Daily Archives

April 9, 2020

ମାସ୍କ ବିନା ପେଟ୍ରୋଲ ମନା । ଯିଏ ମାସ୍କ ପିନ୍ଧିବନି, ତାକୁ ପେଟ୍ରୋଲ ମିଳିବନି… ରାଜ୍ୟର ସମସ୍ତ ପେଟ୍ରୋଲ…

କନକ ବ୍ୟୁରୋ: ମାସ୍କ ନାହିଁ ତ ପେଟ୍ରୋଲ ନାହିଁ । ବିନା ମାସ୍କରେ ମିଳିବନି ପେଟ୍ରୋଲ । ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରେ ଏହି ନିୟମ ଲାଗୁ । ଯଦି ଆପଣ ପେଟ୍ରୋଲ ପମ୍ପକୁ ମାସ୍କ ନପିନ୍ଧି ଯାଉଛନ୍ତି ତେବେ ଆପଣଙ୍କୁ ତେଲ ମିଳିବନି । ଯିଏ ନପିନ୍ଧିବ ତାକୁ ପେଟ୍ରୋଲ ଦିଆଯିବନି ବୋଲି ସ୍ପଷ୍ଟ…

ଆରମ୍ଭ ହେଲା ମାଆ ତାରିଣୀଙ୍କ ଚଇତି ପର୍ବ । ଲକ ଡାଉନ୍ ପାଇଁ ଖାଁ ଖାଁ ମନ୍ଦିର ବେଢା, ନା ଅଛି ଭକ୍ତଙ୍କ ଭିଡ, ନା ଅଛି…

କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କର ଆଜିଠାରୁ ଆରମ୍ଭ ହୋଇଛି ୮୪ ତମ ଚଇତି ପର୍ବ । ହେଲେ ପ୍ରତିବର୍ଷ ଭଳି ଏଥର ଚଇତି ପର୍ବର ରଙ୍ଗ ଫିକା ପଡିଯାଇଛି । କରୋନା ମୁକାବିଲା ପାଇଁ ମା ତାରିଣୀଙ୍କ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଛି । ଏପରି ସମୟରେ କେବଳ…

୭ କରୋନା ଆକ୍ରାନ୍ତଙ୍କ ପୂରା ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର । ଜାଣନ୍ତୁ ଏହି ୭ ଆକ୍ରାନ୍ତ କେଉଁ କେଉଁ ସ୍ଥାନରୁ…

କନକ ବ୍ୟୁରୋ: ଆସିଲା ୭ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ । ଓଡିଶାର ୭ ଜଣ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର । ପଶ୍ଚିମବଙ୍ଗ ମେଦିନାପୁରର ୭୦ ବର୍ଷୀୟ ବୃଦ୍ଧଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଲେ ସରକାର । ୪୪ତମ ଆକ୍ରାନ୍ତଙ୍କ ସହ ଅନ୍ୟ ୬ ଜଣ ଅର୍ଥାତ ମୋଟ ୭ ଜଣ ଆକ୍ରାନ୍ତଙ୍କ…

ଭାରତ ଭଳି ପାକିସ୍ତାନର ବି ତବଲିଘି ଜମାତ ଚିନ୍ତା । ସମାବେଶରୁ ବଢ଼ିଲା ସଂକ୍ରମଣ ବୋଲି ନେତାଙ୍କ ଦାବି, ପଢ଼ନ୍ତୁ କ’ଣ…

କନକ ବ୍ୟୁରୋ: ଭାରତ ପରେ ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢାଇ ଦେଇଛି ତବଲିଘି ଜମାତ । ପାକିସ୍ତାନରେ ବି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି କରିବା ପଛରେ ପ୍ରମୁଖ କାରଣ ପାଲଟିଛି ଦିଲ୍ଲୀ ନିଜାମୁଦ୍ଦିନର ଏହି ଧାର୍ମିକ ସମାବେଶ । କଂଗ୍ରେସ ନେତା ମନିଷ ତିୱାରୀ ଟ୍ୱିଟ୍ କରି ଏନେଇ…

ଆସିଲା ୪୪ତମ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ । ୭ ଏପ୍ରିଲରେ ମେଦିନାପୁରରୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଅଭିମୁଖ୍ୟ…

କନକ ବ୍ୟୁରୋ: ଆସିଲା ୪୪ତମ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ । ୭୦ ବର୍ଷୀୟ ବୃଦ୍ଧଙ୍କ ଗସ୍ତ ବିବରଣୀ ଦେଲେ ସରକାର । ୭ ଏପ୍ରିଲରେ ମେଦିନାପୁରରୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଅଭିମୁଖ୍ୟ ଆସିଥିଲେ । ସେହିଦିନ ରାତିରେ ଆସିବା ବାଟରେ ବାଲେଶ୍ୱରର ଏକ ଚା’ ଦୋକାନରେ ଅଟକିଥିଲେ । ୮ ଏପ୍ରିଲରେ…

ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ବଢାଇଲା ଲକଡାଉନ ଅବଧି । ଏପ୍ରିଲ ୩୦ ଯାଏଁ ତାଲାବନ୍ଦ, ଜୁନ ୧୭ ପର୍ଯ୍ୟନ୍ତ ସମସ୍ତ…

କନକ ବ୍ୟୁରୋ: ଗୋଟିଏ ପଟେ ମଣିଷର ଜୀବନ ଅନ୍ୟପଟେ ଅର୍ଥନୀତିର ଅବସ୍ଥା । ଏପଟେ ନଈ ସେପଟେ ଖାଇ । ଏଭଳି ସ୍ଥିତି ଦେଇ ଗତି କରୁଛି ସାରା ବିଶ୍ୱ । ଓଡ଼ିଶାରେ ଲକ୍ ଡ଼ାଉନ ବଢ଼ାଇବା ସହ ସାରା ଦେଶରେ ମଧ୍ୟ ଲକ୍ ଡ଼ାଉନ ବଢ଼ାଇବା ପାଇଁ ରାଜ୍ୟ କ୍ୟାବିନେଟ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛି ।…