Daily Archives

April 22, 2020

ସେବା ପାଇଲେ, ସ୍ନେହ ବାଣ୍ଟିଲେ: ବାହାର ରାଜ୍ୟର ଶ୍ରମିକଙ୍କୁ ଅଣଦେଖା କଲେନି, ଆପଣାଇ ନେଲେ । ପେଟ କଥା ବୁଝିଥିବା ଗାଁ…

କନକ ବ୍ୟୁରୋ: ସଙ୍ଗରୋଧ କେନ୍ଦ୍ରରେ ସମ୍ପର୍କର ରଙ୍ଗ । ଭୂତାଣୁ ଭୟ ଭିତରେ ଭଲପାଇବାର ବାସ୍ନା । ଆପଣଙ୍କ ସାମ୍ନାରେ ଥିବା ଏ ଚିତ୍ର ସାଧାରଣ ଚିତ୍ର ନୁହେଁ । ଏଥିରେ ଥିବା ସମସ୍ତ ଚରିତ୍ର ଜଣେ ଜଣେ କାହାଣୀ । ଆଉ ସେ କାହାଣୀ କରୋନାର କଳା ବାଦଲ ଭେଦି ସାରା ବିଶ୍ୱ ଦେଇଛି ଏକ ସୁନ୍ଦର ବାର୍ତ୍ତା…

ବିଶ୍ୱର ସବୁଠୁ ବଡ଼ ସୋସିଆଲ ନେଟୱାର୍କ ମଧ୍ୟରେ ଡିଲ୍ । ଫେସବୁକ ଓ ରିଲାଏନ୍ସ ଜିଓ ଭିତରେ ହେଲା ବ୍ୟବସାୟିକ ଚୁକ୍ତି,…

କନକ ବ୍ୟୁରୋ: ବିଶ୍ୱର ସବୁଠୁ ବଡ଼ ସୋସିଆଲ ନେଟୱାର୍କ ଫେସବୁକ ଓ ରିଲାଏନ୍ସ ଜିଓ ଭିତରେ ବ୍ୟବସାୟିକ ଡିଲ୍ ହୋଇଛି । ରିଲାଏନ୍ସରେ ୪୩ ହଜାର କୋଟିରୁ ଅଧିକ ନିବେଶ କରିବାକୁ ଘୋଷଣା କରିଛନ୍ତି ଫେସବୁକ ସିଇଓ ମାର୍କ ଜୁକରବର୍ଗ । ଏହି ଚୁକ୍ତି ଫଳରେ ଦେଶର କୋଟି କୋଟି ଚାଷୀ ଓ ଖୁଚୁରା ବ୍ୟବସାୟୀ…

ଅବରୋଧ ଅଞ୍ଚଳ ମୁକ୍ତ ହେଲା ଭୁବନେଶ୍ୱର । ସତ୍ୟନଗର, ସୂର୍ଯ୍ୟନଗର ଓ ବମିଖାଲରୁ ଉଠିଲା କଣ୍ଟେନମେଣ୍ଟ କଟକଣା । କିନ୍ତୁ…

କନକ ବ୍ୟୁରୋ: ଅବରୋଧ ଅଂଚଳ ମୁକ୍ତ ହେଲା ଭୁବନେଶ୍ୱର । ସତ୍ୟନଗର, ସୂର୍ଯ୍ୟନଗର, ଓ ବମିଖାଲରୁ ଉଠିଲା କଂଟେନମେଂଟ କଟକଣା । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ହେଲେ,ଆଗାମୀ ୭ ଦିନ ପର୍ଯ୍ୟନ୍ତ ଏହି ସବୁ ଅଂଚଳ ଉପରେ ତୀକ୍ଷଣ ନଜର ରଖିବ ପ୍ରଶାସନ ବୋଲି ବିଜ୍ଞପ୍ତିରେ…

କରୋନାକୁ ନେଇ ଖୁବଶୀଘ୍ର ଆସିପାରେ ଖୁସି ଖବର । ଟୀକା ପ୍ରସ୍ତୁତ କରୁଛି ବ୍ରିଟେନ । ଗୁରୁବାର ଦିନ ମଣିଷ ଶରୀରରେ ହେବ…

କନକ ବ୍ୟୁରୋ : କରୋନା ଭୂତାଣୁ ସଂକ୍ରମଣର ଚିକିତ୍ସା ପାଇଁ କୌଣସି ଔଷଧ କି ଟୀକା ବାହାରି ନଥିବା ବେଳେ କିଛି ଆଶ୍ୱସ୍ତିକର ଖବର ଆସିପାରେ ବୋଲି ଆଶା କରାଯାଉଛି । କାରଣ ଏହି ଭୂତାଣୁ ପାଇଁ ଟୀକା ପ୍ରସ୍ତୁତ କରିଛି ବ୍ରିଟେନ । ଯାହାକୁ ଗୁରୁବାର ଦିନ ପ୍ରଥମ ଥର ପାଇଁ ମଣିଷ ଶରୀରରେ ପରୀକ୍ଷା…

କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ ମିଳିବନି ନିସ୍ତାର । ଆକ୍ରମଣକାରୀଙ୍କ ବିରୋଧରେ ନିଆଯିବା କଡା କାର୍ଯ୍ୟାନୁଷ୍ଠାନ । ୬…

କନକ ବ୍ୟୁରୋ: କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ ମିଳିବନି ଆକ୍ରମଣକାରୀଙ୍କୁ ନିସ୍ତାର । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ମିଳିବନି ନିସ୍ତାର । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ କର୍ମୀଙ୍କ ପାଇଁ ସରକାରଙ୍କ ବଡ ଘୋଷଣା । ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ…