Daily Archives

April 5, 2020

ସାମାଜିକ ଦୂରତା ନମାନିଲେ ମାଡ଼ ମାରିବ ପୋଲିସ । ସ୍ପଷ୍ଟ ନିର୍ଦ୍ଦେଶ ଦେଲେ ସରକାର, କାଲିଠୁ ବାହାରେ ବୁଲୁଥିବା ଲୋକଙ୍କ…

କନକ ବ୍ୟୁରୋ : ସାମାଜିକ ଦୂରତା ଉଲ୍ଲଂଘନ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ରାସ୍ତାରେ ଖଟି କଲେ, ଅଯଥାରେ ଘରୁ ବାହାରିଲେ ମାଡ ମାରିବ ପୋଲିସ । ଓଡ଼ିଶା ପୋଲିସକୁ ଏନେଇ ସ୍ପଷ୍ଟ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ରାଜ୍ୟର ପ୍ରମୁଖ ସହରରେ ପୋଲିସ କରିବ ବଳ ପ୍ରୟୋଗ । କରୋନା ଆକ୍ରାନ୍ତଙ୍କ…

ଲାଇଟ ଲିଭିଲା, ଦୀପ ଜଳିଲା… କରୋନାର ଅନ୍ଧାର ଦୂରାଇବାକୁ ଦୀପ ଜାଳିଲା ଭାରତ । ଏକତାର ବାର୍ତ୍ତା ଦେବାକୁ ଦୀପ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶବାସୀ ଆଜି ଘର ସାମ୍ନାରେ ଓ ବାଲକୋନିରେ ଦୀପ ଜାଳିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଜାତୀୟ ରାଜଧାନୀ ଦିଲ୍ଲୀସ୍ଥିତ ନିଜ ନିବାସରେ ଦୀପ ଜାଳିଛନ୍ତି । ଦେଶବାସୀ ଆତଶବାଜୀ କରିବା ସହ ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି ।…

ଚିନ୍ତା ବଢ଼ାଇଲା ଆକ୍ରାନ୍ତଙ୍କ ସଂଖ୍ୟା! ଭୁବନେଶ୍ୱରରେ ଗୋଟିଏ ଦିନରେ ୧୮ କରୋନା ପଜିଟିଭ୍, ରାଜ୍ୟରେ ୩୯ରେ ପହଁଚିଲା…

କନକ ବ୍ୟୁରୋ: ରାଜଧାନୀରେ ରେକର୍ଡ ସ୍ତରରେ ପହଁଚିଲା କରୋନା ଆକ୍ରାନ୍ତ ସଂଖ୍ୟା । ଦିନକରେ ଚିହ୍ନଟ ହେଲେ ୧୮ କରୋନା ପଜିଟିଭ୍ । ସବୁଠାରୁ ବଡ଼ କଥା ହେଲା କି, ଏହି ୧୮ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ବମିଖାଲ ଅଞ୍ଚଳର ୧୬ ଜଣ ବୋଲି ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ତେବେ ଅପରାହ୍ନରେ ଦୁଇ ଜଣ…

ପୁଣି ୧୬ ପଜିଟିଭ । ଭୁବନେଶ୍ୱରରେ ଚିହ୍ନଟ ହେଲେ ଆଉ ୧୬ କରୋନା ଆକ୍ରାନ୍ତ । ଦିନକରେ ଭୁବନେଶ୍ୱରରେ ୧୮ ପଜିଟିଭ ଆସିବା…

କନକ ବ୍ୟୁରୋ: ଓଡିଶାରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ଭୁବନେଶ୍ୱରରେ ୧୬ କରୋନା ପଜିଟିଭ । ଭୁବନେଶ୍ୱରରେ ଆଉ ୧୬ କରୋନା ଆକ୍ରାନ୍ତ ଚିହ୍ନଟ । ଟ୍ୱିଟ ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ । 16 more COVID positive cases confirmed in Bhubaneswar. — H &…

କରୋନା ସହ ଲଢେଇ ନେଇ ବିରୋଧୀଙ୍କ ସହ ଆଲୋଚନା କଲେ ମୋଦି । ଫୋନ କରି ନବୀନ ପଟ୍ଟନାୟକ, ସୋନିଆ ଗାନ୍ଧୀ, ମନମୋହନ ସିଂହ,…

କନକ ବ୍ୟୁରୋ: ଭୟାବହ କରୋନା ଭୂତାଣୁର ପ୍ରକୋପ ଭିତରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ କରି କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ମୁକାବିଲା ନେଇ ମୋଦି ଆଲୋଚନା କରିଥିବା ଜଣାପଡିଛି । ଏଥିସହ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ ପ୍ରତିଭା…

ମାସ୍କ ନପିନ୍ଧିଲେ ହଜାରେ ଫାଇନ୍ । ବିନା ମାସ୍କରେ ବାହାରକୁ ବାହାରିଲେ ଦେବାକୁ ପଡିବ ଜରିମାନା । ଗଞ୍ଜାମରେ ଲାଗୁ ହେଲା…

କନକ ବ୍ୟୁରୋ: ମାସ୍କ ନପିନ୍ଧିଲେ ପଡିବ ଫାଇନ । ବିନା ମାସ୍କରେ ବାହାରକୁ ବାହାରୁଥିଲେ ଦେବାକୁ ପଡିବ ଜରିମାନା । କରୋନା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର କଡା ନିଷ୍ପତ୍ତି । ବିନା ମାସ୍କରେ ଘରୁ ବାହାରିଲେ ହଜାର ଟଙ୍କା ଦେବେ । ସହରାଞ୍ଚଳର ଲୋକେ ମାସ୍କ ନପିନ୍ଧିଲେ ହଜାରେ ଟଙ୍କା ଜରିମାନା…