Daily Archives

June 7, 2021

ଟି-୨୦ ବିଶ୍ୱକପ ଆୟୋଜନ ରେସରେ ଶ୍ରୀଲଙ୍କା । ଏସଏଲସି ସହ ଆଲୋଚନା କରୁଛି ବିସିସିଆଇ ।

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ ଆୟୋଜନକୁ ନେଇ ଏବେ ଚାଲିଛି ଜୋରଦାର ଚର୍ଚ୍ଚା । କେଉଁଠି ଆୟୋଜନ ହେବ ମ୍ୟାଚ ତାକୁ ନେଇ ବଢୁଛି ଆଶଙ୍କା । ଏହାରି ମଧ୍ୟରେ ଆଉ ଏକ ଖବର ଆସିଛି । ଶ୍ରୀଲଙ୍କାରେ ଟି-୨୦ ବିଶ୍ୱକପ ଆୟୋଜନ ହୋଇପାରେ । ଏନେଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସହ ଆଲୋଚନା କରୁଛି ବିସିସିଆଇ…

ଲକଡ଼ାଉନରେ ଘରେ ବସି କେମିତି ପାଇବେ ସାବିତ୍ରୀ ଓଷା ପାଇଁ ସାମଗ୍ରୀ : ଅନଲାଇନ୍ ସପିଂ ସାଇଟ ମୋ-ଭାଇ ଡ଼ଟ୍ କମରେ ମିଳୁଛି…

କନକ ବ୍ୟୁରୋ : ଆଗାମୀ ଜୁନ୍ ୧୦ ତାରିଖରେ ସାବିତ୍ରୀ ବ୍ରତ । ହେଲେ ରଜ, ସାବିତ୍ରୀରେ ବଜାର ଭିଡ ହେବା ଆଶଙ୍କା କରି ରାଜ୍ୟ ସରକାର ଲକଡାଉନ ଅବଧିକୁ ୧୭ ତାରିଖ ଯାଏଁ ବଢାଇ ଦେଇଥିଲେ । ଏବେ ଲୋକଙ୍କ ଭିତରେ ଚିନ୍ତା, ଲକଡାଉନରେ କେମିତି କିଣାଯିବ ସାବିତ୍ରୀ ବ୍ରତ ପାଇଁ ଆବଶ୍ୟକ ପୂଜା ସାମଗ୍ରୀ ଓ…

ସନ୍ଧ୍ୟା ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । କରୋନାର ଦ୍ୱିତୀୟ ଲହର ବେଳେ କ’ଣ କହିବେ?

କନକ ବ୍ୟୁରୋ: ଦେଶବାସୀଙ୍କୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସନ୍ଧ୍ୟା ୫ଟାରେ ସାରା ଦେଶକୁ ବାର୍ତ୍ତା ଦେବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟ୍ୱିଟ୍ କରି କୁହାଯାଇଛି । ତେବେ ଦେଶର କରୋନା ସ୍ଥିତି ଓ ଏହାର ମୁକାବିଲା ନେଇ ଦେଶବାସୀଙ୍କୁ ଅବଗତ କରାଇପାରନ୍ତି…

ଦିଲ୍ଲୀରେ ଟିକା ନେବାକୁ ଆସୁନାହାଁନ୍ତି ଲୋକ : ଟିକାକରଣକୁ ବ୍ୟାପକ କରିବା ପାଇଁ କେଜ୍ରିୱାଲ ସରକାରଙ୍କ ପ୍ରୟାସ; ଆଜିଠୁ…

କନକ ବ୍ୟୁରୋ : ଦେଶରେ ପ୍ରଥମ ରାଜ୍ୟ ଭାବେ ଦିଲ୍ଲୀରେ ପୋଲିଂ ବୁଥରେ ଦିଆଯିବ କରୋନା ଟିକା । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଲୋକମାନେ ଯେଉଁଠାରେ ଯାଇ ଭୋଟ୍ ଦେଉଥିଲେ ସେହିଠାରେ ଯାଇ କରୋନା ଟିକା ନେଇପାରିବେ । ଦିଲ୍ଲୀରେ ଲୋକମାନେ ଟିକା ନେବାପାଇଁ ଟିକା…

କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ : କହିଲେ, ଯେଉଁଠି ଡବଲ ଇଂଞ୍ଜିନ ସରକାର…

କନକ ବ୍ୟୁରୋ : କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । କହିଲେ, ୨୧ ବର୍ଷର ଶାସନ ରାଜ୍ୟରେ ନବୀନ ସରକାରଙ୍କ ପାରଙ୍ଗମତା ପ୍ରକାଶ କରିଛି । ଯେଉଁଠି ବଜେପି ସରକାର ନାହିଁ ସେଠି ଶିକ୍ଷା ବ୍ୟବସ୍ଥାରେ ଆଗରେ ଅଛି । ଯେଉଁଠି ଡବଲ ଇଂଞ୍ଜିନ ସରକାର ଅଛି ସେଠି…

ରଥ ନିର୍ମାଣ ବାବଦରେ ବିଧାୟକଙ୍କ ଚିଠି ବଢାଇଲା ବିବାଦ । ନୀଳଗିରି ବିଧାୟକଙ୍କ ନାଁରେ ଏତଲା, ନିଜକୁ ଜଗତଗୁରୁ…

କନକ ବ୍ୟୁରୋ : ବିଧାୟକଙ୍କ ଚିଠି ବଢାଇଲା ବିବାଦ । ବାଲେଶ୍ୱର ନୀଳଗିରିରେ ଚଳିତବର୍ଷ ରଥଯାତ୍ରା ନେଇ ଜିଲ୍ଲାପାଳଙ୍କୁ ସ୍ଥାନୀୟ ବିଧାୟକ ସୁକାନ୍ତ ନାୟକଙ୍କ ଚିଠି, ବିବାଦ ଘେରକୁ ଟାଣିନେଇଛି । କୋଭିଡ୍ ସମୟରେ ରଥ ନିର୍ମାଣରେ ଅଯଥା ଖର୍ଚ୍ଚ ନକରାଯାଉ ବୋଲି ସେ ନିଜ ଚିଠିରେ ଉଲ୍ଲେଖ କରିଥିଲେ ।…