Daily Archives

April 30, 2020

ଶ୍ରମିକର ସୁନେଲୀ ସ୍ୱପ୍ନ ଆଗରେ ଲକଡାଉନ ଟାଣିଛି ଲକ୍ଷ୍ମଣରେଖା । ତାଲା ଫିଟିବ, ତତଲା ଖରାରେ ସିଝି ସିଝି ପୁଣି ସ୍ୱପ୍ନର…

କନକ ବ୍ୟୁରୋ: ଭଙ୍ଗା ଚାଳ ଘରୁ ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ମଣିଷର ନାଁ ଶ୍ରମିକ । ଭିତରେ ଭିତରେ ନିଜ ଆଶାକୁ ଗଢୁଥିବା, ଭାଙ୍ଗୁଥିବା ଆସ୍ପର୍ଦ୍ଧାର ନାଁ ଶ୍ରମିକ । ତା ଶ୍ରମରେ ନଥାଏ ଭେଜାଲପଣ କି ତା କଷ୍ଟରେ ନଥାଏ କୌଣସି ଛଳନା । ସେ ଝାଳ ବୁହାଏ, ଲୁହ ଝରାଏ, ଦୁମ ଦୁମ ଖରାର ଝାଞ୍ଜି ସହି…

ହାତ ହାଣିଦେଲେ, ହେଲେ ହାରିଲେନି ହରଜିତ୍ । ମହାମାରୀ ମୁକାବିଲା ବେଳେ ଆକ୍ରମଣରେ ହାତ ହରାଇଥିଲେ କରୋନା ହିରୋ ।…

କନକ ବ୍ୟୁରୋ: କାଟିଦେଲେ ହାତ, ହାରିଲେନି ଯୋଦ୍ଧା । ମହାମାରୀ ବେଳେ ହାତ ହରାଇଲେ କରୋନା ହିରୋ । ମେଡିକାଲରୁ ଫେରିବା ପରେ ସିପାହୀଙ୍କୁ ଭବ୍ୟ ସ୍ୱାଗତ । ବାଜା ବାଜୁଛି, ଫୁଲ ପଡୁଛି । ବିଜୟର ତିଳକ ପିନ୍ଧାଇ ତାଳିରେ ତାଳିରେ କରୋନା ଯୋଦ୍ଧାଙ୍କୁ ସ୍ୱାଗତ ଚାଲିଛି । ସ୍ୱାଗତ ସମ୍ପର୍ଦ୍ଧନାର ଏ…

ଓଡ଼ିଶା ଫେରିଲେ ପ୍ରବାସୀ ଓଡ଼ିଆ । ସୁରତରୁ ଆସିଥିବା ଓଡ଼ିଆଙ୍କୁ କ୍ୱାରେଣ୍ଟାଇନରେ ରଖିଲା ପ୍ରଶାସନ, ସଙ୍ଗରୋଧରେ ରହିବେ ୧୪…

କନକ ବ୍ୟୁରୋ : ଗୁଜରାଟର ସୁରତରୁ ପ୍ରବାସୀ ଓଡିଆଙ୍କ ଘର ବାହୁଡା ଆରମ୍ଭ ହୋଇଯାଇଛି । ବୁଧବାର ବିଳମ୍ବିତ ରାତିରେ ସୁରତର ଓଡିଆଙ୍କୁ ନେଇ ୪ଟି ବସ ଗଂଜାମ ଜିଲ୍ଲାରେ ପହଁଚିଛି । ତେବେ ପୂର୍ବରୁ ନିଆଯାଇଥିବା ନିଷ୍ପତି ଅନୁସାରେ ୨ଟି ବସ୍ ଶେରଗଡ଼ ଓ ୨ଟି ବସ୍ ଧରାକୋଟ ପହଁଚିବା ପରେ…

ସାମାଜିକ ଦୂରତା ନ ରଖିଲେ ଗଣିବେ ତଣ୍ଡ । ମାସ୍କ ନ ପିନ୍ଧିଲେ ଦୋକାନ ମନା, ୬୦ ଦିନ ପାଇଁ ଜାରି ରହିବ କଡା କଟକଣା ।

କନକ ବ୍ୟୁରୋ : ସାମାଜିକ ଦୂରତା ରକ୍ଷା ନକଲେ ଗଣିବାକୁ ପଡିବ ୫ଶହ ଟଙ୍କା ଜରିମାନା । ଭୁବନେଶ୍ୱର କଟକ ଅଞ୍ଚଳରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ଗାଇଡଲାଇନ ଜାରି କରିଛି କମିଶନରେଟ ପୁଲିସ । ଏହି ଅଧିନିୟମ ମେ ୧ ତାରିଖରୁ ଲାଗୁ ହେବାକୁ ଯାଉଛି । ସାମାଜିକ ବ୍ୟବଧାନ କହିଲେ ଦୁଇ ଜଣ…

ଭୁବନେଶ୍ୱରରେ କେଉଁ ଦୋକାନ ଖୋଲିବ ଓ କେଉଁ ଦୋକାନ ବନ୍ଦ ରହିବ? ସ୍ପଷ୍ଟ କଲା ବିଏମସି । ଜାଣନ୍ତୁ ମାର୍କେଟ କମ୍ପେ୍ଲକ୍ସ…

କନକ ବ୍ୟୁରୋ : ମଲ ଓ ମାର୍କେଟ କମ୍ପେ୍ଲକ୍ସକୁ ବନ୍ଦ ରଖି ଅଣଅତ୍ୟାବଶ୍ୟକ ସାମଗ୍ରୀରର କିଛି ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ । ତେବେ ଏହାକୁ ନେଇ କିଛି ଦ୍ୱନ୍ଦ ଦେଖା ଦେଇଥିଲା । ଏଣୁ କେଉଁ ଦୋକାନ କିଭଳି ଖୋଲିବ ଓ କେଉଁ ଦୋକାନ ପୂର୍ବଭଳି ବନ୍ଦ ରହିବ ସେନେଇ…

ମାସ୍କ ପରେ ସାମାଜିକ ଦୂରତାକୁ ଗୁରୁତ୍ୱ । ଦୋକାନ-ବାଣିଜ୍ୟିକ ପ୍ରତିଷ୍ଠାନରେ ଦୂରତା ନରଖିଲେ ଗଣିବେ ୫୦୦ ଟଙ୍କା…

କନକ ବ୍ୟୁରୋ: ମାସ୍କ ପରେ ଏବେ ସାମାଜିକ ଦୂରତାକୁ ଗୁରୁତ୍ୱ । କରୋନା ସଂକ୍ରମଣ ରୋକିବାକୁ କମିଶନରେଟ୍ ପୋଲିସର କଡ଼ା ଆଭିମୁଖ୍ୟ । କଟକ-ଭୁବନେଶ୍ୱରରେ ସାମାଜିକ ଦୂରତ୍ୱ ରଖି ଦୋକାନ ବଜାର ଅଞ୍ଚଳରେ ଭିଡ଼ ନକରିବା ପାଇଁ ଆଉ ଏକ ଗାଇଡ୍ ଲାଇନ୍ ଜାରି କଲା କମିଶନରେଟ୍ ପୋଲିସ୍ । ଏଣିକି ସାମାଜିକ…