Daily Archives

May 27, 2020

ଓଲିଉଡ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ…

କନକ ବ୍ୟୁରୋ: ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ ହୋଇପଡିଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଛି । ବିଜୟ ମହାନ୍ତି ଏବେ ଆଇସିୟୁରେ ଅଛନ୍ତି । ମିଳିଥିବା ଖବର ଅନୁସାର, ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ…

ରାଜ୍ୟର ୧୦ଜିଲ୍ଲାରୁ ଆଉ ୭୬ ନୂଆ ଆକ୍ରାନ୍ତ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩କୁ ବୃଦ୍ଧି; ସଂକ୍ରମିତଙ୍କ…

କନକ ବ୍ୟୁରୋ: ରାଜ୍ୟରେ ଆଉ ୭୬ ନୂଆ ପଜିଟିଭ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୫୯୩ରେ ପହଂଚିଛି । ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରେ ବଲାଙ୍ଗୀର ଜିଲ୍ଲାରୁ ସର୍ବାଧିକ ୧୬ ଜଣ ରହିଥିବାବେଳେ ଖୋର୍ଦ୍ଧା ଓ ନୂଆପଡ଼ାରୁ ୧୩ ଜଣ ଲେଖାଏଁ କରୋନା…

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ ଲକ୍ଷ ଟପିଲା: ମୃତ୍ୟୁ ସଂଖ୍ୟା ୪ ହଜାର ୩୩୭କୁ ବୃଦ୍ଧି; ଗୋଟିଏ ଦିନରେ ୬୩୮୭ଟି ନୂଆ…

କନକ ବ୍ୟୁରୋ: ଦେଶରେ ବଢୁଛି କରୋନାର ପ୍ରକୋପ । ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ଆହୁରୀ ବଢିବାରେ ଲାଗିଛି । ତେବେ ଗତ ୨୪ ଘଂଟାରେ ଦେଶରେ ଗୋଟିଏ ଦିନରେ ସର୍ବାଧିକ କରୋନା ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଅନୁସାରେ ଗତ ୨୪ ଘଂଟାରେ…

ଆଜିଠୁ ପୁରୀ ସେବାୟତଙ୍କ ହେବ କରୋନା ଟେଷ୍ଟ: ପ୍ରଥମ ପର୍ଯ୍ୟାୟରେ ୧୫୦ ଦଇତାପତିଙ୍କ ନମୂନା ପରୀକ୍ଷା; ଟେଷ୍ଟ ହେବା…

କନକ ବ୍ୟୁରୋ: ମହାପ୍ରଭୁଙ୍କ ରଥ ଯାତ୍ରାକୁ ସଂକ୍ରମଣ ମୁକ୍ତ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନର ଉଦ୍ୟମ । ସ୍ନାନ ଯାତ୍ରା ସହିତ ଜଡିତ ସମସ୍ତ ସେବାୟତଙ୍କର କରାଯିବ କୋଭିଡ୍ ଟେଷ୍ଟ । ଏହିକ୍ରମରେ ପ୍ରଥମେ ଆଜି ଦଇତା ସେବକଙ୍କ କୋଭିଡ ଟେଷ୍ଟ କରାଯିବ । ମୋଟ୍ ଉପରେ ୧୫୦ ଜଣ ସେବକଙ୍କର ପରୀକ୍ଷା…

ଆଜିଠୁ ଖୋଲିବ ରାଜଧାନୀର ସବୁ ହୋଟେଲ: ସମସ୍ତ ତାରକା ଓ ଅଣତାରକା ହୋଟେଲ ଖୋଲିବାକୁ ବିଏମସିର ଅନୁମତି; ଜାଣନ୍ତୁ କଣ…

କନକ ବ୍ୟୁରୋ: ଆଜିଠାରୁ ରାଜଧାନୀର ସବୁ ହୋଟେଲ ଖୋଲିବ ! ସମସ୍ତ ତାରକା ଓ ଅଣତାରକା ହୋଟେଲ ଖୋଲିବାକୁ ବିଏମସି ଅନୁମତି ଦେଇଛି। କିନ୍ତୁ ଏଥିପାଇଁ ସର୍ତ୍ତ ରଖିଛି ଯେ, ଯେଉଁ ହୋଟେଲ ସଙ୍ଗରୋଧ ଲୋକଙ୍କୁ ରଖୁନାହାନ୍ତି ସେମାନେ ସର୍ବାଧିକ ୭୨ଘଣ୍ଟା ପାଇଁ ଓଡ଼ିଶାକୁ ଆସୁଥିବା ଲୋକଙ୍କୁ…

ଅସହ୍ୟ ଗରମ, ଗୁଳୁଗୁଳିରେ ସନ୍ତୁଳି ହେଉଛି ସାରା ଓଡିଶା: ରାଜ୍ୟରେ ଆଉ ୨ଦିନ ଯାଏଁ ଚାଲିବ ତାତିର ଥାର୍ଡ ଡିଗ୍ରୀ;…

କନକ ବ୍ୟୁରୋ: ଗରମ, ଗୁଳୁଗୁଳିରେ ସନ୍ତୁଳି ହେଉଛି ସାରା ରାଜ୍ୟ। କିନ୍ତୁ ଏହା ଭିତରେ ଖୁସି ଖବର ଯେ ତାତି ଆଉ ମାତ୍ର ଦୁଇ ଦିନ। ଆସନ୍ତା ୨୮ ତାରିଖ ଯାଏଁ ରାଜ୍ୟରେ ଏହି ଭଳି ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ଏହା ପରେ ଧୀରେ ଧୀରେ ଗ୍ରୀଷ୍ମ ପ୍ରବାହ କମିବ। ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ…