Daily Archives

November 26, 2020

ଆଏଫଏସ ଅଫିସର ଅଭୟ ପାଠକଙ୍କ ଅମାପ ସମ୍ପତ୍ତିରୁ ସରୁନି ଆକଳନ : ଦ୍ୱିତୀୟ ଦିନରେ ବି ଭିଜିଲାନ୍ସର ରେଡ; ଘରୁ ଓ ଅଫିସରୁ…

କନକ ବ୍ୟୁରୋ : ଆଏଫଏସ ଅଫିସର ଅଭୟ ପାଠକଙ୍କ ଅମାପ ସମ୍ପତ୍ତିରୁ ସରୁନି ଆକଳନ । ଆଜି ଦ୍ୱିତୀୟ ଦିନରେ ବି ତାଙ୍କ ଘରେ ଓ କାର୍ଯ୍ୟାଳୟରେ ଭିଜିଲାନ୍ସର ରେଡ ଚାଲିଛି । ପୁଣି ଘରୁ ଓ ଅଫିସରୁ ପୁଳା ପୁଳା ଚାର୍ଟର ଫ୍ଲାଇଟ ଟିକେଟ ମିଳିଛି । ସେପଟେ ମୁମ୍ବାଇରେ ଥିବା ପୁଅଙ୍କ ଘରେ ବି ଚଢାଉ ଚାଲିଛି…

ପରୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ବିଧାନସଭାରେ ହଙ୍ଗାମା : ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜି

କନକ ବ୍ୟୁରୋ : ନୟାଗଡ ପରୀ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ । ଗତକାଲି ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏହି ପ୍ରସଙ୍ଗରେ ଗୃହରେ ବିବୃତି ରଖିଥିଲେ । ମାମଲାର କ୍ରାଇମବ୍ରାଚ ହେବ ବୋଲି କହିଥଇଲେ ସୁଦ୍ଧା ଏଡା ବିରୋଧୀଙ୍କ ସନ୍ତୁଷ୍ଟ କରିପାରିନାହିଁ । ପରୀର ବାପା,…

ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେଲା ବାତ୍ୟା ନିଭାର : ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା

କନକ ବ୍ୟୁରୋ : ବାତ୍ୟା ନିଭାର ମଧ୍ୟରାତି ପରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଦେଇ ଗୁଜୁରାଟ ଅତିକ୍ରମ କରିଛି । ସ୍ଥଳଭାଗ ଛୁଇଁବା ପରେ କ୍ରମେ ଦୁର୍ବଳ ହେଉଛି ବାତ୍ୟା ନିଭାର । ଏ ହେଉଛି ବାତ୍ୟା ଚାଲିଯିବା ପରର ଦୃଶ୍ୟ । ରାସ୍ତାରେ ଗଛ ଭାଙ୍ଗିପଡିଛି । ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ…

ନୟାଗଡ଼ ପରୀ ମୃତ୍ୟୁ ପ୍ରସଙ୍ଗରେ ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ୪ମାସ ଧରି ଚାଲିଥିବା ତଦନ୍ତ…

କନକ ବ୍ୟୁରୋ : ନୟାଗଡ଼ ପରୀ ମୃତ୍ୟୁ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । ବିଧାନସଭାରେ ଗୃହ ରାଷ୍ଟମନ୍ତ୍ରୀଙ୍କ ମନ୍ତବ୍ୟ ଦୁଃଖ ଦାୟକ କହିଲେ ଧର୍ମେନ୍ଦ୍ର । ୪ ମାସ ଧରି ଚାଲିଥିବା ତଦନ୍ତ ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ । ଯେଉଁମାନେ ଅନୁସନ୍ଧାନ…

୨୬/୧୧ ମୁମ୍ବାଇ ଆକ୍ରମଣକୁ ପୂରିଲା ୧୨ ବର୍ଷ । ଥରି ଉଠିଥିଲା ମାୟାନଗରୀ ମୁମ୍ବାଇ । ୧୦ ଆତଙ୍କବାଦୀ ରଚିଥିଲେ ଷଡଯନ୍ତ୍ର

କନକ ବ୍ୟୁରୋ : ଭୟର ଏମିତି ଏକ ସତ ଯାହାକୁ କେବେ ବି ଭୁଲି ପାରିବନି ଭାରତ । ୧୨ ବର୍ଷ କଣ ୧୦୦ ବର୍ଷ ବିତିଗଲେ ବି ୨୬/୧୧ ଆତଙ୍କୀ ଆକ୍ରମଣର ଭୟ ଦେଶବାସୀଙ୍କ ମନରୁ ଲିଭିବ ନାହିଁ । ନଭେମ୍ବର ୨୬ ତାରିଖ, ୨୦୦୮ । ସ୍ଥାନ ମୁମ୍ବାଇ । ରାତିର ନିରବତା ଭିତରେ ଯେତେବେଳେ ପୂରା ମୁମ୍ବାଇ…

ଟାନ୍ସଫରେନ୍ସି ଇଂଟନାସନାଲର ଚିନ୍ତା କଲା ଭଳି ଖବର : ଦେଶରେ ବଢ଼ୁଛି ଦୁର୍ନୀତି, ଲାଂଚ କାରବାରରେ ଏସିଆ ମହାଦେଶରେ ୧…

କନକ ବ୍ୟୁରୋ : ଦେଶରେ ବଢିବାରେ ଲାଗିଛି ଦୁର୍ନୀତି । ରାଜ୍ୟ ସରକାରଙ୍କଠୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ଯାଏଁ ଦୁର୍ନୀତି ଉପରେ ଅଙ୍କୁଶ ଲଗାଇବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ତଥାପି ଲାଂଚ କାରବାରରେ ସାରା ଏସୀୟା ମହାଦେଶରେ ଭାରତ ଏକ ନମ୍ବରରେ ରହିବା ଚିନ୍ତା କଲାଭଳି ଖବର ।…