Daily Archives

February 19, 2021

ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପୁଣି ନିରାଶ । ଦୁମକା କୋଷାଗାର ଦୁର୍ନୀତି ମାମଲାରେ ମିଳିଲାନି ଜାମିନ୍।

କନକ ବ୍ୟୁରୋ : ପୁଣି ନିରାଶ ହୋଇଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ଦୁମକା କୋଷାଗାର ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ପୂର୍ବରୁ ଜାମିନ…

କେନ୍ଦ୍ରମନ୍ତ୍ରୀ ଏବେ ଭାବୁଛନ୍ତି, ରାଜ୍ୟ ସ୍ୱଚ୍ଛତାର ସହ ଧାନ କିଣି ଚାଲିଛି । କେନ୍ଦ୍ରକୁ ବଡ ବାର୍ତ୍ତା ଦେଲେ…

କନକ ବ୍ୟୁରୋ: ଚାଷୀ ଉତ୍ପାଦକୁ ସଠିକ ଆଉ ସ୍ୱଛ ବ୍ୟବସ୍ଥାରେ କିଣିବାକୁ ରାଜ୍ୟଗୁଡିକ ଚାଷୀଙ୍କ ପାଇଁ ବାୟୋମେଟ୍ରିକ ବ୍ୟବସ୍ଥା ଲାଗୁ କରିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ । ଫଳରେ ମଧ୍ୟସ୍ଥିଙ୍କର ଯେଉଁ ଭାଗିଦାରୀ ରହୁଥିଲା ତାକୁ ଦୁର କରାଯାଇପାରିବ ।…

ବିଧାନସଭାରେ ବିରୋଧୀଙ୍କ ଜୋରଦାର ହଙ୍ଗାମା । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଲେ ବିଧାୟକ । ଆସନ୍ତାକାଲି ଯାଏଁ ଗୃହ…

କନକ ବ୍ୟୁରୋ: ବିଧାନସଭାରେ ବିରୋଧୀଙ୍କ ଜୋରଦାର ହଙ୍ଗାମା ଓ ହଟ୍ଟଗୋଳ ପରେ ଗୃହ ମୁଲତବି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆସନ୍ତାକାଲି ୧୦ଟା ୩୦ ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି । ଶୁକ୍ରବାର ଚାଷୀ ଓ ମଣ୍ଡି ପ୍ରସଙ୍ଗକୁ ନେଇ ବିଧାନସଭା କମ୍ପିଥିଲା । ବିରୋଧୀମାନେ ଏହାକୁ ନେଇ…

ଧାନକିଣା ପ୍ରସଙ୍ଗ : ଆସନ୍ତାକାଲି ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ । ନିର୍ଦ୍ଦେଶ ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ…

କନକ ବ୍ୟୁରୋ: ଧାନକିଣା ସମ୍ପର୍କରେ ଆସନ୍ତାକାଲି ବିଧାନସଭାରେ ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ । ଏନେଇ ବିଭାଗୀୟ ମନ୍ତ୍ରୀଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଗୃହରେ ଉତ୍ତର ରଖିବା ସହିତ ଆସନ୍ତା ୭ ଦିନ ପରେ ଧାନକିଣାରେ ଅଗ୍ରଗତି ନେଇ ପୁଣିଥରେ ବିଭାଗୀୟ…

ମାଓବାଦୀଙ୍କ ବିରୋଧରେ ଏକାଠି ହେଲା ୪ ରାଜ୍ୟର ସାମ୍ବାଦିକ । ଗଣମାଧ୍ୟମକୁ ମାଓ ଧମକର କଲେ ପ୍ରତିବାଦ ।

କନକ ବ୍ୟୁରୋ: ମାଓବାଦୀଙ୍କ ବିରୋଧରେ ଏକାଠି ହେଲେ ୪ ରାଜ୍ୟର ସାମ୍ବାଦିକ । ଛତିଶଗଡ ବସ୍ତର ଜିଲ୍ଲାର ଜଗଦଲପୁର ଠାରେ ପ୍ରାୟ ୨୦୦ରୁ ଅଧିକ ସାମ୍ବାଦିକ ଏକାଠି ହୋଇ ମାଓବାଦୀଙ୍କ ଗଣମାଧ୍ୟମ ପ୍ରତିନିଧୀଙ୍କୁ ଧମକ ଚମକ ଘଟଣାକୁ ବିରୋଧ କରିଛନ୍ତି । କିଛି ଦିନ ତଳେ ମାଲକାନଗିରି ସୀମାନ୍ତ ସକୁମା ଓ…

ଅସ୍ତରଙ୍ଗ ଅଭୟାରଣ୍ୟ ଅଂଚଳରେ ଚିତ୍ରା ହରିଣଙ୍କ ଉତ୍ପାତ । ଦଳ ଦଳ ହୋଇ କ୍ଷେତରେ ପଶି ଉଜାଡି ଦେଉଛନ୍ତି ରବି ଫସଲ ।

କନକ ବ୍ୟୁରୋ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଭୟାରଣ୍ୟ ନିକଟ ଗାଁ ଗୁଡିକରେ ଚିତ୍ରା ହରିଣଙ୍କ ଉତ୍ପାତ ଦେଖିବାକୁ ମିଳିଛି । ହରିଣ ପଲ କ୍ଷେତରେ ପଶି ରବି ଫସଲ ଉଜାଡି ନଷ୍ଟ କରିଦେଉଛନ୍ତି । ଚିତ୍ରା ହରିଣଙ୍କ କବଳରୁ ଫସଲକୁ ରକ୍ଷା କରିବା ପାଇଁ ରାତିରେ ଅନିଦ୍ରା ରହି ଚାଷୀମାନେ ହରିଣ ଘଉଡାଉଛନ୍ତି…