Daily Archives

April 29, 2020

ଇରଫାନ୍ ତୁମକୁ ଝୁରୁଛି ଦେଶ…ଝୁରୁଛନ୍ତି ଦର୍ଶକ କର୍କଟ ଯୁଦ୍ଧରେ ଜିତିଲେ, ଜୀବନ ଯୁଦ୍ଧରେ ହାରିଗଲେ । ବଲିଉଡରୁ…

କନକ ବ୍ୟୁରୋ: ଇରଫାନ୍ ଖାନ୍...ଏହି ନାଁ ହୁଏତ ସିନେପ୍ରେମୀଙ୍କ ମନରୁ କେବେ ନଲିଭିବାପରି ନାଁ । କାରଣ ଜଣେ ଥ୍ରିଏଟର କଳାକାରରୁ ସଂଘର୍ଷ କରି ବଲିଉଡ ଓ ପରେ ହଲିଉଡ ସିନେ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବ୍ୟକ୍ତିତ୍ୱ । ଗତ ଦୁଇ ବର୍ଷ ଧରି ଯିଏ କର୍କଟ ଭଳି ମାରାତ୍ମକ ରୋଗ ସହ…

ବିଲରେ ଲାଗିଛି ଇଞ୍ଜିନିୟର ବ୍ରେନ୍ । ହାତରେ କିବୋର୍ଡ ନୁହେଁ ହାଇଟେକ୍ ଜ୍ଞାନକୌଶଳରେ କରୁଛନ୍ତି ହଳ । ତାଲାବନ୍ଦ ପାଇଁ…

କନକ ବ୍ୟୁରୋ: ମହାମାରୀ କରୋନା ଯେମିତି ରୂପ ବଦଳାଉଛି, ଠିକ ସେମିତି ମଣିଷକୁ ମଧ୍ୟ ବଦଳିବାକୁ ପଡୁଛି । କରୋନା ପାଇଁ କେଉଁଠି ମଣିଷ ବନ୍ଦୀ ରହିଛି ତ କେଉଁଠି ଜୀବନ ଜିଇଁବା ପାଇଁ ସଂଘର୍ଷର ପରିଭାଷା ବଦଳାଉଛି । ସମ୍ବଲପୁରର ଦୁଇ ଜଣ ଉଚ୍ଚ ଶିକ୍ଷିତ ଯୁବକ ଏବେ ପାଲଟିଛନ୍ତି ଚାଷୀ । ପେଶାରେ…

ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । କଟକଣା ଭିତରେ ରଥଯାତ୍ରା ଆୟୋଜନ କରିବାକୁ ଚିଠି ଲେଖିଲା ଦଇତାପତି ନିଯୋଗ ।…

କନକ ବ୍ୟୁରୋ: ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । କଟକଣା ଭିତରେ ରଥଯାତ୍ରା ଆୟୋଜନ କରିବାକୁ ଚିଠି ଲେଖିଲା ଦଇତାପତି ନିଯୋଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏ ପ୍ରସଙ୍ଗରେ ଦଇତାପତି ନିଯୋଗ ପକ୍ଷରୁ ଚିଠି ଲେଖି ଦାବି ଜଣାଯାଇଛି । କେନ୍ଦ୍ର ସରକାର ଏବଂ ଅନ୍ୟ ଅଧିକାରୀଙ୍କ ସହ…

ଲକଡାଉନ୍ ଭିତରେ ଅନ୍ୟ ରାଜ୍ୟକୁ ଯାତାୟତ ପାଇଁ ଶ୍ରମିକ ଓ ଅନ୍ୟ ବ୍ୟକ୍ତିଙ୍କୁ କେନ୍ଦ୍ରର ସର୍ତମୂଳକ ଅନୁମତି । ରାଜ୍ୟ…

କନକ ବ୍ୟୁରୋ: ଲକଡାଉନ୍ ଭିତରେ ଫସିଯାଇଥିବା ଶ୍ରମିକ, ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ ଓ ଅନ୍ୟ ବ୍ୟକ୍ତିମାନଙ୍କୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତାୟତ କରିବା ପାଇଁ ସର୍ତମୂଳକ ଭାବେ ଅନୁମତି ଦେଲେ କେନ୍ଦ୍ର ସରକାର । ବୁଧବାର ଏକ ନିର୍ଦ୍ଦେଶନାମା ଜାରି କରି କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି,…

ପରଲୋକରେ ପ୍ରଖ୍ୟାତ ଅଭିନେତା ଇର୍ଫାନ ଖାନ୍ । ପରଦାରେ ଅଭିନୟର ଯାଦୁ କରି ହୃଦୟ କିଣିଥିବା ଇର୍ଫାନଙ୍କୁ ହରାଇ ହତବାକ୍…

କନକ ବ୍ୟୁରୋ: ପରଲୋକରେ ବଲିଉଡ ଅଭିନେତା ଇର୍ଫାନ୍ ଖାନ୍ । ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ୫୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । କଲୋନ ଇନଫେକସନରେ ପୀଡିତ ହୋଇ ସେ ମଙ୍ଗଳବାର ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦୀର୍ଘ ଦନି ଧରି ମସ୍ତିଷ୍କ କ୍ୟାନସରରେ ପୀଡିତ ଥିଲେ ଇର୍ଫାନ…

ଚୀନ୍ ବୈଜ୍ଞାନିକଙ୍କ ଚାଞ୍ଚଲ୍ୟକର ବୟାନ! କହିଲେ, ପ୍ରତିବର୍ଷ ଫେରିବ କରୋନା ଭୂତାଣୁ, ସଂକ୍ରମଣକୁ କାବୁ କରିବା ହେବ…

କନକ ବ୍ୟୁରୋ: ମହାମାରୀ କରୋନା ଭୂତାଣୁର ଭୟାବହତା ଭିତରେ ଆଉ ଏକ ବଡ ଖବର ଆସିଛି । ବିଶେଷଜ୍ଞଙ୍କ ମତ ଅନୁଯାୟୀ ପ୍ରତିବର୍ଷ ଫେରିବ କରୋନା ଭୂତାଣୁ । ଚୀନର ପ୍ରମୁଖ ବୈଜ୍ଞାନିକଙ୍କ ଅନୁଯାୟୀ କରୋନା ଭୂତାଣୁ ସଂକ୍ରମଣକୁ ବ୍ୟାପକ କରିଥିବା ସାର୍ସ-ସିଓଭି-୨ ଅନ୍ୟ ଫ୍ଲୁ ଭୂତାଣୁ ପରି ଯାହାକୁ କାବୁ…