Daily Archives

April 4, 2020

ଅତୀତରେ ଯେମିତି, ଏବେବି ସେମିତି… ପୁରୁଣା ହେଲେ ବି ନୂଆନୂଆ ଲାଗୁଛି ୮୦ ଦଶକର ରାମାୟଣ । ଲକଡାଉନ ବେଳେ ପୁଣି…

କନକ ବ୍ୟୁରୋ: ବାହାରେ କରୋନା, ଘରେ ମଣିଷ । ୨୧ ଦିନିଆ ଲକଡାଉନ ପାଇଁ ଘରେ ରହିଛି ସାରା ଭାରତ । କରୋନା ମୁକାବିଲା ପାଇଁ ଏବଂ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପୂରା ଦେଶକୁ ତାଲାବନ୍ଦ କରାଯାଇଛି । ବାହାରକୁ ନବାହାରି ଘରେ ରହିବାକୁ ସରକାର ପରାମର୍ଶ ଦେଉଥିବା ବେଳେ ସମାଜିକ ଦୂରତା ପାଇଁ ବି…

ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । କଳାହାଂଡିର ୨୯ ବର୍ଷିୟ ଯୁବକଙ୍କର ଆସିଲା ପଜିଟିଭ୍ ରିପୋର୍ଟ

କନକ ବ୍ୟୁରୋ : ରାଜ୍ୟରେ ପୁଣି ଜମେ କରୋନା ଆକ୍ରାନ୍ତ ଚିହ୍ନଟ । ବର୍ତମାନ ସୁଦ୍ଧା ୨୧ରେ ପହଂଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଏନେଇ ଟ୍ୱିଟ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ । ମିଳିଥିବା ସୂଚନା ଅନୁସାରେ କଳାହାଂଡିର ୨୯ ବର୍ଷିୟ ଯୁବକଙ୍କ ରକ୍ତନମୁନା ପଜେଟିଭ ଆସିଛି । ତେବେ…

କେମିତି କରୋନା ଭୂତାଣୁ ମୁକ୍ତ ହେଲେ ପ୍ରିନ୍ସ ଚାର୍ଲସ ? ସାମ୍ନାକୁ ଆସିଲା ବିଭ୍ରାନ୍ତିକର ତଥ୍ୟ, କେନ୍ଦ୍ର ଆୟୁଷ…

କନକ ବ୍ୟୁରୋ : କେମିତି କରୋନା ଭୂତାଣୁ ମୁକ୍ତ ହେଲେ ପ୍ରିନ୍ସ ଚାର୍ଲସ ? ଏହାକୁ ନେଇ ବିଭ୍ରାନ୍ତିକର ତଥ୍ୟ ସାମ୍ନାକୁ ଆସିଛି । ତାହା ପୁଣି ଭାରତରୁ । କାରଣ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ କହିଥିଲେ ଯେ, ପ୍ରିନ୍ସ ଚାର୍ଲସଙ୍କୁ ସୁସ୍ଥ କରିପାରିଛି ହୋମିଓପାଥି ଓ ଆୟୁର୍ବେଦିକ ଚିକିତ୍ସା ।…

ସଂକ୍ରମଣର ସଂକଟ ରୋକିବାକୁ ସରକାରଙ୍କ ସଟ୍ ଡାଉନ୍ ସୁତ୍ର । ଭୁବନେଶ୍ୱର, କଟକ , ଭଦ୍ରକ ପରେ ଗଂଜାମ ଜିଲ୍ଲା ହେଲା ସଟ୍…

କନକ ବ୍ୟୁରୋ : ଜାଗା ଜାଗାରେ ବ୍ୟାରିକେଡ୍ । ଛକ ଛକରେ ପୋଲିସ । ଶୂନଶାନ ସାରା ସହର । ଖାଲିପଡିଛି ରାଜଧାନୀର ରାସ୍ତାଘାଟ । କାଁ ଭାଁ ଗାଡି ଚାଲୁଥିଲା । ତାହା ବି ପୋଲିସ ଭ୍ୟାନ୍, ବିଏମସି ଗାଡି ନଚେତ୍ ଆମ୍ବୁଲାନ୍ସ ଥିଲା । ଜରୁରୀ କାମରେ ବାହାରିଥିବା ଲୋକଙ୍କୁ ତନ୍ନ ତନ୍ନ କରି ଯାଂଚ୍…

ପ୍ରଥମ ଥର ପାଇଁ ଫେସ୍ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ବାହାରକୁ ଗଲେ…

କନକ ବ୍ୟୁରୋ : ସାରା ଦେଶରେ ମାସ୍କର ଅଭାବ ଥିବା ବେଳେ ଘର ତିଆରି ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଦେଶରେ କରୋନା ଭାଇରସ୍ କାୟା ମେଲାଉଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏପରି ସୁପାରିଶ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆଡଭାଇଜରି…

କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ସରକାର । କଲିକତାରେ ୪ ଦିନ ଥିଲେ ୫ମ ଆକ୍ରାନ୍ତଙ୍କ ପରିବାର ସଦସ୍ୟ ।…

କନକ ବ୍ୟୁରୋ: ଓଡିଶାରେ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରିକୁ ନେଇ ଆସିଲା ବଡ ଖବର । ଭୁନେଶ୍ୱରର ୨ଟି ମାମଲା ଏବଂ ପୁରୀର ଜଣେ ପଜିଟିଭଙ୍କ ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର । ୩ ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ ପ୍ରେସମିଟ କରି ଜଣାଇଲେ ବିଏମସି କମିଶନର । ତେବେ ଭୁବନେଶ୍ୱର ସୂର୍ଯ୍ୟନଗର…