କନକ ବ୍ୟୁରୋ: ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀ ପାଳନ ନେଇ ବୈଠକ । ଟ୍ରଷ୍ଟ ବୋର୍ଡ ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ହୋଇଥିଲା ବୈଠକ । ମହାଶିବରାତ୍ରୀ ପାଳନ ନେଇ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । କୋଭିଡ କଟକଣାରେ ଚଳିତ ଥର ପାଳନ ହେବ ମହାଶିବରାତ୍ରୀ । ସେହିପରି ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ । ଶାନ୍ତି ଶୃଙ୍ଖଳାରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି ।
ଲିଙ୍ଗରାଜରେ ମହାଶିବରାତ୍ରୀ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏଥର କୋଭିଡ କଟକଣାରେ ହେବ ଜାଗର
/kanak/media/post_attachments/wp-content/uploads/2022/02/a-view-aerial-view-of-illuminated-shiva-lingaraj-temple-on-occasion-of-maha-shivratri-in-bhuban_1582341719180.jpg)