Daily Archives

December 21, 2020

ଓଡ଼ିଶା- ଆନ୍ଧ୍ର ସୀମାନ୍ତ ଜମି ବିବାଦ ମାମଲା: ଏସକାବିଟି ନିକଟ ବିବାଦୀୟ ଜମି ଅଂଚଳରେ ମାପଚୁପ; ଉଭୟ ଜିଲ୍ଲା ପ୍ରଶାସନ…

କନକ ବ୍ୟୁରୋ: ଓଡ଼ିଶା- ଆନ୍ଧ୍ର ସୀମାନ୍ତ ଜମି ବିବାଦ ମାମଲା । ଏସକାବିଟି ନିକଟ ବିବାଦୀୟ ଜମି ଅଂଚଳରେ ଚାଲିଛି ମାପଚୁପ । ଉଭୟ ଗଜପତି ଜିଲ୍ଲା ପ୍ରଶାସନ ଓ ରାଜଶ୍ୱ ଅଧିକାରୀଙ୍କ ଉପସ୍ଥିତରେ ଚାଲିଛି ମାପଚୁପ । ଦୀର୍ଘ ଦିନ ଧରି ଓଡ଼ିଶାର ଗଜପତି ସୀମାନ୍ତରେ ଆନ୍ଧ୍ରପ୍ରଦେଶ ଅନୁପ୍ରବେଶ କରି…

ଆଉ ଦିନକ ପରେ ଖୋଲିବ ଶ୍ରୀମନ୍ଦିର : ମହାପ୍ରଭୁଙ୍କ ଦର୍ଶନ ନେଇ ଚାଲିଛି ଏସଓପିର ପ୍ରସ୍ତୁତି; ଶ୍ରୀମନ୍ଦିର ପ୍ରଶାସନ…

କନକ ବ୍ୟୁରୋ : ଆଉ ଦିନକ ପରେ ଖୋଲିବ ପୁରୀ ଶ୍ରୀମନ୍ଦିର । ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ । ଦର୍ଶନ ବ୍ୟବସ୍ତାକୁ ନେଇ ଚାଲିଛି ଏସଓପିର ପ୍ରସ୍ତୁତି । ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଏନେଇ ଚାଲିଛି ବୈଠକ । ସମସ୍ତ ଅଧିକାରୀଙ୍କୁ ଏସଓପି ବିଷୟରେ ଅବଗତ କରୁଛନ୍ତି ଜିଲ୍ଲାପାଳ ।…

ସ୍କାଏ କିଙ୍ଗ ଠକେଇ ଘଟଣାର ଆକାଶ ପାଠକଙ୍କ ରିମାଣ୍ଡ ଅବଧି ଶେଷ : କୋର୍ଟରେ ହାଜର ପରେ ଗଲେ ଜେଲ; ଆକାଶ କହିଲେ ପୋଲିସ…

କନକ ବ୍ୟୁରୋ : ସ୍କାଏ କିଙ୍ଗ ଠକେଇ ଘଟଣାରେ ଆକାଶ ପାଠକ ରିମାଣ୍ଡ ଅବଧି ଶେଷ ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଛି । ଆକାଶଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଥିଲା ଖାରବେଳନଗର ଥାନା ପୁଲିସ । କୋର୍ଟରୁ ହାଜର ହୋଇ ଫେରିବା ବେଳେ ଆକାଶ କହିଛନ୍ତି ସେ ପୋଲିସ ଆଗରେ କିଛି ମାନି ନାହାନ୍ତି ।…

ଭୁବନେଶ୍ୱରରେ ବିଜେଡିର ରାଜ୍ୟ ପରିଷଦର ବୈଠକ: କି ଗୁରୁମନ୍ତ୍ର ଦେବେ ବିଜେଡି ସୁପ୍ରିମୋ ? ତା’ ଉପରେ ସମସ୍ତଙ୍କ…

କନକ ବ୍ୟୁରୋ: କାର୍ଯ୍ୟକାରିଣୀ ପରେ ବିଜେଡିର ଆଜି ରାଜ୍ୟ ପରିଷଦ ବୈଠକ ଆରମ୍ଭ ହୋଇଛି । ଦଳୀୟ କର୍ମକର୍ତ୍ତାଙ୍କୁ ମତାମତ ମାଗିଲେ ବିଜେଡି ସୁପ୍ରିମୋ । ସରକାର ଓ ସଙ୍ଗଠନ ପାଇଁ ମତାମତ ଦେବାକୁ ଆଜିର ବୈଠକରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ଦଳର ସମସ୍ତ କର୍ମକର୍ତ୍ତା ଏ ନେଇ ମତାମତ ଦେବେ । ଦଳୀୟ…

ପରୀ ହତ୍ୟା ମାମଲାରେ ନୟାଗଡ ଯଦୁପୁରରେ ଏସଆଇଟି ଟିମ୍: ଅଭିଯୁକ୍ତ ମା’ଙ୍କ ସହ ଆଲୋଚନା

କନକ ବ୍ୟୁରୋ: ଯଦୁପୁରରେ ପହଂଚିଲେ କ୍ରାଇମବ୍ରାଂଚ ଏସଆଇଟି ଟିମ୍ । ନୟାଗଡ଼ ଯଦୁପୁର ପରୀ ମୃତ୍ୟୁ ମାମଲାରେ ଏସଆଇଟି ଛାନଭିନ ଚଳାଇଥିବା ବେଳେ ଆଜି ଯଦୁପୁରରେ ପହଂଚି ଅଭିଯୁକ୍ତ ମାଙ୍କ ସହ ଆଲୋଚନା ଜାରି ରହିଛି । ନୟାଗଡର ନାବାଳିକା ପରୀ ହତ୍ୟା ମାମଲାରେ ଗତକାଲି ହୋଇଥିଲା ପ୍ରଥମ ଗିରଫଦାରୀ ।…

୧୩ ତାରିଖ ଏନକାଉଁଣ୍ଟର ପ୍ରତିବାଦରେ ମାଓବାଦୀଙ୍କ ମାଲକାନଗିରି ବନ୍ଦ ଡାକରା ପ୍ରଭାବହୀନ: ବସ ଓ ଯାନବାହନ ଚଳାଚଳ…

କନକ ବ୍ୟୁରୋ: ଆଜି ମାଓବାଦୀଙ୍କ ପକ୍ଷରୁ ମାଲକାନଗିରି ବନ୍ଦ ଡାକରା ଦିଆଯାଇଛି । ଗତ ୧୩ ତାରିଖରେ ସ୍ୱାଭିମାନ ଅଂଚଳର ସିଙ୍ଗରାମରେ ଘଟିଥିବା ଏନକାଂଉଟରକୁ ମିଥ୍ୟା ଦର୍ଶାଇ ଏହି ବନ୍ଦ ଡାକରା ଦେଇଛି ଆନ୍ଧ୍ର-ଓଡିଶା ବର୍ଡର ଜୋନାଲ କମିଟି । ମାଓବାଦୀଙ୍କ ପକ୍ଷରୁ ଜାରି ପ୍ରେସ ବିବୃତିରେ…