Daily Archives

August 27, 2020

ନୀତି ଆୟୋଗ ରପ୍ତାନି ପ୍ରସ୍ତୁତି ସୂଚୀ ୨୦୨୦ : ଶୀର୍ଷ ୫ରେ ଓଡ଼ିଶା; ଓଡ଼ିଶାକୁ ମିଳିଛି ୫୮.୨୩ ପଏଣ୍ଟ

କନକ ବ୍ୟୁରୋ : ରପ୍ତାନିକାରୀଙ୍କ ପାଇଁ ସୁବିଧା ସୁଯୋଗ ଓ ଭିତ୍ତିଭୂମି ସୃଷ୍ଟି କରିବାରେ ଓଡ଼ିଶା ଦେଶର ଅନ୍ୟ ବିକଶିତ ରାଜ୍ୟଗୁଡ଼ିକ ଠାରୁ ଢେର୍ ଆଗରେ ରହିଛି। ନିତି ଆୟୋଗ ପକ୍ଷରୁ ସଦ୍ୟ ପ୍ରକାଶିତ ରପ୍ତାନି ପ୍ରସ୍ତୁତି ସୂଚୀ ୨୦୨୦ରୁ ଏହା ଜଣାପଡ଼ିଛି। ରପ୍ତାନି ପ୍ରସ୍ତୁତି ସୂଚୀରେ ଦେଶର ୫ଟି…

ଭାରତରେ ଏବେ ଠାରୁ କୋଭିଡ ଟିକା ଦେବା ପାଇଁ ଚିଠି : ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଲେ ସମ ହସ୍ପିଟାଲର ବିଭାଗୀୟ…

କନକ ବ୍ୟୁରୋ : ଭାରତରେ ଏବେ ଠାରୁ କୋଭିଡ ଟିକା ଦେବା ପାଇଁ ଚିଠି । ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି ସମ ହସ୍ପିଟାଲର ବିଭାଗୀୟ ମୁଖ୍ୟ । କହିଛନ୍ତି, ଟିକା ପାଇଁ ସରକାର ଦିଅନ୍ତୁ ଜରୁରୀକାଳୀନ ଅନୁମୋଦନ । ସେପଟେ ଗୃହ ବିଭାଗ ପାନେଲକୁ ଅନୁରୁପ ପରାମର୍ଶ ଦେଇଛନ୍ତି ଆଇସିଏମଆର ଓ ଏମସ…

ଲଗାଣ ବର୍ଷା ପରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି : ଖୋର୍ଦ୍ଧାରେ ରାଜୁଆ ନଦୀରେ ବନ୍ୟା, ପାଣିରେ ବୁଡିଲା ୪…

କନକ ବ୍ୟୁରୋ : ଖୋର୍ଧାରେ ପଶିଲା ବନ୍ୟାଜଳ । ଲଗାଣ ବର୍ଷାରେ ରାଜୁଆ ନଦୀ ଫୁଲିବାରୁ ଖୋର୍ଧା ଜିଲ୍ଲାର ୪ଟି ଗାଁ ଏବେ ଜଳବନ୍ଦୀ । ଜିଲ୍ଲାର ଓରବରସିଂ ପଂଚାୟତର ହିରିମୁଳୁ, ରାଇପୁର, ମଶାଣିଆ, କୃଷ୍ଣପୁର ଗାଁ ଏବେ ଜଳବନ୍ଦୀ । ଏହି ସବୁ ଗାଁର ଚତୁପାଶ୍ୱର୍କୁ ଛୁଇଁଛି ବନ୍ୟାପାଣି । ଏହି ଅଂଚଳର…

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବ : ରାଜ୍ୟର ୨୧ ଜିଲ୍ଳାରେ ବର୍ଷା, ଛତିଶଗଡ ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ…

କନକ ବ୍ୟୁରୋ : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟ ୨୧ ଜିଲ୍ଳାରେ ବର୍ଷା ହେଉଛି । ଉତର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ୯ ଟି ଜିଲ୍ଲା ଯଥା- ସମ୍ବଲପୁର, ସୋନପୁର, ଝାରୁସୁଗୁଡା, ବରଗଡ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ସୁନ୍ଦରଗଡ ଓ…

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଭିତରେ ରହସ୍ୟ ବଢ଼ୁଛି : ତଦନ୍ତ ପରିସରକୁ ଆସିଛି ଆଉ ଏକ ନୂଆ…

କନକ ବ୍ୟୁରୋ : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଆହୁରି ରହସ୍ୟମୟ ହେବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ଖିଅ ମାମଲାକୁ ନୂଆ ମୋଡ଼ ଦେବାରେ ଲାଗିଛି । ଏବେ ଏହି ମାମଲାକୁ ଆସିଛି ଏକ ନୂଆ ପ୍ରସଙ୍ଗ, ଡ୍ରଗ୍ସ । ଏହାସହ ତଦନ୍ତ ପାଇଁ ଆଗେଇ ଆସିଛି ନାର୍କୋଟିକ୍ସ…