Daily Archives

June 3, 2021

କରୋନାକୁ ନେଇ ଆଇଏଲଏସ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା : ମେ ୧୫ରୁ ୨୫ ପର୍ଯ୍ୟନ୍ତ ଥିଲା କରୋନା ପିକ୍ ; ଆସନ୍ତା ୧୦ରୁ ୧୫…

କନକ ବ୍ୟୁରୋ : କରୋନାକୁ ନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ପ୍ରତିକ୍ରିୟା । ସାମ୍ଭବ୍ୟ ଥାର୍ଡ଼ ୱେଭ୍ ପାଇଁ ବର୍ତ୍ତମାନ ସମସ୍ତେ ପ୍ରସ୍ତୁତ ହେଉଛନ୍ତି । ତୃତୀୟ ଲହରର ପ୍ରଭାବ କେମିତି ରହିବ ତିନୋଟି ଦିଗ ଉପରେ ନିର୍ଭର କରେ । ପ୍ରଥମତଃ ହେଲା କୋଭିଡ଼ ନିୟମକୁ ମାନିବା…

କୋଭିଡ-୧୯ ଭ୍ୟାକ୍ସିନ ପଲିସିକୁ ନେଇ ପ୍ରଶ୍ନ ଘେରରେ କେନ୍ଦ୍ର ସରକାର । ବିରୋଧୀଙ୍କ ପରେ ଏବେ କୋର୍ଟ ଉଠାଇଲେ ପ୍ରଶ୍ନ ।

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରର ପ୍ରଭାବ କମ କରିବା ଓ ତୃତୀୟ ଲହରରୁ ବଞ୍ଚିବା ପାଇଁ ଦେଶରେ ଟିକାକରଣ ଜାରି ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଏପର୍ଯ୍ୟନ୍ତ ଦେଶରେ ୨୨ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇ ସାରିଛି । ହେଲେ କେନ୍ଦ୍ର ସରକାରଙ୍କ ତରଫରୁ ଯେଭଳି…

ଆଉ ଏକ ସ୍ୱଦେଶୀ ଟିକା ନିର୍ମାତା କମ୍ପାନୀ ସହ କେନ୍ଦ୍ର ସରକାରଙ୍କୁ ଚୁକ୍ତି । ୩୦ କୋଟି ଡୋଜ୍ ପାଇଁ ବୁକିଂ

କନକ ବ୍ୟୁରୋ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଟିକାର ୩୦ କୋଟି ଡୋଜ୍ ପାଇଁ ହାଇଦ୍ରାବାଦ ସ୍ଥିତ ଟିକା ନିର୍ମାତା ବାୟୋଲୋଜିକାଲ-ଇ କୁ ୧୫ ଶହ କୋଟି ଟଙ୍କା ଅଗ୍ରୀମ ପ୍ରଦାନ କରିବ । ଏହି ଟିକା ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ମେସର୍ସ ବାୟୋଲୋଜିକାଲ କମ୍ପାନୀ ପ୍ରସ୍ତୁତ ଓ ଷ୍ଟୋର…

ଶ୍ରୀକ୍ଷେତ୍ରରେ ଭଉଁରୀ ନୀତି : ଆସିଲା ଆଜ୍ଞାମାଳ; ରଥଖଳାରେ ନାହାକ ଚକଅଖ ଡେରା ନୀତି ସମ୍ପନ୍ନ

କନକ ବ୍ୟୁରୋ : ଆଜି ପବିତ୍ର ଭଉଁରୀ ତିଥିରେ ପୁରୀରେ ଶ୍ରୀମନ୍ଦିରରୁ ରଥଖଳାକୁ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ କରାଯ଼ାଇଛି । ସକାଳ ଧୂପ ପରେ ରତ୍ନ ସିଂହାସନରୁ ତିନି ଠାକୁରଙ୍କଠାରୁ ଆଜ୍ଞାମାଳ ଆସି ତିନିରଥର ଚକ ଅଖରେ  ଲାଗି କରାଯ଼ାଇଥିଲା  । ମହାପ୍ରଭୁଙ୍କ ଆଜ୍ଞା ମିଳିବା ପରେ ପୂର୍ବ…

ପଳାତକ ମେହୁଲ ଚୌକସିକୁ ଭାରତକୁ ଆଣିବାକୁ ଉଦ୍ୟମ ଜୋରଦାର : ଭାରତର ପଠାଇବାକୁ କୋର୍ଟକୁ କହିଲେ ଡୋମିନିକା ସରକାର

କନକ ବ୍ୟୁରୋ : ପଂଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାରେ ପଳାତକ ମେହୁଲ ଚୋକସିକୁ ଭାରତ ଆଣିବା ଉଦ୍ୟମ ଜୋରଦାର ହୋଇଛି । ମେହୁଲକୁ ଭାରତ ପଠାଇବା ପାଇଁ ସ୍ଥାନୀୟ କୋର୍ଟକୁ କହିଛନ୍ତି ଡୋମିନିକା ସରକାର । ଡୋମିନିକା ସରକାରଙ୍କ ପକ୍ଷରୁ କୁହାଯାଇଛି, ନାଗରିକ ଆଇନ ଭାରତର ସମ୍ବିଧାନଠାରୁ ଉପରେ…

ଦେଶରେ ତଳକୁ ଖସୁଛି କରୋନା ମିଟର । ଗତ ୨୪ଘଣ୍ଟାରେ ୧,୩୪,୧୫୪ ନୂଆ ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୧.୩୪ ଲକ୍ଷକୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା ୩ ହଜାର ତଳେ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୩୪,୧୫୪…