Daily Archives

April 2, 2020

୨୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ୫୩ରେ ପହଂଚିଲା କରୋନାଙ୍କ ମୃତକଙ୍କ ସଂଖ୍ୟା

କନକ ବ୍ୟୁରୋ : ଗୁରୁବାର ସଂଧ୍ୟାସୁଦ୍ଧା ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୬୯ରେ ପହଞ୍ଚିଛି । ଏହା ସହିତ ମୃତ୍ୟୁସଂଖ୍ୟା ୫୩ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି । ଏହି ରିପୋର୍ଟ ଅନୁସାରେ ଭାରତରେ…

ଆସିଲା ୫ମ କରୋନା ଆକ୍ରାନ୍ତଙ୍କ ପୂରା ଗସ୍ତ ବିବରଣୀ । ଜାଣନ୍ତୁ କେଉଁ କେଉଁ ସ୍ଥାନକୁ ଯାଇଥିଲେ ପ୍ରଦୀପ୍ତ ଦଳବେହେରା

କନକ ବ୍ୟୁରୋ: ଆସିଲା ୫ମ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ । କେଉଁଠି କେଉଁଠି ଯାଇଥିଲେ ଭୁବନେଶ୍ୱର ସୂର୍ଯ୍ୟନଗରର ୫ମ କରୋନା ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରା । ପ୍ରଦୀପ୍ତଙ୍କ ପୂରା ଟ୍ରାଭେଲ ହିଷ୍ଟ୍ରି ଦେଲା ସ୍ୱାସ୍ଥ୍ୟ ବିଭାଗ । ଟ୍ୱିଟ କରି ତାଙ୍କ ଗସ୍ତ ଉପରେ ତମାମ ବିବରଣୀ ଦେଲା ସ୍ୱାସ୍ଥ୍ୟ…

ଓଡ଼ିଶା କରୁଛି କରୋନା ମୁକାବିଲା: ଘର ମାଲିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଶ୍ରମିକ ଓ ଗରିବ ଘର ଭଡ଼ାଟିଆଙ୍କୁ ତିନିମାସ…

କନକ ବ୍ୟୁରୋ: ଓଡ଼ିଶା କରୁଛି କରୋନା ମୁକାବିଲା । ଶ୍ରମିକ ଓ ଗରିବ ଭଡ଼ାଟିଆଙ୍କ ୩ ମାସର ଘରଭଡ଼ା ଛାଡ଼ ନହେଲେ ଘୁଞ୍ଚାଇବାକୁ ଘର ମାଲିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ । କାରଣ କରୋନା ମୁକାବିଲା ପାଇଁ ଯେତେବେଳେ ଦେଶବ୍ୟାପୀ ତାଲାବନ୍ଦ ଜାରି ରହିଛି ସେତିକିବେଳେ ଅନେକ କେବଳ ଓଡ଼ିଶା ନୁହେଁ ଦେଶ…

ତାଲାବନ୍ଦ: କାଲି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ, ଦେଶରେ କରୋନା ସ୍ଥିତି ନେଇ ଭିଡିଓ ବାର୍ତ୍ତାରେ କ’ଣ…

କନକ ବ୍ୟୁରୋ: ଭାରତ କରୁଛି କରୋନା ମୁକାବିଲା । ଦେଶବ୍ୟାପୀ ୨୧ ଦିନିଆ ତାଲାବନ୍ଦ ଜାରି ରହିଥିବାବେଳେ ଆସନ୍ତାକାଲି ପୁଣି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାଲି ସକାଳ ୯ଟାରେ କରୋନା ମୁକାବିଲା ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିବେ ବୋଲି ଏ ସଂପର୍କରେ ଟ୍ୱିଟ…

କରୋନା ଲକ୍ଷଣ ଥିଲେ ଲୁଚାନ୍ତୁ ନାହିଁ । ମହାମାରୀର ମୁକାବିଲା ପାଇଁ ନିଜ ଭିତରର ଭୟକୁ ଦୂରାନ୍ତୁ… କାହା କଥା…

କନକ ବ୍ୟୁରୋ: କରୋନା ଆକ୍ରାନ୍ତ କିମ୍ବା କରୋନା ସନ୍ଦିଗ୍ଧଙ୍କୁ ସାନ୍ତ୍ୱନା ଦେଲେ ସୁବ୍ରତ ବାଗଚୀ । ବିଶ୍ୱର ଏଭଳି ପରିସ୍ଥିତି ଦେଖି ଭୟ କରନ୍ତୁ ନାହିଁ କି ଡରି ଯାଆନ୍ତୁ ନାହିଁ । ଦୁର୍ବାର ସମୟରେ ମଣିଷ ଡରିବା ସ୍ୱାଭାବିକ କଥା ମାତ୍ର ଡରି ନଯାଇ ଏହାର ମୁକାବିଲା କରିବା ଦରକାର । କାରଣ ଆପଣ…