିର ସବୁଜିମା । କିଏ ଲଗାଉଛି ନିଆଁ ?

କନକ ବ୍ୟୁରୋ: ଖରା ବଢୁଛି, ଜଙ୍ଗଲ ଜଳୁଛି । ଦିନକୁ ଦିନ ହୁତୁହୁତୁ ହୋଇ ଜଳିଚାଲିଛି ଜଙ୍ଗଲ । ନିଆଁର ଆଁ ଭିତରେ ଛାରଖାର ହେଉଛି ସବୁଜିମା ଅରଣ୍ୟ । ଜଙ୍ଗଲ ଜଳିବା ଫଳରେ ଗଛ, ଲତା, ପଶୁ ପକ୍ଷୀ, ଜୀବଜନ୍ତୁ ସମସ୍ତେ ହନ୍ତସନ୍ତ ହେଉଛନ୍ତି । ପ୍ରବଳ ଖରାକୁ ବଣ ଭିତରର ଆକସ୍ମିକ ଅଗ୍ନିକାଣ୍ଡ…

ସାଲୁଙ୍କି ନଦୀରେ ଜଳ ସମାଧି । ନଦୀ ନେଇଗଲା ନିଶ୍ୱାସ । ଗାଧୋଇବା ବେଳେ ବୁଡିଯାଇ ଭାଇଭଉଣୀ ମୃତ ।

କନକ ବ୍ୟୁରୋ: ସବୁ ସାରିଦେଲା ସାଲୁଙ୍କି ନଦୀ । ନଦୀରେ ଗାଧୋଉଥିବା ବେଳେ ବୁଡିଗଲେ ଭାଇଭଉଣୀ । ଯୁଧିଷ୍ଠିର ଦେହୁରୀଙ୍କ ୨ ନାବାଳକ ପୁଅ ଝିଅ ଗାଧୋଇବା ବେଳେ ବୁଡିଯାଇ ମୃତ୍ୟୁବରଣ କରିଛନ୍ତି । କନ୍ଧମାଳ ଜିଲ୍ଲା ଛତିଝାର ଗାଁରେ ଘଟିଛି ଏଭଳି ଅଘଟଣ । ତେବେ ବଡ ମାଙ୍କ ସହ ପାଖ ସାଲୁଙ୍କି ନଦୀକୁ…

ପୋଲିସ ଚଢାଉ କଲା, ଆଡ୍ଡା ଭାଙ୍ଗିଲା । ରାଉରକେଲାରେ ବଡ ଧରଣର ଆଇପିଏଲ ବେଟିଂର ପର୍ଦ୍ଦାଫାସ । ୯ ଗିରଫ ।

କନକ ବ୍ୟୁରୋ: ରାଉରକେଲାରେ ଆଇପିଏଲ ବେଟିଂର ପର୍ଦ୍ଦାଫାସ୍ । ଆଇପିଏଲକୁ ନେଇ ସଟ୍ଟା ଖେଳାଉଥିବା ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ରାଉରକେଲା ପୋଲିସ । ବୀରମିତ୍ରପୁର ଥାନା ଅନ୍ତର୍ଗତ ଯମୁନାନାକି ଅଞ୍ଚଳରେ ଏକ ଭଡା ଘରେ ଚାଲି ଥିବା ସଟ୍ଟା କାରବାର । ରାଉରକେଲା ସହରରେ ଆଇପିଏଲ ବେଟିଂ…

ମହାନଦୀ ମଝିରେ ପାଣି କମ୍, ବାଲି ବେଶି । ଛତିଶଗଡରେ ବନ୍ଧ ନିର୍ମାଣ ପରେ ଓଡିଶାର ସ୍ଥିତି । ସାମ୍ନାକୁ ଆସିଲା…

କନକ ବ୍ୟୁରୋ: ମହାନଦୀ ମଝିରେ ପାଣି କମ୍ ବାଲି ଅଧିକ । ଯୁଆଡେ ଚାହିଁଲେ ଖାଲି ବାଲି ଆଉ ବାଲି । ବିସ୍ତୀର୍ଣ୍ଣ ନଦୀ ଶଯ୍ୟାରେ ଟୋପେ ତ ପାଣିର ଦର୍ଶନ ମିଳୁନି ବରଂ ପାଣି ବଦଳରେ ଖାଲି ବାଲି ଆଉ ବାଲି । ମହାନଦୀ ଉପରେ ଛତିଶଗଡର ବନ୍ଧ ଓଡିଶାରେ କଣ ପ୍ରଭାବ ପକାଇଛି, ତା’ର ତାଜା ଚିତ୍ର ସାମ୍ନାକୁ…

ଆଇପିଏଲ କଲା କିମିଆ । ବର୍ଡରରେ ଲୁଚି ଛପି ଭାରତରେ ପଶିଲେ ବାଂଲାଦେଶୀ ଯୁବକ, ଜାଣନ୍ତୁ ତା ପରେ କଣ ହେଲା ।

କନକ ବ୍ୟୁରୋ : କ୍ରିକେଟର କ୍ରେଜ କେବଳ ଭାରତ କାହିଁକି ପୂରା ବିଶ୍ୱବ୍ୟାପୀ ରହିଛି । ଆଉ ବିଶ୍ୱସ୍ତରରେ ଆଇପିଏଲର କ୍ରେଜ ମଧ୍ୟ ଯଥେଷ୍ଟ ଅଧିକ । ଯେହେତୁ ବିଭିନ୍ନ ଦେଶର ଖେଳାଳୀ ଏଥିରେ ଖେଳୁଛନ୍ତି ତେଣୁ ବିଶ୍ୱ କ୍ରିକେଟରେ ଆଇପିଏଲର ଏକ ସ୍ୱତନ୍ତ୍ର ଫ୍ୟାନ ବେସ ରହିଛି । ଆଇପିଏଲ ମ୍ୟାଚକୁ ଘରେ…