Daily Archives

April 15, 2020

କେନ୍ଦ୍ର ସରକାର ଜାରି କଲେ କରୋନା ସଂକ୍ରମିତ ହଟସ୍ପଟ ଜିଲ୍ଲା ତାଲିକା । ରେଡ୍ ଜୋନରେ ଓଡିଶାର ଖୋର୍ଦ୍ଧା, ଅଣ ହଟସ୍ପଟ…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ଭୁବନେଶ୍ୱର ବଢାଇଲା ଆଉ ଏକ ସମସ୍ୟା । କେନ୍ଦ୍ରର ହଟସ୍ପଟ ବା ରେଡ୍ ଜୋନ ତାଲିକାରେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା । ତେବେ ଖୋର୍ଦ୍ଧାକୁ ଅଧିକ ସଂକ୍ରମିତ ଜିଲ୍ଲା ଭାବେ ରଖାଯାଇଥିବା ବେଳେ ଭଦ୍ରକ ଜିଲ୍ଲାରେ ସୀମିତ ଅଂଚଳରେ…

ଘରୋଇ ହିଂସା ରୋକିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଜାରି କଲା ହ୍ୱାଟସଆପ୍ ନମ୍ବର,…

କନକ ବ୍ୟୁରୋ: ଘରୋଇ ହିଂସା ରୋକିବା ପାଇଁ ପାଇଁ ସରକାରଙ୍କ ଗୁରୁତ୍ୱ । ଲକ୍ ଡାଉନ୍ ସମୟରେ ଘରୋଇ ହିଂସା ବଢିବା ଆଶଙ୍କା କରି ଏନେଇ ପଦକ୍ଷେପ ନେଇଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ଏନେଇ ଆଜି ଏକ ହ୍ୱାଟ୍ସଆପ ନମ୍ବର ଜାରି କରିଛି ବିଭାଗ । ଏହି ନମ୍ବରଟି ହେଉଛି – ୭୨୦୫୦୦୬୦୩୯ । ଘରୋଇ…

କରୋନା ମୁକାବିଲା ପାଇଁ ତ୍ରୀସ୍ତରୀୟ ରଣନୀତି । ଦେଶର ସମସ୍ତ ଜିଲ୍ଲାକୁ ତିନୋଟି ଭାଗରେ ବିଭକ୍ତ କଲେ ସରକାର । ହଟସ୍ପଟ୍,…

କନକ ବ୍ୟୁରୋ: ଭାରତରେ ହୋଇନାହିଁ ଗୋଷ୍ଠୀ ସଂକ୍ରମଣ । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଭାରତରେ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ବେଳେ କେବଳ ହଟସ୍ପଟ୍ ଅଂଚଳରେ ସ୍ଥାନୀୟ ସଂକ୍ରମଣ ହୋଇଥିବା କହିଛି ସ୍ୱାସ୍ଥ୍ର ମନ୍ତ୍ରଣାଳୟ । ଦେଶରେ ଦ୍ୱିତୀୟ ତାଲାବନ୍ଦର ପ୍ରଥମ ଦିନରେ…

ଭାରତରୁ ପ୍ରାୟ ୩ନିୟୁତ ୟୁନିଟ ପାରାସିଟାମଲ୍ ଗ୍ରହଣ କରିବ ବ୍ରିଟେନ: ବ୍ରିଟେନ ସରକାର

କନକ ବ୍ୟୁରୋ : ଭାରତ ସହ ଆଲୋଚନା ପରେ ବ୍ରିଟେନକୁ ପ୍ରାୟ ତିନି ନିୟୁତ ୟୁନିଟ୍ ପାରାସିଟାମଲ୍ ମିଳିବ ବୋଲି ବୁଧବାର ବ୍ରିଟେନର ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଭାରତ ସହ ଆଲୋଚନା ପରେ ବ୍ରିଟେନ ପାଖାପାଖି ୩ନିୟୁତ ୟୁନିଟ୍ ପାରାସିଟାମଲ୍ ଗ୍ରହଣ କରିବ। ଏହା ଆସନ୍ତା ଦୁଇ ସପ୍ତାହ…

କରୋନା କଟକଣା, ଚାଷୀ ପାଇଁ କାଳ! ପନିପରିବା ଚାଷୀଙ୍କ ଆଶା ଆକାଂକ୍ଷାକୁ ଧୂଳିସାତ କରି ଦେଇଛି ଲକ ଡାଉନ୍ । ଗାଡ଼ି…

କନକ ବ୍ୟୁରୋ: କରୋନା ପାଇଁ କଟକଣା, ଚାଷୀ ପାଇଁ କାଳ । ବିଶେଷ କରି ପନିପରିବା ଚାଷୀଙ୍କ ଆଶା ଆକାଂକ୍ଷାକୁ ଧୂଳିସାତ କରି ଦେଇଛି ଲକ ଡାଉନ୍ । ତାଲା ବନ୍ଦର ପ୍ରଭାବ ଚାଷୀର ପରିବା ବିଲକୁ ଦେଖିଲେ ବେଶ୍ ବାରି ହୋଇପଡୁଛି । ଅମଳ ପରିବା ବିକ୍ରି ହୋଇପାରୁନଥିବାରୁ କେଉଁଠି ବିଲରେ ବାଇଗଣ ଶୁଖୁଛି ତ…

ଶାଳିନୀ ପଣ୍ଡିତଙ୍କ ଠାରୁ କାହିଁକି ଗାଳି ଶୁଣିଲେ ସୁବ୍ରତ ବାଗଚୀ ? କରୋନାକୁ ନେଇ ୧୨ ଭ୍ରାନ୍ତଧାରଣା ବୁଝାଇବା ବେଳେ…

କନକ ବ୍ୟୁରୋ: ଶାଳିନୀ ପଣ୍ଡିତଙ୍କ ଠାରୁ ଗାଳି ଶୁଣିଲେ ସୁବ୍ରତ ବାଗଚୀ । ମାସ୍କ ପିନ୍ଧିବା ନେଇ ଶାଳିନୀଙ୍କ ଠାରୁ ଗାଳି ଶୁଣିଲେ ସୁବ୍ରତ । ତେବେ କଣ ପାଇଁ ଓ କାହିଁକି ଗାଳି ଦେଲେ ଶାଲିନୀ ସେନେଇ ପ୍ରେସମିଟରେ କହିଛନ୍ତି କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ବାଗଚୀ କହିଛନ୍ତି କି,…