Daily Archives

September 18, 2020

କଟକରେ ସଂକ୍ରମିତଙ୍କ ସଂଖ୍ୟା ୧୪,୯୯୪ : ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେ ଜଣ କରୋନା ଆକ୍ରାନ୍ତ ଚିହ୍ନଟ…

କନକ ବ୍ୟୁରୋ : ଆଜି ରାଜ୍ୟରେ ଆଜି ରାଜ୍ୟରେ ୪୧୮୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୬୬ ଓ ସ୍ଥାନୀୟ ଅଞ୍ଚଳରୁ ୧୭୧୪ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ସଂକ୍ରମିତଙ୍କ‌ ସଂଖ୍ୟା ୧ ଲକ୍ଷ ୭୧ ହଜାର ୩୪୧କୁ ବୃଦ୍ଧି ପାଇଛି। ୩୦ଟି…

ସୀମାକୁ ନେଇ ଭାରତ ସହିତ ନେପାଳ ଖେଳିଲା ଚାଲ : ପାଠ୍ୟପୁସ୍ତକରେ ଉତରାଖଣ୍ଡ ପିଥୋରାଗଡକୁ ଦେଖାଇଲା ନିଜର ଅଂଶ; ବିବାଦୀୟ…

କନକ ବ୍ୟୁରୋ : ସୀମାକୁ ନେଇ ପୁଣି ଚାଲ୍ ଖେଳିଛି ନେପାଳ । ଚୀନ୍ ସହିତ ପୂର୍ବ ଲଦାଖରେ ବିବାଦ ଚାଲିଥିବା ବେଳେ ଉତରାଖଣ୍ଡର ପିଥୋରାଗଡକୁ ନିଜର ବୋଲି ଦର୍ଶାଇ ନୂଆ ବିବାଦ ସୃଷ୍ଟି କରିଛି ନେପାଳ । ବର୍ତମାନ ଏହି ଅଂଶ ନେପାଳରେ ବିଦ୍ୟାଳୟ ପାଠ୍ୟ ପୁସ୍ତକରେ ସ୍ଥାନ ପାଇଛି । ୩ ମାସ ତଳେ ନେପାଳ…

ସିବିଆଇ ରେଡ୍ ନେଇ ମୁହଁ ଖୋଲିଲେ ଦେବୀ ମିଶ୍ର : କହିଲେ, ରେଡ୍ ନୁହେଁ ତଦନ୍ତ ପାଇଁ ଆସିଥିଲେ ; ପୂର୍ବରୁ ସିବିଆଇ…

କନକ ବ୍ୟୁରୋ : ସିବିଆଇ ରେଡ୍ ନେଇ ମୁହଁ ଖୋଲିଲେ ବିଜେଡି ବିଧାୟକ ଦେବୀ ମିଶ୍ର । ସେ କହିଛନ୍ତି, ରେଡ୍ ନୁହେଁ ତଦନ୍ତ ପାଇଁ ଆସିଥିଲା ସିବିଆଇ । ସି-ସୋର ବୋଟିଂ ପ୍ରୋଜେକ୍ଟ ନେଇ ସିବିଆଇ ୭ ବର୍ଷ ହେବ ତଦନ୍ତ କରୁଛି । ସି-ସୋର ମହାନଦୀ ପର୍ଯଟନ ପ୍ରକଳ୍ପ ବିଷୟରେ ପଚରା ଉଚରା କଲେ । ଯେହେତୁ…

ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍ : ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଚଢାଉ, ସି ସୋର ଲିଙ୍କ ନେଇ…

କନକ ବ୍ୟୁରୋ : ରାଜ୍ୟକୁ ପୁଣି ଫେରିଲା ସିବିଆଇ । ସିସୋର ଲିଙ୍କରେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ସିବିଆଇର ଚଢାଉ । ଭୁବନେଶ୍ୱର ୟୁନିଟ-୧ ସ୍ଥିତ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ବାସଭବନରେ୍ ଚଢାଉ ଚାଲିଛି । ସି-ସୋର ଲିଙ୍କ ନେଇ ବିଜେଡି ବିଧାୟକଙ୍କ ଘରେ ସିବିଆଇ…

ଆସିଲା ଯୁକ୍ତଦୁଇ ପ୍ରଥମ କଟଅଫ ମାର୍କ ତାଲିକା : ବିଜ୍ଞାନ, ବାଣିଜ୍ୟ ଓ କଳାରେ କଟକ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ…

କନକ ବ୍ୟୁରୋ : ପ୍ରକାଶ ପାଇଲା + ୨ ପାଇଁ ପ୍ରଥମ କଟ୍ ଅଫ ମାର୍କ । ବିଜ୍ଞାନ, ବାଣିଜ୍ୟ ଓ କଳାରେ ପ୍ରଥମ ସ୍ଥାନରେ ରହିଛି ରେଭେନ୍ସା କଲେଜ । +୨ ନାମ ଲେଖା ପାଇଁ ଏହି ମେଧା ତାଲିକ ପ୍ରକାଶ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ବିଜ୍ଞାନରେ ୮୯ ପ୍ରତିଶତ ସହ ରେଭେନ୍ସା ଆଗରେ ରହିଥିବା ବେଳେ…

ଗଂଜେଇ ଚାଲାଣ ଭାୟା ଭୁବନେଶ୍ୱର : ଭରତପୁର ଅଂଚଳରୁ ବସ୍ତା ବସ୍ତା ଗଞ୍ଜେଇ ଜବତ, ଗାଡିରେ ଚାମ୍ବର କରି ଆସୁଥିଲା ଗଞ୍ଜେଇ;…

କନକ ବ୍ୟୁରୋ : ରାଜଧାନୀ ଉପକଣ୍ଠରେ ଧରାପଡିଛି ଗଂଜେଇ ଗାଡି । ଆଜି ସକାଳୁ ସକାଳୁ ଏହି ଗଂଜେଇ ଗାଡିକୁ ଜବତ କରିଛି ଅବକାରୀ ବିଭାଗର ଟିମ୍ । ଏହି ଘଟଣା ରାଜଧାନୀରେ ପୁଣି ଥରେ ବେଧଡକ ଚାଲିଛି ଗଞ୍ଜେଇ ଚାଲାଣ , ଏହି କଥାକୁ ପ୍ରମାଣ କରୁଛି । ରାଜଧାନୀ ଉପକଣ୍ଠ ଭରତପୁର ଅଂଚଳରୁ ଅବକାରୀ ବିଭାଗର…