ସମ୍ପୂର୍ଣ୍ଣ ସଟଡାଉନ ହେଲା ୩ ଜିଲ୍ଲା । ୬୦ ଘଣ୍ଟା ଯାଏଁ ସବୁକିଛି ବନ୍ଦ । ଜାଣନ୍ତୁ ଏହି ସମୟରେ କଣ ରହିବ ଖୋଲା ? କଣ…
କନକ ବ୍ୟୁରୋ: ସଟଡାଉନ ହେଲା ୩ ଜିଲ୍ଲା । ବାଲେଶ୍ୱର, ଭଦ୍ରକ, ଯାଜପୁରରେ ୬୦ ଘଣ୍ଟିଆ ସଟଡାଉନ ଘୋଷଣା କଲେ ସରକାର । ଆଜି ରାତି ୧୦ଟାରୁ ଲାଗୁ ହୋଇଥିବା ଏହି ସଟଡାଉନ ରବିବାର ସକାଳ ୧୦ଟା ଯାଏଁ ଲାଗୁ ହୋଇଛି । ତେବେ ଜରୁରୀକାଳୀନ ସେବା ଅର୍ଥାତ ମେଡିକାଲ କାମକୁ ଛାଡି ଦେଲେ ଆଉ କୌଣସି ଲୋକ…