Daily Archives

April 27, 2020

ଚାଇନା କିଟକୁ ଭରସା ନାହିଁ । ରାପିଡ ଟେଷ୍ଟିଂରେ ଆସୁଛି ଭୁଲ ରିପୋର୍ଟ, ଲକ୍ଷାଧିକ ରାପିଡ ଟେଷ୍ଟ କିଟ୍ ଫେରାଇବାକୁ…

କନକ ବ୍ୟୁରୋ : ଚାଇନା କିଟକୁ ଭରସା ନାହିଁ । ଅସଲି ବଦଳରେ ନିମ୍ନମାନର କିଟ ଦେଲା ଚୀନ । ସଙ୍କଟ ସମୟରେ ଭାରତକୁ ଦେଲା ବଡ ଧୋକା । ଆଉ ଏହାର ଜବାବରେ କରୋନାର ମୁକାବିଲା ପାଇଁ ଚୀନ ଠାରୁ କିଣାଯାଇଥିବା ରାପିଡ ଟେଷ୍ଟିଂ କିଟକୁ ଫେରାଇ ଦେବାକୁ ଆଡଭାଇଜରି ଜାରି କରିଛି ଆଇସିଏମଆର । କରୋନା ଯୁଦ୍ଧ…

ଭୋକର ଭଉଁରୀ ଭିତରେ ଆଉଟୁ ପାଉଟୁ ଜୀବଜଗତ । ମୁହଁ ଖୋଲୁନି ବୋଲି ମାଗି ପାରୁନାହାନ୍ତି ପଶୁ । ତାଲାବନ୍ଦ ଥିବାରୁ ଭୋକ…

କନକ ବ୍ୟୁରୋ: ହାରୁଛି ଜୀବନ, ଜିତୁଛି ଭୋକ । ଭୋକର ଭଉଁରୀ ଭିତରେ ଜରି ଯାଉଛି ଜୀବନ, ଶରୀର ହେଉଛି ଶକ୍ତିହୀନ । କଥା କୁହା ଭୋକ ସିନା ପାଟି ଖୋଲି ପେଟକୁ ଖାଇବା ଦେଇ ପାରୁଛି ... ହେଲେ ଯାହାର ପାଟି ଖୋଲୁନି ? ସିଏ କେମିତି ଦେଖାଇବ ତା ପେଟରେ ଜଳୁଥିବା ଭୋକର ଭୟଙ୍କର ନିଆଁକୁ... ଅସହାୟ ଆଖି,…

ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସାଢେ ୧୨ ଘଣ୍ଟା ଜେରା କଲା ପୋଲିସ । ସୋନିଆଙ୍କୁ ନେଇ ଦେଇଥିବା ବିବାଦୀୟ…

କନକ ବ୍ୟୁରୋ : ପ୍ରାୟ ସାଢେ ୧୨ ଘଣ୍ଟାର ଜେରା ପରେ ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀ ମୁମ୍ବାଇର ଏନଏମ ଜୋଷୀ ମାର୍ଗ ପୁଲିସ ଷ୍ଟେସନରୁ ବାହାରକୁ ଆସିଛନ୍ତି । ବାହାରକୁ ଆସିବା ପରେ ସେ ସିଧାସଳଖ ରିପବ୍ଲିକ ଟିଭି ଷ୍ଟୁଡିଓକୁ ଯାଇ ଖବର ପରିବେଷଣ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହି ଅବସରରେ…

କରୋନା ପାଇଁ କାମ ବନ୍ଦ, ଘରକୁ ଫେରୁଛନ୍ତି ଦାଦନ: ଚେନ୍ନାଇରୁ ଆର୍ଯ୍ୟପଲ୍ଲୀ ଆସୁଛି ଆଉ ଏକ ଡଙ୍ଗା । ତାଲାବନ୍ଦ ଯୋଗୁଁ…

କନକ ବ୍ୟୁରୋ: କରୋନା ମୁକାବିଲା କରିବା ପାଇଁ ସାରା ଦେଶରେ ଜାରି ରହିଛି ଲକଡାଉନ । ଏଭଳି ସ୍ଥିତିରେ ଯେଉଁ ବ୍ୟକ୍ତି ଯେଉଁଠି ଅଛନ୍ତି ସେ ସେଇଠି ରହିବା ଲାଗି କେନ୍ଦ୍ର ଓ ପ୍ରତ୍ୟେକ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ତେବେ ଓଡିଶା ରାଜ୍ୟରୁ ମଧ୍ୟ ଲକ୍ଷାଧିକ…

ଘରକୁ ଫେରିବାକୁ ବଢୁଛି ବ୍ୟଗ୍ରତା । ସରକାରୀ ପୋର୍ଟାଲରେ ପଞ୍ଜୀକରଣ କଲେଣି ୪ ଲକ୍ଷ ୮୬ ହଜାର ଲୋକ । ତାଲା ଫିଟିଲେ…

କନକ ବ୍ୟୁରୋ: ପଞ୍ଚାୟତ ସ୍ତରରେ ବଢୁଛି ପଞ୍ଜୀକରଣ । ଓଡିଶା ବାହାରୁ ଓଡିଆଙ୍କୁ ଫେରାଇ ଆଣିବାକୁ ପ୍ରତି ପଞ୍ଚାୟତରେ ପଞ୍ଜୀକରଣ କରୁଛନ୍ତି ଲୋକେ । ଓଡିଶା ଫେରନ୍ତାଙ୍କ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ପୋର୍ଟାଲରେ ପଞ୍ଜୀକରଣ ଦୃତ ଗତିରେ ଚାଲିଛି । କେହି କେହି ନିଜେ ନିଜ ପାଇଁ…