Daily Archives

April 9, 2020

କରୋନା ନେଇ ଭାଇରାଲ ହେଉଛି ପ୍ରଧାନମନ୍ତ୍ରୀଙ୍କ ଭିଡିଓ: ଦେଶରେ ଆର୍ଥିକ ଜରୁରୀକାଳୀନ ସ୍ଥିତି ଉପୁଜିବା ନେଇ ମୋଦି…

କନକ ବ୍ୟୁରୋ: ଭାଇରାଲ ହେଉଛି କରୋନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଏକ ଭିଡିଓ । ଏହି ଭିଡିଓରେ ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀ ମୋଦି ଦେଶରେ ଏବେ ଆର୍ଥିକ ଜରୁରୀସ୍ଥିତି ପରି ଅବସ୍ଥା ଆସିଥିବା କହୁଥିବା ଦେଖିବାକୁ ମିଳିଛି । ଏଥିପାଇଁ ସମସ୍ତେ ସଜାଗ ହେବା ଆବଶ୍ୟକ । ଏପ୍ରିଲ ୧୪ ତାରିଖ ପରେ…

ମାନବ ସଭ୍ୟତାର ସବୁଠାରୁ ବଡ଼ ଶତ୍ରୁ କରୋନା : କଠିନ ପରିସ୍ଥିତିରେ ଅର୍ଥନୀତି ଅପେକ୍ଷା ମଣିଷ ଜୀବନକୁ ଅଧିକ ଗୁରୁତ୍ୱ…

କନକ ବ୍ୟୁରୋ : କରୋନା ଗତ ଏକ ଶତାଦ୍ଦୀ ମଧ୍ୟରେ ମାନବ ସଭ୍ୟତାର ସବୁଠାରୁ ବଡ଼ ଶତ୍ରୁ । ଜୀବନଯାତ୍ରା ପୂର୍ବବତ ଚାଲୁନାହିଁ । ରାଜ୍ୟ ସମେତ ପୁରା ଦେଶ ତାଲାବନ୍ଦରେ ରହିଛି । ତେବେ କରୋନା ସ୍ଥିତି ସମ୍ପର୍କରେ ଆମେ ବୁଝିବା ଆବଶ୍ୟକ ଏବଂ ସାହସର ସହିତ ମିଳିତଭାବେ ମୁକାବିଲା କରିବା ଜରୁରୀ । କଠିନ…

ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶାରେ ବଢିଲା ଲକଡାଉନ; ତାଲାବନ୍ଦ ଅବଧି ବୃଦ୍ଧି ସହ ୩୦ ଯାଏଁ ରେଳ/ବିମାନ ସେବା ବନ୍ଦ…

କନକ ବ୍ୟୁରୋ: ଓଡିଶାରେ ବଢିଲା ଲକଡାଉନ । ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶାରେ ଏପ୍ରିଲ ୩୦ ଯାଏ ଜାରି ରହିବ ଲକଡାଉନ । ଏବଂ ଜୁନ ୧୭ ଯାଏ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ । କ୍ୟାବିନେଟ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଏପରିକି ଏପ୍ରିଲ ୩୦ ଯାଏ…

ଓଡ଼ିଶାରେ ଆଉ ୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଢେଙ୍କାନାଳ ଓ ଭୁବନେଶ୍ୱରରେ ୨ ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କ…

କନକ ବ୍ୟୁରୋ : ଓଡ଼ିଶାରେ ଚିହ୍ନଟ ହେଲେ ଆଉ ଦୁଇ ଜଣ କରୋନା ଆକ୍ରାନ୍ତ । ଢ଼େଙ୍କାନାଳ ଓ ଭୁବନେଶ୍ୱରରେ ଦୁଇ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ପ୍ରଥମ ଥର ପାଇଁ ଢ଼େଙ୍କାନାଳରେ ଜଣେ ଜଣେ ୫୧ ବର୍ଷୀୟ ମହିଳା କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଏଥିସହ ପଶ୍ଚିମବଙ୍ଗର ମେଦିନିପୁରରୁ…

କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି : ଜୁନ ୧୭ ଯାଏ ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ 

କନକ ବ୍ୟୁରୋ : କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବଢ଼ିଲା ଲକଡାଉନ୍ ଅବଧି । ଅନ୍ୟପଟେ ଜୁନ ୧୭ ଯାଏ ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ । ମଣିଷ ଜୀବନ ଓ ଅର୍ଥନୀତି ମଧ୍ୟରୁ ରାଜ୍ୟ ସରକାର ମଣିଷ ଜୀବନକୁ ଗୁରୁତ୍ବ…

ରାଜ୍ୟରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍ ଅବଧି: ଭିଡ଼ିଓ ବାର୍ତ୍ତା ଜରିଆରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ…

କନକ ବ୍ୟୁରୋ: ଏପ୍ରିଲ ୩୦ ତାରିଖ ଯାଏଁ ବଢିଲା ଲକଡାଉନ ଅବଧି । କରୋନା ମୁକାବିଲା ନେଇ ରାଜ୍ୟରେ ତାଲାବନ୍ଦ ଅବଧିକୁ ବଢାଇବା ପାଇଁ ରାଜ୍ୟ କ୍ୟାବିନେଟ ବୈଠକରେ ରାଜ୍ୟ ସରକାରଙ୍କ ନିଷ୍ପତି । ତେବେ ରାଜ୍ୟରେ କରୋନାର ଭୟବହତାକୁ ନଜରରେ ରଖି ଏବଂ ଓଡିଶାବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି…