Daily Archives

November 26, 2020

ଭାରତ ବନ୍ଦ, ଲୋକେ ହନ୍ତସନ୍ତ : ଜାତୀୟ ରାଜପଥ ଅବରାଧ, ପେଟ୍ରୋଲ ପମ୍ପ ବନ୍ଦ, ଗଡିଲାନି ଗାଡି ମୋଟର

କନକ ବ୍ୟୁରୋ : ଦେଶବ୍ୟାପି ଭାରତ ବନ୍ଦର ପ୍ରଭାବ ଦେଖା ଦେଇଛି । ଚକ ଅଖ ବନ୍ଦ ଡ଼ାକରା ଦେଇ ୧୦ଟି ଟ୍ରେଡ଼ ୟୁନିଅନ ସଂସ୍ଥା ସକାଳୁ ବିଭିନ୍ନ ସ୍ଥାନରେ ପିକେଟିଂ ଆରମ୍ଭ କରିଛନ୍ତି । ବଡ଼ ବଡ଼ ବ୍ୟାନର ଧରି ଶ୍ରମିକ ସଂଗଠନର ସଦସ୍ୟ ରାସ୍ତା ରୋକ କରିବା ସହ କେନ୍ଦ୍ର ବିରୋଧୀ ନାରାବାଜି କରୁଛନ୍ତି ।…

ନାଗାର୍ଜୁନ ରୂପରେ ଶ୍ରୀକୃଷ୍ଣ । ଅର୍ଜୁନ-ନାଗାର୍ଜୁନ ଯୁଦ୍ଧରୁ ସୃଷ୍ଟି ହୋଇଛି ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ

କନକ ବ୍ୟୁରୋ : ଅର୍ଜୁନ-ନାଗାର୍ଜୁନ ଯୁଦ୍ଧ ଯେ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶର ପୃଷ୍ଠଭୂମି, ତାହା ଜାଣିବାପାଇଁ ଆମକୁ ଯିବାକୁ ହେବ ଏହି ଯୁଦ୍ଧର ପରିଣତିକୁ । ଶିବ, ପାର୍ବତୀ, ଗଣେଶ, କାର୍ତ୍ତିକ, ପାର୍ବତୀଙ୍କ ବାହନ ସିଂହ ଓ ଅନ୍ୟ ଶିବଗଣଙ୍କଠାରୁ ଅନେକ ଅସ୍ତ୍ରଶସ୍ତ୍ର ପାଇ ନାଗାର୍ଜୁନ…

ରାଜ୍ୟରେ କମୁଛି ସଂକ୍ରମଣ, କମୁନି ମୃତ୍ୟୁ : ଦିନକରେ ୬୪୪ପଜିଟିଭ ଚିହ୍ନଟ, ୧୭ ମୃତ

କନକ ବ୍ୟୁରୋ : ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୩୬୯ ଏବଂ ସ୍ଥାନୀୟ ସଂକ୍ରମଣରୁ ୨୭୫ ନୂଆ ମାମଲା ସାମ୍ନାକୁ ଆସିଛି । ଆଜିର ଆକ୍ରାନ୍ତ ମଧ୍ୟରୁ କଟକରୁ ସର୍ବାଧିକ ୬୪ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୬୨,…

ପରୀ ମୃତ୍ୟୁ ପ୍ରସଙ୍ଗରେ ଗୃହରେ ହୋହଲ୍ଲା । କୃଷି ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ । ଅପରାହ୍ନ ୩ଟା ଯାଏଁ ଗୃହ…

କନକ ବ୍ୟୁରୋ : ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ଅପହରଣ ଓ ହତ୍ୟା ମାମଲାକୁ ନେଇ ଆଜି ବିଧାନସଭାରେ ପୁଣି ହଙ୍ଗାମା ହୋଇଛି। କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଧାନସଭାରେ ହୋହାଲ୍ଲା ହେବା ପରେ ପ୍ରଥମେ ୨୦ମିନିଟ ଏବଂ ପରେ ଅପରାହ୍ନ ୩ଟା ପର୍ୟ୍ୟନ୍ତ ଗୃହ ମୁଲତବୀ ରଖିଛନ୍ତି…

ବିଶ୍ୱବିଦ୍ୟାଳୟ ସ୍ତରରେ ପଢାଯିବ ସାଇବର ସୁରକ୍ଷା ସଚେତନତା କୋର୍ସ : ସ୍କୁଲସ୍ତରରେ ବି ପଢାଯିବ ସାଇବର ସୁରକ୍ଷା…

କନକ ବ୍ୟୁରୋ : ବିଶ୍ୱବିଦ୍ୟାଳୟ ସ୍ତରରେ ପଢାଯିବ ସାଇବର ସୁରକ୍ଷା ସଚେତନତା କୋର୍ସ । କେନ୍ଦ୍ର ସରକାର ସ୍କୁଲ ପାଠ୍ୟକ୍ରମରେ ସାଇବର ସୁରକ୍ଷା ସଚେତନତା କିପରି ପଢାଯାଇ ପାରିବ, ସେନେଇ ପ୍ରକ୍ରିିୟା ଆରମ୍ଭ କରିଛନ୍ତି । ସ୍କୁଲ ପାଠ୍ୟକ୍ରମ ଆରମ୍ଭରେ ଏହା ରହିବ । ଏହାର ବିସ୍ତୁତ ପାଠ୍ୟକ୍ରମ…

କୋରାପୁଟ ଜିଲ୍ଲା ସିମିଳିଗୁଡା ସୁନାବେଡା ବସଷ୍ଟାଣ୍ଡରୁ ଜାଲ୍ ନୋଟ ଜବତ : ଅଭିଯୁକ୍ତ ଅନାମ ଖିଲୋଙ୍କ ପାଖରୁ ମିଳିଲା…

କନକ ବ୍ୟୁରୋ : କୋରାପୁଟ ସୁନାବେଡ଼ା ବସଷ୍ଟାଣ୍ଡ ଅଂଚଳରୁ ବିପୁଳ ପରିମାଣର ନକଲି ନୋଟ ଜବତ । ପ୍ରାୟ ୩ ଲକ୍ଷ ୨୮ ହଜାର ୩ଶହ ଟଙ୍କା ନକଲି ନୋଟ ଜବତ କଲା ଏସଟିଏଫ । ଅନାମ ଖିଲୋ ନାମକ ଜଣେ ବ୍ୟକ୍ତି ଜାଲ ନୋଟର ବେଆଇନ୍ କାରବାର ଚଲାଉଥିବା ନେଇ ଏସଟିଏଫକୁ ବିଶ୍ୱସ୍ତ ସ୍ୱତ୍ରରୁ ଖବର ମିଳିବା ପରେ…