Daily Archives

May 20, 2020

ଓଡ଼ିଶା ପାଇଁ ଭଲ ଖବର: ରାଜ୍ୟରେ ପୁଣି କରୋନାରୁ ସୁସ୍ଥ ହେଲେ ୩୬ ଜଣ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୩୪୩କୁ ବୃଦ୍ଧି ।

କନକ ବ୍ୟୁରୋ: ଓଡ଼ିଶା ପାଇଁ ଭଲ ଖବର, ରାଜ୍ୟରେ ଏକାଥରେ ସୁସ୍ଥ ହେଲେ ୩୬ ଆକ୍ରାନ୍ତ । ତେବେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ -୨୩, ଯାଜପୁର -୫,ମୟୂରଭଞ୍ଜ -୩, ପୁରୀ -୨, ଭଦ୍ରକ-୨ ଓ ରାଉରକେଲାରେ ଜଣେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

ଅମ୍ଫାନ ବେଳେ ଅଘଟଣ: ମାଛମରା ଜାଲ ହେଲା କାଳ, ଜାଲରେ ଛନ୍ଦି ହୋଇ ଜଣେ ମୃତ ।

କନକ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ଥାନା ଅନ୍ତର୍ଗତ ହଳଦୀ ପଞ୍ଚାୟତରେ ଥିବା ଡଙ୍ଗରପଡ଼ା ସାଗରରେ ମାଛ ମାରୁଥିବା ବେଳେ ପାଣିରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ ଲଖନା ପଞ୍ଚାୟତ ଅନ୍ତର୍ଗତ ନୂଆପଡ଼ା ଗ୍ରାମର ତୁଳସୀ କଟା (୫୦) l…

ବାଙ୍ଗଲା ମୁହାଁ ବାତ୍ୟା । ଓଡିଶା ଉପକୂଳ ଠାରୁ ଦୂରେଇ ବାଂଲାଦେଶ ମୁହାଁ ବାତ୍ୟା । ଅପରାହ୍ଣ ୪ଟାରୁ ଲ୍ୟାଣ୍ଡଫଲ…

କନକ ବ୍ୟୁରୋ : ଓଡ଼ିଶା ଛାଡ଼ି ବାଙ୍ଗଲା ମୁହାଁ ବାତ୍ୟା । ପାରାଦ୍ୱୀପ ଠାରୁ ଧୀରେ ଧୀରେ ଦୂରେଇ ଯାଉଛି ବାତ୍ୟା ଅମ୍ପାନ୍ । ଓଡିଶା ଉପକୂଳରଠାରୁ ଦୂରେଇ ପ.ବଙ୍ଗ-ବାଂଲାଦେଶ ମୁହାଁ ହେଉଛି ଅମ୍ଫାନ । ଆଜି ଅପରାହ୍ଣ ୪ଟାରୁ ଅମ୍ଫାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ । ଦୀଘାଠାରୁ ୯୫କିମି ଦୂରରେ…

ମାଟି ଉପରେ ଭାତଡାଲମାକୁ ଭାରି ଆନନ୍ଦରେ ଖାଉଛି କୁନି ଝିଅ । କ୍ୱାରେଣ୍ଟିନ କେନ୍ଦ୍ରରେ ଅଣ୍ଡା ତରକାରୀ ଆଡ଼େଇ ଦେଉଛନ୍ତି…

କନକ ବ୍ୟୁରୋ: ନା ହାତରେ ଚାମୁଚ, ନା ବସିବାକୁ ଅଛି ସଫାସୁତୁରା ଚଟି । ପେପର ଥାଳିରେ ଫାଳେ ରୁଟିକୁ ଫେଣ୍ଟାଫେଣ୍ଟି ଭାତ ତରକାରୀ ଆଉ ତା ସାଙ୍ଗ ଦୁଇଟା ପାଣିପାଉଚ । ଆଉ ଜଣେ ଶ୍ରମିକ ଛୁଆ ପାଇଁ ହୁଏତ ଏହି ଥାଳି ଫାଇଭ୍-ଷ୍ଟାର୍ ହୋଟେଲର ପ୍ଲେଟ୍ ଠାରୁ କମ୍ ନୁହେଁ । ତାଲାବନ୍ଦ ସମୟରେ ସୋସିଆଲ…

ସୁ ସୁ ଗର୍ଜନ କରି ସ୍ଥଳଭାଗ ଆଡକୁ ମାଡିଆସିଲା ସମୂଦ୍ର: କେନ୍ଦ୍ରାପଡା ପେଣ୍ଠରେ ଭାସିଗଲା ମାଛ ଧରା ଡଙ୍ଗା; ପାରାଦୀପରେ…

କନକ ବ୍ୟୁରୋ: ପାରାଦୀପରେ ତାଣ୍ଡବ ରଚି ଏବେ ବାଲେଶ୍ୱର ମୁହାଁଇଛି ଭୟଙ୍କର ସାମୁଦ୍ରିକ ଝଡ ଅମ୍ଫାନ । ବାତ୍ୟା ଯେତିକି ଯେତିକି ପାଖେଇ ଆସୁଛି, ଏହାର ପ୍ରଭାବ ସେତିକି ସେତିକି ଅନୁଭବ କରି ହେଉଛି। ପାରାଦୀପ ଅତିକ୍ରମ କରି ଅମ୍ଫାନ୍ ଏବେ ଭଦ୍ରକ ଓ ବାଲେଶ୍ବର ଅଭିମୁଖେ ଗତି କରୁଛି। ସୂଚନା…

ପାରାଦୀପରୁ ଦୂରେଇଲା ଦୀଘାକୁ ପାଖେଇଲା: ପାରାଦୀପଠୁ ଧୀରେ ଧୀରେ ଦୂରେଇ ଯାଉଛି ଅମ୍ଫାନ; ଅପରାହ୍ଣରୁ ସନ୍ଧ୍ୟା ଭିତରେ…

କନକ ବ୍ୟୁରୋ: ପାରାଦୀପଠୁ ଧୀରେ ଧୀରେ ଦୂରେଇ ଯାଉଛି ବାତ୍ୟା ଅମ୍ଫାନ । ପାରାଦୀପଠାରୁ ବର୍ତ୍ତମାନ ୧୪୦କିମି ଦୂରରେ ବାତ୍ୟା ଅମ୍ଫାନ । ଦୀଘାଠାରୁ ୧୨୫କିମି ଦୂରରେ ଅବସ୍ଥିତ ବାତ୍ୟା । ବାଂଲାଦେଶରୁ ୨୭୫କିମି ଦୂରରେ ରହିଛି ବାତ୍ୟା । ବାତ୍ୟା ଘଣ୍ଟାକୁ ୨୯କିମି ବେଗରେ ଗତି କରୁଛି ବାତ୍ୟା…