Daily Archives

March 9, 2021

ନିର୍ବାଚନ ଆସିଲା, ତେଲ ଦର ସ୍ଥିର । କେମିତି ଲାଗିଲା ଲଗାମ ରାଜନୈତି ବିଶ୍ଲେଷକ କହିଲେ ଭୋଟ ଭୟରେ ହୋଇଥାଇପାରେ ଏପରି…

କନକ ବ୍ୟୁରୋ: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାପରଠୁ ତେଲ ଦର ବୃଦ୍ଧିର ତାତି ସଂସଦରେ ଦେଖିବାକୁ ମିଳୁଛି । ସେପଟେ ସାଉଦି ଆରବର ପେଟ୍ରୋଲିୟମ ପ୍ରତିଷ୍ଠାନ ଉପରେ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ ବଢିଛି । ଏପଟେ ଲଗାତାର ଫେବୃୟାରୀ ୯ରୁ ୨୦…

ଦେଶରେ ବଢୁଛି କରୋନା ସଂକ୍ରମଣ, ମହାରାଷ୍ଟ୍ର ସ୍ଥିତି ଉଦବେଗଜନକ । ନାସିକରେ ସପ୍ତାହନ୍ତ ତାଲାବନ୍ଦ ଲଗାଇଲେ ଜିଲ୍ଲା…

କନକ ବ୍ୟୁରୋ: ମାର୍ଚ୍ଚ ପହିଲାରୁ ମାର୍ଚ୍ଚ ୭ ତାରିଖ ମଧ୍ୟରେ କେବଳ ମହାରାଷ୍ଟ୍ରରେ ୬୪ ହଜାର ୬୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସୂଚାଉଛି ମହାରାଷ୍ଟ୍ରରେ କରୋନ କେତେ ଦ୍ରତ ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି । ଅକ୍ଟୋବର ମାସରୁ ମହାରାଷ୍ଟ୍ରରେ କରୋନା ସ୍ଥିତରେ ସୁଧାର ଆସିଥିବା…

ବ୍ରିଟେନ ସଂସଦରେ ଭାରତର କୃଷକ ଆନ୍ଦୋଳନ ଚର୍ଚ୍ଚା । କଡା ବିରୋଧ କଲା ଭାରତ, ଭାରତୀୟ ହାଇକମିସନ କହିଲେ ଏପରି ଏକତରଫା…

କନକ ବ୍ୟୁରୋ: ଦିଲ୍ଲୀ ସୀମାରେ ଶହେ ଦିନରୁ ଅଧିକ ସମୟ ହେଲା ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ବ୍ରିଟେନ ସଂସଦରେ ଆଲୋଚନା ହୋଇଛି । ଯାହାକୁ ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ, କଡା ସମାଲୋଚନା କରିଛନ୍ତି । ହାଇକମିଶନ କହିଛନ୍ତି, ବିଶ୍ୱର ସବୁଠୁ ବଡ ଗଣତାନ୍ତ୍ରିକ ଦେଶ ଭାରତର ଆଭ୍ୟନ୍ତରୀଣ…

ଭାରତ-ବାଂଲାଦେଶ ବନ୍ଧୁତା ବଢିଲା ଆଉ ପାଦେ । ମୈତ୍ରୀ ସେତୁକୁ ମିଳିତ ଭାବେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି ଓ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓ ବାଂଲାଦେଶ ସଂପର୍କକୁ ନୂଆ ସୋପାନକୁ ନେଉଥିବା ମୈତ୍ରୀ ସେତୁର ଉଦଘାଟନ କରିଛନ୍ତି । ତ୍ରିପୁରାରେ ବହୁଥିବା ଫେନି ନଦୀ ଭାରତ ଓ ବାଂଲାଦେଶର ସୀମା ନିର୍ଦ୍ଧାରଣ କରୁଛି । ସେହି ଫେନି ନଦୀ ଉପରେ ନିର୍ମିତ ମୈତ୍ରୀ ସେତୁକୁ…

ଡିଏମକେ ପରେ ମହିଳାକାର୍ଡ ଖେଳିଲେ ତାମିଲନାଡୁ ସରକାର । ମୁଖ୍ୟମନ୍ତ୍ରୀ ପଲାନୀସ୍ୱାମୀଙ୍କ ବଡ ଘୋଷଣା । କହିଲେ ଦଳ…

କନକ ବ୍ୟୁରୋ: ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ପ୍ରତିଶ୍ରୁତିର ରାଜନୀତି ଜୋର ଧରିଛି । ମହିଳା ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ମହିଳା କାର୍ଡ ଖେଳି, ଭୋଟ ହାତେଇବାକୁ ରାଜନୈତିକ ଦଳଗୁଡିକ ପ୍ରତିଶ୍ରୁତିର ବନ୍ୟା ଛୁଟାଇଛନ୍ତି । ମୁଖ୍ୟମନ୍ତ୍ରୀ ଇ.କେ, ପଲାନୀ ସ୍ୱାମୀ କହିଛନ୍ତି…

ଜଙ୍ଗଲରେ ନିଆଁ ଲାଗିବା ପ୍ରସଙ୍ଗରେ ସମ୍ବଲପୁର ଜିଲ୍ଲାପାଳଙ୍କ ଚିଠି । ସବୁ ପଞ୍ଚାୟତ ସମିତିକୁ ଚିଠି ଲେଖିଲେ ଜିଲ୍ଲାପାଳ…

କନକ ବ୍ୟୁରୋ: ଜଙ୍ଗଲରେ ନିଆଁ ଲାଗିବା ପ୍ରସଙ୍ଗରେ ସମ୍ବଲପୁର ଜିଲ୍ଲାପାଳଙ୍କ ଚିଠି । ସବୁ ପଞ୍ଚାୟତ ସମିତିକୁ ଚିଠି ଲେଖିଲେ ଜିଲ୍ଲାପାଳ । ଜଙ୍ଗଲରେ ନିଆଁ ନଲଗାଇବା ନେଇ ସଚେତନ କରିବାକୁ ନିର୍ଦ୍ଦେଶ । ଜଙ୍ଗଲରେ ନିଆଁ ଲାଗୁଥିଲେ ବନକର୍ମଚାରୀଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।…