Daily Archives

July 27, 2020

କରୋନା ନେଲା ଆଉ ୭ ଜୀବନ : ଗଞ୍ଜାମରେ ସର୍ବାଧିକ ୮୨ ଜଣଙ୍କର ମୃତ୍ୟୁ, ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୭…

କନକ ବ୍ୟୁରୋ : ରାଜ୍ୟରେ ଆଉ ୭ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା । ଗଞ୍ଜାମରୁ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କଟକ, ଖୋର୍ଦ୍ଧା, ମାଲକାନଗିରି ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି । ଏର୍ପ୍ୟନ୍ତ କେବଳ…

ସାବଧାନ୍ ! ଆପଣଙ୍କ ନିକଟକୁ ବି ଆସିପାରେ ଏହି ନମ୍ବରରୁ ଫୋନ୍ କଲ୍, ଉଠାଇବା ମାତ୍ରକେ ମୋବାଇଲରୁ ଚାଲିଯାଉଛି ନେଟୱର୍କ…

କନକ ବ୍ୟୁରୋ: ମହାମାରୀ କାଳରେ ବି ମାତିଛନ୍ତି ଲୁଟେରା । କେତେବେଳେ ଏଟିଏମ ଅପଡେଟ୍ ତ ପୁଣି କେତେବେଳେ ଆଧାର ଲିଙ୍କ କରାଇଦେବା ନାଁରେ ଲୋକଙ୍କୁ ଲୁଟୁଛନ୍ତି ଠକ । ଡିଜିଟାଲାଇଜେସନ କ୍ଷେତ୍ରରେ ଦେଶ ଆଗକୁ ବଢି ଚାଲିଛି ସତ ହେଲେ ସାଇବର ଅପରାଧ କିନ୍ତୁ ଥମିବାର ନାଁ ନେଉ ନାହିଁ । ତେବେ…

୨୮ ଜିଲ୍ଲାରୁ ଆଜି ୧୫୦୩ ନୂଆ ପଜିଟିଭ: ସଙ୍ଗରୋଧ କେନ୍ଦ୍ରରୁ ୧୦୦୨ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୦୧ ଜଣ କରୋନା ରୋଗୀ…

କନକ ବ୍ୟୁରୋ: ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ଘଂଟାରେ ୧ହଜାର ୫୦୩ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୬ହଜାର ୮୯୨କୁ ବୃଦ୍ଧି ପାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ୧୫୦୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୦୦୨ ଜଣ…

କରୋନା ସମୟରେ ପୁଣି ଚାଷୀଙ୍କୁ ସାହା ହେଲେ ବଲିଉଡ୍ ଅଭିନେତା ସୋନୁ ସୁଦ : ଦୁଇ ଝିଅଙ୍କ ହଳ କରୁଥିବା ଭାଇରାଲ ଭିଡିଓ…

କନକ ବ୍ୟୁରୋ : ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ ପରେ ଆନ୍ଧ୍ରପ୍ରଦେଶର ଜଣେ ଗରିବ ଚାଷୀ ପରିବାରକୁ ସୋନୁ ସୁଦ ବଢାଇଛନ୍ତି ସହାୟତାର ହାତ । ସହାୟତା ଏପରି କରିଛନ୍ତି ଶୁଣିଲେ ଆପଣ ବି ଚକିତ ହୋଇଯିବେ । ଅର୍ଥ ଅଭାବ କାରଣରୁ ନାଗେଶ୍ୱର ହଳ କିଣି ପାରୁନଥିଲେ । ତେଣୁ ତାଙ୍କର ଦୁଇ ଝିଅଙ୍କୁ…

ସଂଖ୍ୟା ବଢୁଛି, ଭୟ ବଢୁଛି: ଦେଶରେ ଦିନକରେ ପ୍ରାୟ ୫୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ, ୭୦୮ ମୃତ; ଭାରତରେ ମୋଟ୍…

କନକ ବ୍ୟୁରୋ: ଦେଶରେ କରୋନା ମହାମାରୀର ଭୟଙ୍କର ରୂପ । ଦିନକୁ ଦିନ ଦ୍ରୁତ ଗତିରେ ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଲଗାତର ତୃତୀୟ ଦିନ ହେଲା ପାଖାପାଖି ୫୦ ହଜାର ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୪ ଲକ୍ଷ ଟପିଛି । କେନ୍ଦ୍ର ସ୍ୱାସ୍ଥ୍ୟ…

ଝରଣା ପାଣିକୁ ଗାଁକୁ ଆଣିଲେ ପ୍ରବାସୀ ଯୁବକ : ଶ୍ରମଦାନ କରି ଖୋଳିଲେ ୮ଶହ ମିଟର କେନାଲ ; ଉଦାହରଣ ପାଲଟିଲେ କନ୍ଧମାଳ…

କନକ ବ୍ୟୁରୋ : କରୋନା ଭୟ ଭିତରେ କନ୍ଧମାଳରୁ ଆସିଛି ଏହି ଖବର । ପ୍ରବାସୀ ଯୁବକମାନେ ଗାଁ ଲୋକଙ୍କ ସହ ମିଶି ଝରଣା ପାଣିକୁ କେନାଲ କରି ଆଣୁଛନ୍ତି ଗାଁକୁ । କନ୍ଧମାଳ ଦାରିଙ୍ଗିବାଡି ବ୍ଲକ ଗୁଡିବାହି ଗାଁର ପ୍ରାୟ ୩୫ଟି ପରିବାର ଶ୍ରମଦାନ କରି ନିର୍ମାଣ କରୁଛନ୍ତି ପ୍ରାୟ ୮ ଶହ ମିଟରର କେନାଲ ।…