Daily Archives

July 6, 2020

୨୪ ଘଂଟାରେ ୪୨୫ ମୃତ, ୨୪ ହଜାର ୨୪୮ ନୂଆ ଆକ୍ରାନ୍ତ: ମହାରାଷ୍ଟ୍ର ଓ ଦିଲ୍ଲୀରେ ବଢୁଛି ସଂକ୍ରମଣ: ଋଷକୁ ପଛରେ ପକାଇ…

କନକ ବ୍ୟୁରୋ: ଦେଶରେ ୭ ଲକ୍ଷର ନିକଟତର ହେଲାଣି କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଂଟାରେ ଦେଶରେ ୨୪ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୭ ଲକ୍ଷର ଅତି ନିକଟତର ହୋଇଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ଗତ ୨୪ ଘଂଟାରେ ସାରା ଦେଶରେ ୨୪…

କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଝାରସୁଗୁଡା ଜିଲ୍ଲା ପ୍ରଶାସନର ନିଷ୍ପତ୍ତି: ଗଞ୍ଜାମ ଓ କଟକ ଜିଲ୍ଲାରୁ ଆସିଲେ ରହିବେ…

କନକ ବ୍ୟୁରୋ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାରୁସୁଗୁଡା ଜିଲ୍ଲା ପ୍ରଶାସନ ବି କଟକଣା ଜାରି କରିଛି । ଗଞ୍ଜାମ, କଟକ ଓ ସୁନ୍ଦରଗଡ ଜିଲ୍ଲାରୁ ଆସିଲେ ୧୪ ଦିନିଆ ସଙ୍ଗରୋଧକୁ ବାଧ୍ୟତାମୂଳକ କରାଯାଇଛି । ଯଦି କୌଣସି ବ୍ୟକ୍ତି ୭୨ ଘଂଟା ମଧ୍ୟରେ ଫେରିଯିବାକୁ ଚାହେଁ ତାେହେଲେ ସଙ୍ଗରୋଧ…

ଚୀନକୁ ଭାରତର ଝଟକା ପରେ ଝଟକା: ଅଟକିଲା ନିବେଶ, ଟିକଟକ ସହ ୫୯ ଚୀନ ଆପ୍ ନିଷିଦ୍ଧ; ୪୭୧ କୋଟିର ରେଳ କାର୍ଯ୍ୟବରାଦ ବି…

କନକ ବ୍ୟୁରୋ: ଗଲୱାନ ଘାଟିରେ ବିବାଦ ପରଠାରୁ ଚୀନକୁ ଭାରତ ଦେଇଚାଲିଛି ଗୋଟିଏ ପରେ ଗୋଟିଏ ଝଟକା । ଧୀରେ ଧୀରେ ଏହି ଝଟକା ତାଲିକା ବି ବଢିବାରେ ଲାଗିଛି । ୭୫୦ କୋଟିର ନିବେଶ ଅଟକିଲା । ଚୀନରୁ ଆସିବାକୁ ଥିବା ପ୍ରତ୍ୟକ୍ଷ ପୁଂଜିନିବେଶର ନିୟମକୁ ପରିବର୍ତନ କରିବା ପରେ ଅଟକି ଯାଇଛି ଏହି…

ଶ୍ରାବଣ ମାସର ପ୍ରଥମ ସୋମବାର: କୋଭିଡ ଯୋଗୁଁ ପାଣି ଢାଳିବା ଉପରେ ବିଭିନ୍ନ ଜିଲ୍ଲା ପ୍ରଶାସନର କଟକଣା; ଶୈବପୀଠଗୁଡିକରେ…

କନକ ବ୍ୟୁରୋ: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ତେବେ ଏଥର କରୋନା ମୁକାବିଲାକୁ ନଜରରେ ରଖି ଶ୍ରାବଣରେ ସମସ୍ତ କାଉଡିଆଙ୍କ ଶିବ ମନ୍ଦିରରେ ଜଳଲାଗି ଉପରେ ଲାଗିଛି କଟକଣା । କରୋନା ମୁକାବିଲାକୁ ଆଖିରେ ରାଜ୍ୟ ସରକାର ଚଳିତ ବର୍ଷ ବୋଲବମ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି । ଏନେଇ…

ଏଣିକି କାରଖାନାରୁ ବାହାରିବା ମନା! ଶିଳ୍ପାନୁଷ୍ଠାନର କୌଣସି କର୍ମଚାରୀଙ୍କୁ ବାହାରକୁ ନ ଯିବା ପାଇଁ ପ୍ରଶାସନର କଡା…

କନକ ବ୍ୟୁରୋ: ପରିଶେଷରେ କଠୋର ହୋଇଛି ଜିଲ୍ଲା ପ୍ରଶାସନ। କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରି ନ ଥିଲେ ହେଁ ଏଣିକି କାରଖାନା ପରିସରରେ ରହୁଥିବା କୌଣସି କର୍ମଚାରୀ କିମ୍ବା ସେମାନଙ୍କ ପରିବାର ସଦସ୍ୟଙ୍କୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି। କେବଳ ଜରୁରୀ କାମ ଥିଲେ ଅନୁମତି ନେଇ…

କଟକରେ ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ: ଅଧଘଣ୍ଟାରେ ଜଣାପଡ଼ିବ କୋଭିଡ୍ ଷ୍ଟାଟସ୍; କର୍କଟ କେନ୍ଦ୍ରରେ ରିପୋର୍ଟ ନଆସିବା…

କନକ ବ୍ୟୁରୋ: କଟକରେ କରୋନା ସଂକ୍ରମଣ ସ୍ଥିତି ଅଣାୟତ୍ତ ହେଲାଣି। ଆଚାର୍ଯ୍ୟ ହରିହର, ଏସସିବି ପାଲଟିଛି ସଂକ୍ରମଣର ହଟସ୍ପଟ୍। ଏଭଳି ସ୍ଥିତିରେ କେମିତି ସଂକ୍ରମଣକୁ ରୋକାଯାଇପାରିବ ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ…