Daily Archives

May 20, 2020

ଘଣ୍ଟା ପ୍ରତି ୨୯ କିମି ବେଗରେ ଗତି କରୁଛି ଅମ୍ଫାନ । ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ।…

କନକ ବ୍ୟୁରୋ : ଦିଗ ବଦଳାଇଲା ବାତ୍ୟା ଅମ୍ଫାନ୍ । ବାଥ୍ୟା ଅମ୍ଫାନ୍ ରାତି ସାଢ଼େ ଆଠଟାରୁ ୧୦ ଭିତରେ ୍ୟାଣ୍ଡଫଲ କରିବାର ଥିଲା । କିନ୍ତୁ ଏବେ ପାଣିପାଗର ତାଜା ସୂଚନା ଅନୁସାରେ ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଅମ୍ଫାନ୍ । ଅମ୍ଫାନ୍ ଅତିକ୍ରମ କରିବା ସମୟରେ ତୀବ୍ର…

ଭଦ୍ରକରେ ଅମ୍ଫାନର ତାଣ୍ଡବ: ବାତ୍ୟା ମାଡରେ ତିହିଡିରେ ଭୁଶୁଡିଲା କାନ୍ଥ; ଚାପି ହୋଇ ଚାଲିଗଲା ୩ ମାସର ଶିଶୁପୁତ୍ରର…

କନକ ବ୍ୟୁରୋ:  ଭଦ୍ରକରେ ବାତ୍ୟା ଅମ୍ଫାନର ପ୍ରଭାବ ବେଶି ଦେଖିବାକୁ ମିଳିଛି । ଜିଲାରେ ବାତ୍ୟା ଅମ୍ଫାନ ନେଇଛି ପ୍ରଥମ ମୁଣ୍ଡ । ବାତ୍ୟା ଅମ୍ଫାନର ପ୍ରଭାବରେ ଜୋରରେ ପବନ ବହିବାରୁ ଓ ବର୍ଷା ହେବାରୁ ତିହିଡି ବ୍ଲକ ଅନ୍ତର୍ଗତ କାଆଁପଡା ପଞ୍ଚାୟତର ଦକ୍ଷିଣପରି ଗ୍ରାମର ବଳରାମ ଦାସଙ୍କର ଘରର…

ରାଜନଗରରେ ଅଶାନ୍ତ ସମୁଦ୍ର । ଇଶ୍ୱରପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗାଁରେ ଲୁଣା ଘେରି ବନ୍ଧ ଡେଇଁ ପଶିଲା ପାଣି ।…

କନକ ବ୍ୟୁରୋ : ଲ୍ୟାଣ୍ଡଫଲ୍ ପୂର୍ବରୁ ତାଣ୍ଡଚ ରଚୁଛି ଅମ୍ଫାନ୍ । କେଉଁଠି ଗଛ ଉପୁଡ଼ିଗଲାଣି ତ ଆଉ କେଁଉଡି ଘରେ ପାଣି ପଶିଗଲାଣି । ଜଗତସିଂହପୁର ଇଶ୍ୱରପୁର ପଂଚାୟତର ପୁରୁଷୋତ୍ତମପୁର ଗାଁ ନିକଟରେ ଥିବା ଲୁଘା ଘେରି ବନ୍ଧ ଡେଇଁ ପାଟଶାଳା ନଦୀର ପାଣି ଗାଁ ଭିତରକୁ ପ୍ରବେଶ କରିଛି । ସେହି ଗାଁର…

ରାଜ୍ୟରେ କରୋନା ନେଲା ଆଉ ଜଣଙ୍କ ଜୀବନ: ମୃତକ ଖୋର୍ଦ୍ଧା ଜିଲ୍ଲାର ଜଣେ ୭୦ ବର୍ଷୀୟ ବ୍ୟକ୍ତି; ଶ୍ୱାସକ୍ରିୟା ଜନିତ…

କନକ ବ୍ୟୁରୋ: ସଂଖ୍ୟା ସହ ବଢୁଛି କରୋନା ମୃତ୍ୟୁ ସଂଖ୍ୟା । ରାଜ୍ୟରେ ଆଜି କରୋନା ସଂକ୍ରମିତଙ୍କଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୬ରେ ପହଂଚିଛି । ଆଜି ରାଜ୍ୟରେ ଏକାବେଳକେ ୭୪ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…

କରୋନାକୁ ନେଇ ଆସିଲା ବଡ ଖବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି; ବୌଦ୍ଧରୁ ସର୍ବାଧିକ ୨୮ ନୂଆ…

କନକ ବ୍ୟୁରୋ: ମହାବାତ୍ୟା ଅମ୍ଫାନ ସହ ଥମୁଛି କରୋନା ମହାମାରୀର ଆତଙ୍କ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଲା । ଆଜି ରାଜ୍ୟରେ ଆଉ ୭୪ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ୫୨କୁ…

ରାତି ସାଢେ ୮ଟାରୁ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ ଅମ୍ଫାନ୍ । ୪ଟାରୁ ସାଢ଼େ ୪ଟା ବେଳେ ଭୋଗରାଇ ଅତିକ୍ରମ କରିବ ବାତ୍ୟା…

କନକ ବ୍ୟୁରୋ : ରାତି ସାଢ଼େ ଆଠ ପରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା । ସାଢେ ୮ଟାରୁ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ ଅମ୍ଫାନ୍ଆ । ଆଗାମୀ ଦୁଇ ଘଣ୍ଟା ଭିତରେ ପରାରାଦ୍ୱୀପ ଅତିକ୍ରମ କରିବ ବାତ୍ୟା । ପ୍ରାୟ ଅପରାହ୍ନ ୪ଟାରୁ ସାଢ଼େ ୪ଟା ବେଳେ ଭୋଗରାଇ ଅତିକ୍ରମ କରିବ ବାତ୍ୟା । ବର୍ତ୍ତମାନ ସୁଦ୍ଧା…