Daily Archives

July 27, 2020

ଜୁଲାଇ ୨୯ରେ ମାଟ୍ରିକ ରେଜଲ୍ଟ । ଏସଏମଏସ୍ ଓ ୱେବସାଇଟ୍ ଜରିଆରେ ଫଳ ଜାଣିପାରିବେ ଛାତ୍ରଛାତ୍ରୀ । ସୂଚନା ଦେଲେ ସ୍କୁଲ ଓ…

କନକ ବ୍ୟୁରୋ : ଅନେକ ଆଶା ଓ ଆଶଙ୍କା ଭିତରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ । ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଥିବା ଅଭିଭାବକଙ୍କୁ ଆଶ୍ୱସ୍ତି । ଏସଏମଏସ୍ ଓ ୱେବସାଇଟ୍ ଜରିଆରେ ପରୀକ୍ଷା ଫଳ ଜାରଣିପାରିବେ ଛାତ୍ରଛାତ୍ରୀ । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ…

କରୋନା ଟେଷ୍ଟିଂ ପାଇଁ ବୁଲିବ ମୋବାଇଲ୍ ଭ୍ୟାନ୍ : ରାଜ୍ୟର ବିଭିନ୍ନ ସ୍ଥାନରେ କରାଯିବ ନମୁନା ପରୀକ୍ଷା ; ଆଇଏଲଏସ…

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ମୋବାଇଲ ଭ୍ୟାନ ବୁଲାଯାଇ କରାଯିବ କରୋନା ଟେଷ୍ଟିଂ । ଏନେଇ ପ୍ରସ୍ତାବ ରହିଛି । ଗଂଜାମରେ ମୋବାଇଲ ଭ୍ୟାନରେ କରୋନା ଟେଷ୍ଟ କରାଯାଉଛି । ଅଗଷ୍ଟ ମାସରେ ଦୈନିକ ୧୫ ହଜାର ଟେଷ୍ଟିଂ କରାଯିବ । କରୋନାର ସ୍ଥିତି ବର୍ତମାନ ରାଜ୍ୟରେ ଉପରମୁହାଁ ରହିଛି ।…

ଗଞ୍ଜାମ ପରେ ଚିନ୍ତା ବଢ଼ାଉଛି ଖୋର୍ଦ୍ଧା ଓ କଟକ: ପ୍ରତ୍ୟେକ ଦିନ ଶହେରୁ ଅଧିକ ହେଉଛନ୍ତି ଆକ୍ରାନ୍ତ

କନକ ବ୍ୟୁରୋ: ଚିନ୍ତା ବଢାଉଛି ୩ ଜିଲ୍ଲା । ଆଜି ଚିହ୍ନଟ ହୋଇଥିବା ୧୫ ଶହ ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା ଓ କଟକରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୪୯୧, ଖୋର୍ଦ୍ଧାରୁ ୨୨୩ ଓ କଟକରୁ ୧୩୬ ପଜିଟିଭ ରହିଛନ୍ତି । ଗଞ୍ଜାମରେ ମୋଟ ଆକ୍ରାନ୍ତଙ୍କ…

ଫ୍ରାନ୍ସରେ ଉଡାଣ ଭରିଲା ରାଫେଲ ଯୁଦ୍ଧବିମାନ : ୨୯ ତାରିଖରେ ଭାରତୀୟ ବାୟୁସେନାରେ ହେବ ସାମିଲ; ଫ୍ରାନ୍ସରେ ଅବସ୍ଥାପିତ…

କନକ ବ୍ୟୁରୋ : ଭାରତ ଆସୁଛି ରାଫେଲ । ଉଡାଣ ଭରିଲା ରାଫେଲ ଯୁଦ୍ଧ ବିମାନ  । ଆସନ୍ତା ୨୯ ତାରିଖରେ ଭାରତୀୟ ବାୟୁସେନାରେ ଏହା ସାମିଲ ହେବ । ବାୟୁସେନାର ଅମ୍ବାଲା ଏୟାରବେସରେ ଏହାକୁ ନିୟୋଜିତ କରାଯିବ ।  ଏହି ପର୍ଯ୍ୟାୟରେ ଭାରତକୁ ୫ଟି ରାଫେଲ ଆସିବ । କରୋନା ଭାଇରସ ଯୋଗୁ ରାଫେଲ ଆସିବାରେ…

ଗଞ୍ଜାମ ପରେ ମାଲକାନଗିରି କୋଭିଡ କେୟାର ସେଂଟରରୁ ଆସିଲା ଅବ୍ୟବସ୍ଥା ଅଭିଯୋଗ: ଶୌଚାଳୟରେ ନାହିଁ ପାଣି, ଶୌଚ ହେବା ପାଇଁ…

କନକ ବ୍ୟୁରୋ: ଗଞ୍ଜାମ ପରେ ଏବେ ମାଲକାନଗିରି ଜିଲ୍ଳା କୋଭିଡ୍ କେୟାର ସେଂଟରରୁ ଆସିଛି ଅବ୍ୟବସ୍ଥାର ଅଭିଯୋଗ । ମାଲକାନଗିରି  ବିଇଡି କଲେଜ ଓ ଏକଲବ୍ୟ ବିଦ୍ୟାଳୟ ପରିସରରେ ୨ଟି କୋଭିଡ୍ କେୟାର ସେଂଟର ଖୋଲା ଯାଇଥିବାବେଳେ ସେଠାରେ ବ୍ୟାପକ ଅବ୍ୟବସ୍ଥାର ଚିତ୍ର ସାମନାକୁ ଆସିଛି ।  ଶୌଚାଳୟରେ…

ଗୁଜୁରାଟରେ କରୋନାର ଭୟଙ୍କର ରୂପ : ସୁସ୍ଥ ହେବା ପରେ ହେଉଛି ଅଚାନକ ମୃତ୍ୟୁ; ହୃଦଘାତ ଓ ବ୍ରେନଷ୍ଟ୍ରୋକ୍ରେ ଯାଉଛି…

କନକ ବ୍ୟୁରୋ : ଗୁଜୁରାଟରେ କରୋନାର ଭୟଙ୍କର ରୂପ ଦେଖିବାକୁ ମିଳିଛି । ସୁସ୍ଥ ହୋଇ ଘରକୁ ଫେରିବା ପରେ ଅଚାନକ ଲୋକଙ୍କ ମୃତ୍ୟୁ ହୋଇଛି । ଏହା ରାଜ୍ୟ ସରକାର, ଡାକ୍ତର ଓ ବିଶେଷଜ୍ଞଙ୍କ ଚିନ୍ତା ବଢାଇଦେଇଛି । ସବୁଠାରୁ ବଡ କଥା ହେଲା, ପ୍ରାଣ ହରାଇଥିବା ଅଧିକାଂଶ ରୋଗୀ ବ୍ରେନଷ୍ଟ୍ରାକ ଓ…