Daily Archives

April 13, 2020

ଶୂନଶାନ ରାସ୍ତାରେ ରାହା ଧରି କାନ୍ଦୁଥିଲା କଅଁଳ କଢି । ତତଲା ତାତିରେ ଚିତ୍କାର କରୁଥିଲା, ଜୀବନ ପାଇଁ ନେହୁରା ହେଉଥିଲା…

କନକ ବ୍ୟୁରୋ: ଭୁତାଣୁର ଭୟ ପାଇଁ ଘରେ ରହିଛି ପୂରା ଓଡିଶା । ମହାମାରୀ ମୁକାବିଲା ପାଇଁ ସବୁ ବନ୍ଦ, ସବୁଠି ତାଲା । ଲକଡାଉନରେ କେହି ଘରୁ ବାହାରୁ ନଥିବାରୁ ସବୁଠି ଖାଁ ଖାଁ, ଚାରିଆଡେ ଅସମ୍ଭବ ନିରବତା । ରାସ୍ତାରେ ଗାଡି ଗଡୁ ନଥିବାରୁ ଗଳିକନ୍ଦି, ଛକଛକରେ ଶୂନଶାନର ୧୪୪ ଧାରା । ଆଉ ୟାରି…

ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୫ କରୋନା ଆକ୍ରାନ୍ତ । ସମସ୍ତ ସୁସ୍ଥ ବ୍ୟକ୍ତି ଭୁବନେଶ୍ୱରର । ରାଜ୍ୟରେ ମୋଟ…

କନକ ବ୍ୟୁରୋ: ଓଡିଶା ପାଇଁ ପୁଣି ଭଲ ଖବର । ସୁସ୍ଥ ହେଲେ ରାଜ୍ୟର ଆଉ ୫ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ସମସ୍ତ ୫ ଜଣ ଆକ୍ରାନ୍ତ ଭୁବନେଶ୍ୱରର । ସମସ୍ତ ୫ ଜଣଙ୍କ ନମୂନା ନେଗେଟିଭ ଆସିବା ପରେ ସେମାନେ ସୁସ୍ଥ ହୋଇଥିବା ସୂଚନା । ଏବେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୮କୁ ଛୁଇଁଲା ।…

ଗାଁ ଗାଁରେ ବଳ ସାଜିଛନ୍ତି ଅନୁଙ୍କ କରୋନା ସିପାହୀ । ଘରେ ଘରେ ବୁଲି ସେବା ଯୋଗାଉଛନ୍ତି, ମହାମାରୀର ମୁକାବିଲା…

କନକ ବ୍ୟୁରୋ: କରୋନା ଯୁଦ୍ଧରେ ଅଙ୍ଗନୱାଡି କର୍ମୀଙ୍କ ଅବଦାନକୁ ପ୍ରଶଂସା କଲେ ରାଜ୍ୟ ସରକାର । ପ୍ରେସମିଟରେ ଅଙ୍ଗନବାଡି କର୍ମୀଙ୍କ ପ୍ରେରଣାଦାୟୀ କାହାଣୀ କହିଲେ ସୁବ୍ରତ ବାଗଚୀ । ତାସହ ବିପଦ ବେଳେ କେମିତି ଘର ଘର ବୁଲି ମହାଯୁଦ୍ଧର ମହାଯୋଦ୍ଧା ସାଜିଛନ୍ତି ମହିଳାମାନେ ସେ ବାବଦରେ ସବିଶେଷ…

କରୋନା ଭୟ : ଭାରତ ଛାଡିବାକୁ ଅମଙ୍ଗ ହେଉଛନ୍ତି ଆମେରିକା ନାଗରିକ, ଟ୍ରମ୍ପ ସରକାରଙ୍କ ସ୍ୱତନ୍ତ୍ର ବିମାନରେ ଫେରାଇ ନେବା…

କନକ ବ୍ୟୁରୋ : ଆମେରିକୀୟଙ୍କ ଭିତରେ କରୋନାକୁ ନେଇ ଭୟର ଏକ ସାଙ୍ଘାତିକ ଚିତ୍ର ସାମ୍ନାକୁ ଆସିଛି । ଭାରତରେ ଅଟକି ରହିଥିବା ଆମେରିକା ନାଗରିକଙ୍କୁ ଫେରାଇନେବାକୁ ଚାହୁଁଛନ୍ତି ଟ୍ରମ୍ପ ସରକାର । ହେଲେ ସେମାନେ ଭାରତ ଛାଡିବାକୁ ଅମଙ୍ଗ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆମେରିକା ଫେରିବା ପାଇଁ…

ଲକଡାଉନ : ପାସ୍ ମାଗିବାରୁ ପୋଲିସ ଏଏସଆଇଙ୍କ ହାତ ହାଣିଦେଇଥିଲେ, ସାଢେ ସାତ ଘଣ୍ଟାର ଅପରେସନ ପରେ କଟା ହାତକୁ ଯୋଡିଲେ…

କନକ ବ୍ୟୁରୋ : ସାଢେ ସାତ ଘଣ୍ଟାର ସଫଳ ଅସ୍ତ୍ରୋପଚାର ପରେ ଯୋଡା ହେଲା ଏଏସଆଇଙ୍କ କଟାହାତ । ପଂଜାବ ପଟିଆଲାରେ ରବିବାର ସକାଳୁ କର୍ଫ୍ୟୁ ସମୟରେ ଡ୍ୟୁଟିରେ ଥିବା ଏଏସଆଇ ହରଜୀତ ସିଂହଙ୍କୁ ନିହଙ୍ଗ ଶିଖ ଗୋଷ୍ଠୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କର୍ଫ୍ୟୁ ସମୟରେ ପାସ୍ ମାଗିବାରୁ ତାଙ୍କ…

ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା ପୂର୍ବରୁ କାର୍ଯ୍ୟାଳୟକୁ ଫେରିଲେ ମନ୍ତ୍ରୀ, ଅଫିସର । କମ କର୍ମଚାରୀରେ ଚାଲିଲା କାମ,…

କନକ ବ୍ୟୁରୋ : ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଘୋଷଣା ହେବା ନେଇ ଚର୍ଚ୍ଚା ଭିତରେ କାର୍ଯ୍ୟାଳୟକୁ ଫେରିଛନ୍ତି ମନ୍ତ୍ରୀ, ଅଫିସର । ପ୍ରଥମ ପର୍ଯ୍ୟାୟ ଲକଡାଉନ ଅବଧି ମଙ୍ଗଳବାର ମଧ୍ୟରାତ୍ରରେ ଶେଷ ହେଉଛି । ଏହାର ଦିନକ ଆଗରୁ ଅଫିସରେ ପହଁଚି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି…