Daily Archives

April 11, 2020

ଓଡିଶାରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ । ୪ ଜଣଙ୍କ ନମୂନାରେ କରୋନା ପଜିଟିଭ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

କନକ ବ୍ୟୁରୋ: କରୋନାକୁ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ । ୪ ଜଣଙ୍କ ନମୂନାରେ ଆସିଲା କରୋନା ପଜିଟିଭ । ନୂଆ ୪ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଛୁଇଁଲା । Four COVID-19…

ଲକ୍ ଡାଉନ ଯୋଗୁଁ ଗରିବଙ୍କୁ ମାଗଣାରେ ଚାଉଳ ଡାଲି ବାଣ୍ଟିବେ ସରକାର । ୩ ମାସ ଯାଏଁ ମୁଣ୍ଡ ପିଛା ୫ କେଜି ଚାଉଳ ଓ ପ୍ରତି…

କନକ ବ୍ୟୁରୋ: ଲକ୍ ଡାଉନ ଚାଲିଥିବାରୁ ଗରିବ ହିତାଧିକାରୀଙ୍କୁ ମୁଣ୍ଡ ପିଛା ରାସନ ଯୋଗାଇ ଦେବେ ସରକାର । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଯୋଗ୍ୟ ହିତାଧିକାରୀଙ୍କୁ ୩ ମାସ ପାଇଁ ମୁଣ୍ଡ ପିଛା ମାସକୁ ୫ କେଜି ଚାଉଳ ଓ ପରିବାର ପିଛା ୧ କିଲୋଗ୍ରାମ ହରଡ ଡାଲି ମାଗଣାରେ…

ଆସିଲା ୪୯ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ଏପ୍ରିଲ ୪ରେ ଭୁବନେଶ୍ୱର ରେଡକ୍ରସ ଅଞ୍ଚଳ ଏବଂ ୬ ତାରିଖରେ…

କନକ ବ୍ୟୁରୋ: ଆସିଲା ୪୯ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ । ମଧୂସୁଦନ ନଗର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୩୫ ବର୍ଷୀୟ ମହିଳାଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଲେ ସରକାର । ୨୦ ମାର୍ଚ୍ଚରୁ ୩ ଏପ୍ରିଲ ଯାଏଁ ସେ ମଧୂସୁଦନ ନଗର ଅଞ୍ଚଳର ନିଜ ଘରେ ରହିଥିଲେ । ଏପ୍ରିଲ ୪ ତାରିଖରେ ଭୁବନେଶ୍ୱର…

କେତେ ବାଟ ଯାଏ କାଶ-ଛିଙ୍କ ? ପାଟି ଓ ନାକରୁ ବାହାରୁଥିବା କଣିକା କେତେ ଦୂର ଯାଏଁ ଗତିକରେ ? ତାସଖେଳ କଥା କହି…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଉଥିବା ବେଳେ କାଶ, ଛିଙ୍କର ଗତି ସମ୍ପର୍କରେ ଅବଗତ କରାଇଛନ୍ତି ସୁବ୍ରତ ବାଗଚୀ । କାଶ କିମ୍ବା ଛିଙ୍କିବା ଦ୍ୱାରା ଆମ ଦେହରୁ ବାହାରୁଥିବା କଣିକା କେତେ ବାଟ ଯାଏଁ ଗତିକରେ ତାହା ସ୍ପଷ୍ଟ କରିଛନ୍ତି ସୁବ୍ରତ । ତେବେ କାଶିବା…

ସଂକ୍ରମଣ ରୋକିବ ସାନିଟାଇଜ୍ । ସ୍ୱସ୍ଥତାକୁ ଅସ୍ତ୍ର କରି ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ରସାୟନିକ ବିଶୋଧନ,…

କନକ ବ୍ୟୁରୋ: ସଂକ୍ରମଣରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ଲକ ଡାଉନ୍ ଅବଧୀ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଏହି ସମୟରେ ସାମାଜିକ ଦୁରତା ଉପରେ ବିଶେଷ ଧାନ୍ୟ ଦେବା ସହ ରସାୟନିକ ବିଶୋଧନ ଉପରେ ଗୁରୁତ୍ୱ ଦିଆଯାଉଛି । ବିଶୋଧିତ ହେଲା ଶ୍ରୀମନ୍ଦିର । ପୁରୀରେ ବିଶୋଧନ…

ଓଡ଼ିଶା ପାଇଁ ଭଲ ଖବର । ୩୫ ଜଣ ଆକ୍ରାନ୍ତଙ୍କ ଠାରେ ନାହିଁ କରୋନା ଲକ୍ଷଣ । ୨ ଜଣଙ୍କର ଚାଲିଛି ଡାକ୍ତରୀ ଚିକିତ୍ସା ।…

କନକ ବ୍ୟୁରୋ: ୩୫ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ନାହିଁ କୌଣସି ଲକ୍ଷଣ । କାଶ, ଛିଙ୍କ କିମ୍ବା ଜର ଭଳି କୌଣସି ଲକ୍ଷଣ ସେମାନଙ୍କ ଦେହରେ ନାହିଁ । ୫୦ ଜଣଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକଙ୍କ ମଧ୍ୟରେ ଲକ୍ଷଣ ନଥିଲା । ମାତ୍ର ପ୍ରତିଶେଧକ ପାଇଁ ସେମାନଙ୍କ ଉପରେ ରଖାଯାଇଛି । କାଲି ୧୦ ଜଣ ଏବଂ ପୂର୍ବରୁ…