Daily Archives

April 9, 2020

କ’ଣ ଜାଣିବାକୁ ଚାହୁଁଛି ଓଡ଼ିଶା ? କନକ ନ୍ୟୁଜ ପଚାରିଥିବା ପ୍ରଶ୍ନ ଉପରେ ପ୍ରତିକ୍ରିୟା ରଖିଲେ ରାଜ୍ୟ ସରକାରଙ୍କ ମୁଖ୍ୟ…

କନକ ବ୍ୟୁରୋ: କରୋନା ସଂପର୍କରେ କ’ଣ ଜାଣିବାକୁ ଚାହୁଁଛି ଓଡ଼ିଶା? ଏ ନେଇ କିଛିି ପ୍ରଶ୍ନ ଉଠାଇଥିଲା କନକ ନ୍ୟୁଜ୍ । ଉଦ୍ଦେଶ୍ୟ ଥିଲା, ରାଜ୍ୟ ସରକାର କେଉଁ ତଥ୍ୟ ଦେବା ଉଚିତ ଏବଂ ଏହା ଓଡ଼ିଶାବାସୀଙ୍କୁ କିଭଳି ସହାୟତା କରିପାରିବ । କାରଣ ପ୍ରକୃତ ତଥ୍ୟ ଲୁଚି ରହିଲେ, ଗୁଜବ ଖେଳିଯିବାର…

ତୁରନ୍ତ ଫେରାଅ ଜବତ ଗାଡି… ପୋଲିସକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ । ସବୁ ସୁବିଧା ହାତପାହାନ୍ତାରେ ମିଳୁନି,…

କନକ ବ୍ୟୁରୋ: ଗାଡି ଜବତ ନେଇ ହାଇକୋର୍ଟଙ୍କ ବଡ ନିର୍ଦ୍ଦେଶ । ତାଲାବନ୍ଦ ବେଳେ ପୋଲିସକୁ ତାଗିଦ କଲେ ହାଇକୋର୍ଟ । ସଟଡାଉନ ସମୟରେ ଗାଡି ଜବତ କରିପାରିବନି ପୋଲିସ । ବିଭିନ୍ନ ସ୍ଥାନରୁ ଜବତ ଗାଡିକୁ ତୁରନ୍ତ ଫେରାଉ ପୋଲିସ । ଅଣ୍ଡରଟେକିଂ ଲେଖି ଜବତ ଗାଡି ଛଡାଯାଉ ବୋଲି ହାଇକୋର୍ଟ କଡା…

ମାସ୍କ ନପିନ୍ଧିଲେ ଫାଇନ ଗଣିବେ… ଆଜିଠୁ ବିନା ମାସ୍କରେ ଘରୁ ବାହାରିଲେ ତଣ୍ଡ ଗଣିବେ ଉଲ୍ଲଙ୍ଘନକାରୀ । ଜାଣନ୍ତୁ…

କନକ ବ୍ୟୁରୋ: ମାସ୍କ ପିନ୍ଧିବା ନେଇ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ମାସ୍କ ନପିନ୍ଧିଲେ ଦେବାକୁ ପଡିବ ଫାଇନ । ବିନା ମାସ୍କରେ ଘରୁ ଗୋଡ କାଢିଲେ ନିୟମ ଉଲ୍ଲଙ୍ଘନକାରୀ ଗଣିବେ ତଣ୍ଡ । ମାସ୍କ ବ୍ୟବହାର ନକରିବା ଏକ ଦଣ୍ଡ ହୋଇଥିବାରୁ ଆଜିଠାରୁ ସର୍ବସାଧାରଣରେ ମାସ୍କ ନପିନ୍ଧିଲେ…

ଆଖିବୁଜିଲେ ୮୦ ଦଶକ ରାମାୟାଣର ସୁଗ୍ରୀବ । ଦୀର୍ଘଦିନ ଧରି କ୍ୟାନସରରେ ଥିଲେ ପୀଡ଼ିତ, ଶ୍ୟାମସୁନ୍ଦରଙ୍କ ଦେହାନ୍ତ ପରେ…

କନକ ବ୍ୟୁରୋ: ଦେଶରେ ତାଲାବନ୍ଦ ଲାଗି ରହିଥିବା ଆସିଛି ଏକ ଦୁଃଖଦ ଖବର । ରାମାୟଣରେ ସୁଗ୍ରୀବ ଚରିତ୍ରରେ ଅଭିନୟ କରିଥିବା ଶ୍ୟାମ ସୁନ୍ଦର କଲାନୀଙ୍କ ପରଲୋକ ଘଟିଛି । ବର୍ତ୍ତମାନ ପୁଣି ଥରେ ଦୂରଦର୍ଶନକୁ ଲୋକପ୍ରିୟ ଧାରାବାହିକ ରମାନନ୍ଦ ସାଗରଙ୍କ ରାମାୟଣ ଫେରିଥିବା ସମୟରେ ସୁଗ୍ରୀବଙ୍କ ନିଧନ…

ବଲାଙ୍ଗୀର ଘରୋଇ ନର୍ସିଂ ହୋମ ସିଲ୍ । କୋଭିଡ୍-୧୯ ନିୟମ ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ, ନର୍ସିଂ ହୋମ ସିଲ କଲା…

କନକ ବ୍ୟୁରୋ: ଓଡ଼ିଶା କରୁଛି କରୋନା ମୁକାବିଲା । ଆଉ ଏହି ସଙ୍କଟ ସମୟରେ ସମସ୍ତେ ଏକାଠି ହୋଇ ସରକାରଙ୍କ ପରାମର୍ଶକୁ ପାଳନ କରୁଥିବେଳେ ନିୟମ ଉଲ୍ଲଂଘନର ବଡ଼ ଘଟଣା ସାମ୍ନାକୁ ଆସିିଛି । ଏକ ଘରୋଇ ନର୍ସିଂ ହୋମ୍ କୋଭିଡ୍-୧୯ର ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଯେଉଁଥି ପାଇଁ…

ତାଲାବନ୍ଦ ସମୟରେ ଜାରି ରହିବ କୃଷି କାର୍ଯ୍ୟ । ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ…

କନକ ବ୍ୟୁରୋ: ଲକଡାଉନ ସମୟରେ ନରେଗା ଓ କୃଷି କାମ ଜାରି ରହିବ । ଖାଦ୍ୟ ନିରାପତା ଦୃଷ୍ଟିରୁ ମାଲ ପରିବହନରେ କୌଣସି ବାଧା କରାଯିବ ନାହିଁ ବୋଲି ଆଶ୍ୱସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସହିତ ମଣିଷ ଜୀବନ ଓ ଅର୍ଥନୀତି ମଧ୍ୟରେ ମଣିଷ ଜୀବନକୁ ରାଜ୍ୟ କ୍ୟାବିନେଟ ଅଧିକ ଗୁରୁତ୍ୱ ଦେଇଛି ବୋଲି…