Daily Archives

July 27, 2020

ଓଡିଶାରେ ଆରମ୍ଭ ହେଲା ମାନବ ପରୀକ୍ଷଣ । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନକୁ ମଣିଷ ଦେହରେ କରାଗଲା ପ୍ରୟୋଗ…

କନକ ବ୍ୟୁରୋ: ଓଡିଶାରେ ଆରମ୍ଭ ହେଲା ମାନବ ପରୀକ୍ଷଣ । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନକୁ ମଣିଷ ଦେହରେ କରାଗଲା ପ୍ରୟୋଗ । ଭୁବନେଶ୍ୱରସ୍ଥିତ ସମ ହସପିଟାଲରେ ଏହି ଟିକାକୁ ସ୍ୱେଚ୍ଛାସେବୀଙ୍କ ଉପରେ ପ୍ରୟୋଗ କରାଯାଇଛି । ପ୍ରଥମେ ସ୍ୱେଚ୍ଛାସେବୀଙ୍କ ବିଭିନ୍ନ ସ୍ୱାସ୍ଥ୍ୟ…

ରାଜଧାନୀ ବସ୍ତିର ସୁପରସ୍ପ୍ରେଡର । ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ଜଣେ ପଜିଟିଭଙ୍କ ସଂସ୍ପର୍ଶରେ ଆସି ୪୪ ନୂଆ ଆକ୍ରାନ୍ତ…

କନକ ବ୍ୟୁରୋ: ଆଜି ଖୋର୍ଦ୍ଧାରୁ ଚିହ୍ନଟ ୨୨୩ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଅଛନ୍ତି ୧୫୯ । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୧୧୮ ଜଣ ଥିବା ବେଳେ ଲୋକାଲ କଂଟାକ୍ଟ ଅଛନ୍ତି ୪୧ ଜଣ । ଭୁବନେଶ୍ୱର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଶହ ୫୦ରେ ପହଚିଂଥିବା ବେଳେ ସୁସ୍ଥ ହୋଇଛନ୍ତି ହଜାରେ…

ଆଲବମ କୁଇନ୍ ଦୀପା ସାହୁଙ୍କ ଦେହାନ୍ତ । କ୍ୟାନସରରେ ପୀଡିତ ଥିଲେ ଦୀପା, ଦୀର୍ଘଦିନ ଧରି  ହେଉଥିଲେ ଚିକିତ୍ସିତ ।

କନକ ବ୍ୟୁରୋ : ଆଖି ବୁଜିଲେ ଆଲବମ କୁଇନ ଦୀପା ସାହୁ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦୀପା ସାହୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କ୍ୟାନସରରେ ପୀଡିତ ଥିବା ଦୀପା ଦୀର୍ଘଦିନ ହେବ ଚିକିତ୍ସାଧୀନ ଥିଲେ । ଆଉ ଆଜି ତାଙ୍କର ଦେହାନ୍ତ ହୋଇଛି । ଦୀପାଙ୍କ ପରଲୋକରେ ଓଲିଉଡ ଇଣ୍ଡଷ୍ଟ୍ରିରେ…

ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା ଭୂତାଣୁ । ଆଜି ଆଉ ୧୫୯ ପଜିଟିଭ୍ ଚିହ୍ନଟ, ସଙ୍ଗରୋଧ କେନ୍ଦ୍ରରୁ ୧୧୮, ଲୋକାଲରୁ…

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୧୫୯ ପଜିଟିଭ୍ । ଯେଉଁଥିରେ ଲୋକାଲ୍ କେସ୍ ୧୧୮ ରହିଥିବାବେଳେ ସଙ୍ଗରୋଧ କେନ୍ଦ୍ରରୁ ମଧ୍ୟ ୪୧ଟି କୋଭିଡ୍ ମାମଲା ଆସିଛି । ତେବେ ଏଥିରେ କିଛି କରୋନା ଯୋଦ୍ଧା ମଧ୍ୟ ରହିଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍…

ପବଜି ଲଭରଙ୍କୁ ଝଟକା । ଖୁବ ଶୀଘ୍ର ପବଜି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବେ ମୋଦି ସରକାର । ଭାରତରେ ସାର୍ବଭୌମତ୍ୟ ଓ…

କନକ ବ୍ୟୁରୋ : ପବଜି ଲଭରଙ୍କୁ ଝଟକା । ଭାରତରେ ଖୁବଶୀଘ୍ର ବ୍ୟାନ୍ ହେବ ପବଜି । ଏନେଇ ଖୁବ ଶୀଘ୍ର ନିଷ୍ପତ୍ତି ନେବେ ସରକାର । ଭାରତରେ ଟିକଟକ୍ ପରି ୫୯ ଲୋକପ୍ରିୟ ଚୀନୀ ଆପ୍ ବ୍ୟାନ୍ ହେବା ପରେ ଏବେ ପାଳି ପଡ଼ିଛି ଲୋକପ୍ରିୟ ଆପ୍ ପବଜିର । ଅନେକ ଆପ୍ ଏବେ ଭାରତରେ ସାର୍ବଭୌମତ୍ୟ ଓ ଅଖଣ୍ଡତା…

ମୋ ବାପାଙ୍କୁ ବଞ୍ଚାଇ ଦିଅ କହି ନେହୁରା ହେଉଥିଲା କୁନି ପୁଅ । ଆମ୍ବୁଲାନ୍ସ ଆସିଲା ହେଲେ ରୋଗୀକୁ ନେଲାନି । ଦାଣ୍ଡରେ…

କନକ ବ୍ୟୁରୋ : ଅମ୍ବୁଲାନ୍ସ ଆସିଲା ହେଲେ ରୋଗୀଙ୍କୁ ନେଲାନି । ଅସୁସ୍ଥ ବାପାଙ୍କୁ ଡାକ୍ତରଖାନାକୁ ନେବା ପାଇଁ କୁନି ପୁଅ କେତେ ନେହୁରା, ହେଲେ କେହି ତା କଥା ଶୁଣିଲେ ନାହିଁ । ଶେଷରେ ଗାଁ ଦାଣ୍ଡରେ ପଡି ଛଟପଟ ହୋଇ ବାପାଙ୍କ ଚାଲିଗଲା ଜୀବନ । ଏମିତି ଏକ ଦୁଃଖଦ ଖବର ଆସିଛି ବ୍ରହ୍ମପୁର…