Daily Archives

April 25, 2020

ସେମାନେ ଖରାବର୍ଷାରେ ଖଟୁଛନ୍ତି ବୋଲି ଆମେ ଅଚିନ୍ତା ନିଦରେ ଶୋଉଛୁ… ଭୟ ଭିତରେ ଭରସା ଦେଇ ଏସି ରୁମରେ ନୁହେଁ…

କନକ ବ୍ୟୁରୋ: ମାଟି ମାଆ କୋଳରେ ଶୋଇଛି ପୁଅ । ସାରା ରାତି ଭାରତ ମାତାକୁ ସୁରକ୍ଷା ଦେବା ପରେ ଭୋରୁ ଭୋରୁ ତା ନିଦଭରା ଆଖିକୁ ଆରାମ ଦେବାକୁ ମାଆର ଛାତିକୁ ଆଉଜି ଶାନ୍ତିରେ ଶୋଇଯାଇଛି ତା ପୋଲିସ ପୁଅ । ମୁଣ୍ଡ ତଳେ ନା ଅଛି ତକିଆ, ନା ପିଠି ତଳେ ବିଛଣା । ଫୁଙ୍ଗୁଳା ମାଟି ଉପରେ, ମୁକୁଳା ଆକାଶ…

ରାଜ୍ୟରେ ୧୦୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାଜପୁରରେ ୬ ଆକ୍ରାନ୍ତ ଚିହ୍ନଟ ହେବା ପରେ ଶହେରେ ପହଞ୍ଚିଲା…

କନକ ବ୍ୟୁରୋ: କରୋନା ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ରାଜ୍ୟରେ ୧୦୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାଜପୁରରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ । ନୂଆ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡିଶାରେ ୧୦୦ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଟିକେ ପୂର୍ବରୁ…

ନକଲି ପୁଲିସକୁ ଧରିଲା ଅସଲି ପୁଲିସ । ଭୁବନେଶ୍ୱର ବଡଗଡରୁ ନକଲି ଇନସପେକ୍ଟର ମନୋଜ ମହାନ୍ତି ଗିରଫ, ଖଣ୍ଡଗିରି…

କନକ ବ୍ୟୁରୋ: ଜଣେ ନକଲି ଆଇପିଏସ ଅଧିକାରୀ ଗିରଫ ହେବା ପରେ ଏବେ ଜଣେ ନକଲି ଥାନାବାବୁ ଧରାପଡିଛି । ରାଜଧାନୀ ଭୁବନେଶ୍ୱରରେ ଧରାପଡିଥିବା ଏହି ନକଲି ଥାନାବାବୁ ହେଲେ । କୋରାପୁଟ ଜିଲ୍ଲାର ମନୋଜ ମହାନ୍ତି । ଦୀର୍ଘ ଦିନ ହେଲା ଭୁବନେଶ୍ୱର ବଡଗଡ ଅଂଚଳରେ ରହୁଥିବା ମନୋଜ, ନିଜକୁ ଖଣ୍ଡଗିରି…

ଓଡିଶା ପାଇଁ ଚିନ୍ତା ବଢାଇଲା ଯାଜପୁର । ପୁଣି ଯାଜପୁରରେ ଚିହ୍ନଟ ହେଲେ ୫ କରୋନା ଆକ୍ରାନ୍ତ । ଏବେ ରାଜ୍ୟରେ ମୋଟ…

କନକ ବ୍ୟୁରୋ: ଓଡିଶା ପାଇଁ ଚିନ୍ତା ବଢାଇଲା ଯାଜପୁର । ପୁଣି ଯାଜପୁରରେ ୫ ପଜିଟିଭ । ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ । ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର । ନୂଆ ଆକ୍ରାନ୍ତ ନେଇ ସୂଚନା ଦେଲା ଜିଲ୍ଲା ପ୍ରଶାସନ । ତେବେ ଦଶରଥପୁର କଟିକଟା ଗାଁର ୪ ଜଣ ଆକ୍ରାନ୍ତ…

ଓଡିଶା ପାଇଁ ଖୁସି ଖବର । ସୁନ୍ଦରଗଡର ଆଉ ଜଣେ ଆକ୍ରାନ୍ତ ସୁସ୍ଥ । ରାଜ୍ୟରେ ମୋଟ ୫ଟି ଜିଲ୍ଲା ହେଲା କରୋନା ମୁକ୍ତ ।…

କନକ ବ୍ୟୁରୋ: ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ଆକ୍ରାନ୍ତ ସୁନ୍ଦରଗଡ ଜିଲ୍ଲାର । ତେବେ ସୁନ୍ଦରଗଡର ମୋଟ ୩ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ପୂର୍ବରୁ ସୁସ୍ଥ ହୋଇଛନ୍ତି । ଆଜି ଆଉ ଜଣେ ସୁସ୍ଥ ହେବା ପରେ କରୋନା ମୁକ୍ତ ହେଲା ସୁନ୍ଦରଗଡ ଜିଲ୍ଲା…

୧୦୬ ବର୍ଷର କରୋନା ଯୋଦ୍ଧା । ୧୯୧୮ରେ ସ୍ପାନିସ ଫ୍ଲୁରୁ ବର୍ତ୍ତି ଯାଇଥିଲେ ସ୍ପେନ ମହିଳା, ୨୦୨୦ରେ ମହାମାରୀ କରୋନାକୁ…

କନକ ବ୍ୟୁରୋ: ୧୯୧୮ରେ ବିଶ୍ୱ ଦେଖିଥିବା ମହାମାରୀ ସ୍ପାନିସ ଫ୍ଲ୍ୟୁ ସହ ଲଢେଇ କରିଥିଲେ ଆଉ ଏବେ ୨୦୨୦ରେ ମାରାତ୍ମକ କରୋନା ଭୂତାଣୁ କୁ ମଧ୍ୟ ମାତ୍ ଦେଇଛନ୍ତି । ଏମିତି ଜଣେ ମହିଳାଙ୍କ କାହାଣୀ ଯିଏ ନିଜ ୧୦୬ ବର୍ଷର ଜୀବନ କାଳରେ ଦୁଇ ଦୁଇ ଥର ମାରାତ୍ମକ ରୋଗକୁ ହରାଇ ପାରିଛନ୍ତି । ଇଏ ହେଉଛି…