Daily Archives

August 12, 2020

ଆମେରିକାରେ କରୋନା ସ୍ଥିତି ଭୟଙ୍କର । ନ୍ୟୁୟର୍କର କରୋନା ଚିତ୍ର ଦେଖାଇଲେ ପ୍ରବାସୀ ଓଡିଆ ଦମ୍ପତ୍ତି । କହିଲେ, ଭୟଭୀତ…

କନକ ବ୍ୟୁରୋ: ଏବେ ସାରା ବିଶ୍ୱରେ ମହାମାରୀ ରୂପ ଧାରଣ କରିଛି କରୋନା ଭୂତାଣୁ । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢିଚାଲିଛି । ଏପରି ସ୍ଥିତିରେ ଆମେରିକା ଠାରୁ ଆରମ୍ଭ କରି ଭାରତ ଯାଏଁ ସ୍ଥିତି ଜଟିଳ ରହିଛି । ଏବେ ଆମେରିକାରେ କିପରି ରହିଛି କରୋନା ସ୍ଥିତି, ଭିଡିଓ ଜାରି କରି ସନ୍ଦେଶ…

ନିଶାଶକ୍ତ ଯୁବକର ଉନ୍ମତ କାଣ୍ଡ । ଯୁବକକୁ ଗାଁରେ ଗ୍ରାମବାସୀ କଲେ ନାକାବନ୍ଦୀ । ନୀଳଗିରିରେ ଅଭିଯୁକ୍ତ ଯୁବକଙ୍କୁ…

କନକ ବ୍ୟୁରୋ: ନିଶାଶକ୍ତ ଯୁବକର ଉନ୍ମତ କାଣ୍ଡ । ଯୁବକକୁ ଗାଁରେ ଗ୍ରାମବାସୀ କଲେ ନାକାବନ୍ଦୀ । ଘଟଣା ସ୍ଥଳରେ ପହଁଚି ଯୁବକକୁ ଧରିବାକୁ ପୋଲିସ ହେଲା ହଟହଟା । ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ନିଶ୍ଚଳପୁର ଗାଁରେ । ରାଜା ଦଳେଇ ନାମକ ଜଣେ ଯୁବକ ମଦ୍ୟପାନ କରି…

କଟକ ନରସିଂହପୁର ଉପକଣ୍ଠ ଅଂଚଳରେ ଏବେ ବି ନେଟୱର୍କ ଅପହଂଚ : ଅନଲାଇନ ପାଠପଢା ପାଇପାରୁନାହାନ୍ତି ଛାତ୍ରଛାତ୍ରୀ; ଘରଛାତ…

କନକ ବ୍ୟୁରୋ : ଦୀପତଳ ଅନ୍ଧାର ।  କଟକ ନରସିଂହପୁର ଉପକଣ୍ଠ କାକୁଡିଆରେ  ମୋବାଇଲ ନେଟୱର୍କ ଅପହଂଚ ।  ନେଟୱର୍କ  ନଥିବାରୁ ଅନଲାଇନ ଶିକ୍ଷାରୁ ବଂଚିତ ହୋଇଛନ୍ତି ଛାତ୍ରଛାତ୍ରୀ ।  ଫଳରେ  ଛାତ୍ରଛାତ୍ର ଅନଲାଇନ କ୍ଲାସ ପାଇଁ  ଘରଛାତ କିମ୍ବା ଜଙ୍ଗଲ ପାହାଡ ଉପରେ ଭରସା କରୁଛନ୍ତି ।  ନରସିଂହପୁର…

କରୋନା ସଂକ୍ରମଣ ରୋକିବାକୁ ସମ୍ବଲପୁରର ୧୦ ଅଚଂଳରେ ୧୪୪ ଧାରା : ୧୬ ତାରିଖ ଯାଏଁ ରହିବ କଟକଣା; ନିଷେଧ ଅଂଚଳର ୧୦୦ ମିଟର…

କନକ ବ୍ୟୁରୋ : ସମ୍ବଲପୁର ପୌରପରିଷଦ ଅଂଚଳରେ କରୋନା ମୁକାବିଲା ପାଇଁ ପଦକ୍ଷେପ । ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏକାଧିକ ସ୍ଥାନରେ ପୁଣି ଲାଗୁ ହେଲା କଟକଣା । ସମ୍ବଲପୁର ସହରର ୧୦ଟି ସ୍ଥାନରେ ୧୪୪ ଧାରା ଜାରି ହୋଇଛି । ଆଜି ଠାରୁ ୧୬ ତାରିଖ ଯାଏଁ ୧୦ଟି…

ଉତ୍ତେଜନାମୂଳକ ପୋଷ୍ଟ ନେଇ ବେଙ୍ଗଲୁରୁରେ ରାତିଅଧିଆ ହିଂସା: ପୁଲିସ ଗୁଳିରେ ୨ମୃତ, ୬୦ ପୁଲିସ କର୍ମୀ ଆହତ; କିଛି ଥାନା…

କନକ ବ୍ୟୁରୋ: ଉତ୍ତେଜନାମୂଳକ ସୋସିଆଲ ପୋଷ୍ଟକୁ ନେଇ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଗତକାଲି ରାତିରେ ବ୍ୟାପକ ହିଂସାକାଣ୍ଡ ହୋଇଛି । ଉତ୍ୟକ୍ତ ଲୋକଙ୍କୁ କାବୁ କରିବାକୁ ପୁଲିସ ଗୁଳି ଚଳାଇବାରୁ ୨ ଜଣ ପ୍ରାଣ ହରାଇଛନ୍ତି । ଅଚାନକ ସୃଷ୍ଟି ହୋଇଥିବା ହିଂସାରେ ୬୦ ଜଣ ପୁଲିସ କର୍ମଚାରୀ ବି…

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା । ସୁପ୍ରିମକୋର୍ଟରେ ଶୁଣାଣି, ରାୟ ସଂରକ୍ଷିତ । ସିବିଆଇ ତଦନ୍ତ ନେଇ…

କନକ ବ୍ୟୁରୋ: ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ସମସ୍ତ ପକ୍ଷର ଯୁକ୍ତି ଶୁଣିଛନ୍ତି ସୁପ୍ରିମକୋର୍ଟ । ବଲିଉଡ୍ ଅଭିନେତ୍ରୀ ରିଆ ଚକ୍ରବର୍ତୀଙ୍କ ଆବେଦନ ଉପରେ ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣୀ କରିବା ସହ ରାୟ ସୁରକ୍ଷିତ ରଖିଛନ୍ତି କୋର୍ଟ । ଏବେ ସୁଶାନ୍ତ ସିଂ ରାଜପୁତଙ୍କ…