Daily Archives

January 6, 2022

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ନେଇ ଚିନ୍ତାବ୍ୟକ୍ତ କଲେ ରାଷ୍ଟ୍ରପତି : ରାମନାଥ କୋବିନ୍ଦଙ୍କୁ ଭେଟି ଘଟଣା…

କନକ ବ୍ୟୁରୋ : ପଂଜାବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ନେଇ ରାଷ୍ଟ୍ରପତି ଚିନ୍ତା ପ୍ରକଟ କରିଛନ୍ତି । ଗତକାଲି ପଂଜାବରେ ଏହି ଘଟଣା ଘଟିଥିଲା । ଏ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତି ଭବନରେ ଏହି ସାକ୍ଷାତ ହୋଇଛି ।…

ଏସଟିଏଫ ପଞ୍ଝାରେ ବାଘ ଛାଲ ଚୋରାଚାଲାଣକାରୀ : ୨ଟି ବାଘଛାଲ ସହ ୨ ଜଣ ଗିରଫ

କନକ ବ୍ୟୁରୋ : ଏସଟିଏଫ ପଞ୍ଝାରେ ବାଘ ଛାଲ ଚୋରାଚାଲାଣକାରୀ । ୨ଟି ବାଘଛାଲ ସହ ଦୁଇଜଣଙ୍କୁ ଗିରଫ କରିଛି ଏସଟିଏଫ । ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅଧୀନ ୧୮ନଂ ଜାତୀୟ ରାଜପଥ ପାର୍ଶ୍ଵ ରାଗ୍ଧା କଲେଜ ନିକଟରୁ ବେତନଟୀ ବନବିଭାଗ ଏବଂ ସ୍ପେଶାଲ ଟାସ୍କଫୋର୍ସର ଏକ ଟିମ ୫ତାରିଖ ରାତିରେ ଚଢ଼ାଉ…

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀଙ୍କୁ କରୋନା । ଟ୍ୱିଟ କରି ଦେଲେ ସୂଚନା ।

କନକ ବ୍ୟୁରୋ: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ଭାରତୀ ପ୍ରବୀଣ ପାୱର୍‌ କୋଭିଡ୍-୧୯ ପଜିଟିଭ୍‌ ହୋଇଥିବା ଆଜି ଜଣାପଡ଼ିଛି। ତାଙ୍କ ଅଫିସିଆଲ୍‌ ଟୁଇଟର୍‌ ଆକାଉଣ୍ଟ୍‌ରେ ଉପରୋକ୍ତ ଖବର ସେୟାର୍‌ କରି ହିନ୍ଦୀ ଭାଷାରେ ଡାକ୍ତର ପାୱାର୍‌ ଲେଖିଛନ୍ତି, ଆଜି ମୋ…

ଆପ୍ ମାଧ୍ୟମରେ ମୁସଲିମ ମହିଳାଙ୍କୁ କରୁଥିଲା ନିଲାମ, ଆସାମରୁ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

କନକ ବ୍ୟୁରୋ : ବୁଲ୍ଲିବାଇ ଆପ ମାମଲାର ମୁଖ୍ୟ ଅଭିଯୁକ୍ତ ନିରଜ ବିଶୋଇକୁ ଦିଲ୍ଲୀ ପୋଲିସ ଆସାମରୁ ଗିରଫ କରିଥିବା ସୂଚନା ମିଳିଛି । ପୋଲିସର ସୂଚନା ମୁତାବକ ନିରଜ ବୁଲ୍ଲିବାଇ ଆପର ପ୍ରସ୍ତୁତ କରିଥିଲା ଓ ସେ ମୁଖ୍ୟ ଟ୍ୱିଟର ଆକାଉଣ୍ଟ ହୋଲ୍ଡର ବି । ପୋଲିସ ଟିମ ଅପରାହ୍ନ ୩.୩୦ ରେ ଅଭିଯୁକ୍ତକୁ…

ମାଲିକକୁ ରକ୍ଷା କରିବାକୁ କୁକୁର କଲା ଏଭଳି କାମ, ବାଧ୍ୟହୋଇ ଫେରିଗଲେ ଅପହରଣକାରୀ

କନକ ବ୍ୟୁରୋ : ମଧ୍ୟପ୍ରଦେଶ ଗ୍ୱାଲିଅରରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ସେଠାରେ ମଣିଷର ସବୁଠାରୁ ବିଶ୍ୱସ୍ଥ କୁହାଯାଉଥିବା ଏକ କୁକୁର ତା’ର ମାଲିକକୁ ବଞ୍ଚାଇବାକୁ ଯାହା କରିଛି ତାହା ଜାଣିଲେ ଆପଣ ଚକିତ ହୋଇଯିବେ । କିଛି ଗୁଣ୍ଡାଶ୍ରେଣୀୟ ଲୋକ ଯେତେବେଳେ ତାର…

ରାଜ୍ୟରେ ଏଯାଏଁ ୨୭ ଲକ୍ଷ ଲୋକ ନେଇନାହାନ୍ତି ପ୍ରଥମ ଡୋଜ : ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା

କନକ ବ୍ୟୁରୋ : ରାଜ୍ୟରେ ୧୫ରୁ ୧୮ ବର୍ଷ ବୟସ୍କଙ୍କୁ ଟିକାକରଣ ଜାରି ରହିଛି । ଏବେ ସୁଦ୍ଧା ୨ ଲକ୍ଷ ୬୪ ହଜାର କିଶୋରଙ୍କୁ ଟିକାକରଣ କରାଗଲାଣି । ଏନେଇ ସୁଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଗତକାଲି ପ୍ରାୟ ୧ ହଜାର ୧୨୫ଟି ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ରରେ…