Daily Archives

April 16, 2022

ଭୁବନେଶ୍ୱର ପୁଲିସକୁ ଭୁଆଁ ବୁଲାଇଲେ ବାଂଲାଦେଶୀ: ଲୁଟେରା ମିଳିଲେ ହେଲେ ଟଙ୍କା ମିଳିଲାନି

କନକ ବ୍ୟୁରୋ: ଭୁବନେଶ୍ୱର ଲିଙ୍ଗିପୁର ଅଂଚଳରୁ ଏଟିଏମ ମେସିନ ତାଡି ନେଇ ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିବା ଲୁଟେରାଙ୍କୁ ଗିରଫ କରିଛି କମିସନରେଟ ପୁଲିସ । ସ୍ଥାନୀୟ ପୁଲିସ ସହାୟତାରେ ବାଙ୍ଗାଲୋରରୁ ଦୁଇ ବାଂଲାଦେଶୀ ଲୁଟେରାଙ୍କୁ ପୁଲିସ ଗିରଫ କରିଥିବା ବେଳେ ବାକି ଲୁଟେରା ଲୁଟ…

ବଦଳିଲେ ରିଆଲିଟି ସୋ ଦାଦାଗିରିର ଉପସ୍ଥାପକ ଅନୁଭବ: ଏଣିକି ସୁଦ୍ଧାନ୍ତ ମହାପାତ୍ର କରିବେ ଉପସ୍ଥାପନା

କନକ ବ୍ୟୁରୋ: ବଦଳିଲେ ଜୀ-ସାର୍ଥକର ରିଆଲିଟି ଶୋ ଦାଦାଗିରିର ଉପସ୍ଥାପକ ଓଲିଉଡ ଅଭିନେତା ଅନୁଭବ ମହାନ୍ତି । ଜି-ସାର୍ଥକରେ ପ୍ରସାରିତ ମନୋରଂଜନ ଭିତିକ କାର୍ଯ୍ୟକ୍ରମ ଦାଦାଗିରି-ହୃହୟର ମଂଚର ଉପସ୍ଥାପକକକୁ ବଦଳାଇଦେଇଛନ୍ତି ପ୍ରଯୋଜନା ସଂସ୍ଥା । ଅନୁଭବ ମହାନ୍ତିଙ୍କ ବଦଳରେ ଏବେ ଏହି ସୋର…

ଦିଲ୍ଲୀରେ ବଢ଼ୁଛି କରୋନା ସଂକ୍ରମଣ: ଆସିବ କି କରୋନାର ଚତୁର୍ଥ ଲହର?

କନକ ବ୍ୟୁରୋ: କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଜୀବନ ଯାତ୍ରା ସ୍ୱାଭାବିକ ହେଉଥିବା ବେଳେ କିଛି ଦିନ ହେବ ଦିଲ୍ଲୀରେ ବଢ଼ୁଛି ସଂକ୍ରମଣ । ଗୋଟିଏ ସପ୍ତାହ ତଳେ ଟେଷ୍ଟ ପଜିଟିଭିଟି ରେଟ୍ ୧ ପ୍ରତିଶତରୁ କମ୍ ରହିଥିଲା । ଏବେ ସଂକ୍ରମଣ ହାର ବୃଦ୍ଧି ପାଇ ୩.୯୫ ପ୍ରତିଶତ ରେ ପହଁଚିଛି । ୫୩ ଜଣ…

କେନ୍ଦ୍ରୀୟ କୋଟା: ହଟିବ ନା ରହିବ? କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦଙ୍କୁ ମିଳୁଥିବା କୋଟା ସ୍ଥଗିତ

କନକ ବ୍ୟୁରୋ: କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପାଇଁ ସାଂସଦ କୋଟାକୁ ବର୍ତମାନ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ । ଶିକ୍ଷା ମନ୍ତ୍ରଣାଳୟ ଅଧିନରେ ଆସୁଥିବା ଏହି ସ୍ୱଂୟଶାସିତ ସଙ୍ଗଠନ ଏ ନେଇ ଏପ୍ରିଲ ୧୨ରେ ଦେଶର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟକୁ…

ସାପ ନେଉଛି ଜୀବନ: ରାଜ୍ୟରେ ବର୍ଷକୁ ହାରାହାରି ସାପ କାମୁଡ଼ାରେ ମରୁଛନ୍ତି ୮୦୦

କନକ ବ୍ୟୁରୋ: ରାଜ୍ୟରେ ବିଷଧର ସାପ କାମୁଡାରେ ମୃତ୍ୟୁ ସଂଖ୍ୟା ଉଦେବଗଜନକ ଭାବେ ବଢୁଛି । ସର୍ପ ଦଂଶନରେ ଗତ ୫ବର୍ଷରେ ରାଜ୍ୟର ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଗଲା ୪ ବର୍ଷ ହେଲା ସାପ କାମୁଡା ଜନିତ ମୃତ୍ୟୁ ସଂଖ୍ୟା ପ୍ରତି ବର୍ଷ ହାର ହାରି ୮ଶହ ଉପରେ ରହୁଛି । ୨୦୧୬-୧୭- ୫୪୨…

ରାଜ୍ୟ ବିଜେପିରେ ଚାଲିଛି କ’ଣ? ସାଂସଦ ମୁହଁ ଖୋଲିଲେ, ନେତା ଚୁପ୍, ଦଳ କ୍ୟାମ୍ପେନ୍ କଲେ ସାଂସଦ ନୀରବ

କନକ ବ୍ୟୁରୋ: ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ସୋସିଆଲ ମିଡିଆରେ ଚାଲିଥିବା କ୍ୟାମ୍ପେନରେ ଯୋଡି ହେଇଛି ରାଜ୍ୟ ବିଜେପି । ସଭାପତି ସମୀର ମହାନ୍ତି ‘ସେଭ୍ ଶ୍ରୀମନ୍ଦିର ପୁରୀ’ ହ୍ୟାସଟ୍ୟାଗରେ ଚାଲିଥିବା ପ୍ରଚାରରେ ସାମିଲ ହୋଇ ୭ ଦିନିଆ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି । ୧୪…