Daily Archives

January 28, 2020

ନନାଙ୍କ ନିଶାନାରେ ମଫଲରମ୍ୟାନ: ପ୍ରଚାର ବେଳେ କେଜ୍ରିୱାଲଙ୍କୁ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । କହିଲେ…

କନକ ବ୍ୟୁରୋ: କେଜ୍ରିୱାଲଙ୍କୁ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ । ଦିଲ୍ଲୀ ଛାତିରେ ଛିଡା ହୋଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ । ପ୍ରଚାର ବେଳେ ବାଘ ଭାଲୁର ଉଦାହରଣ ଦେଇ ଅରବିନ୍ଦ କେଜ୍ରିୱାଲଙ୍କୁ କଟାକ୍ଷ କଲେ ପ୍ରତାପ ଷଡଙ୍ଗୀ । ଅରବିନ୍ଦ କେଜ୍ରିୱାଲ ନେତା…

ଅନଲାଇନ ଠକେଇ ରୋକିବାକୁ ପେଟିଏମର ବଡ ପଦକ୍ଷେପ । ଗ୍ରାହକଙ୍କ ପାଇଁ ଆରମ୍ଭ କଲା ନୂଆ ସେବା, ଠକେଇ ସମ୍ଭାବନା ଥିଲେ ଆଗୁଆ…

ସରକାର ଗୋଟିଏ ପଟେ ଡିଜିଟାଲ ଇଣ୍ଡିଆକୁ ପୋତ୍ସାହିତ କରିବାକୁ ଅନଲାଇନ ଟ୍ରାଞ୍ଜାକସନ ଉପରେ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ଅନ୍ୟପଟେ ଦିନକୁ ଦିନ ବଢି ଚାଲିଛି ଅନଲାଇନ ଠକେଇ । ଯାହାକୁ ରୋକିବା ଦିଗରେ ସେଭଳି ବିଶେଷ ତତ୍ପରତା ଦେଖାଯାଉନାହିଁ । ଯେଉଁଥିପାଇଁ ଅନଲାଇନ ଠକେଇ ଗ୍ୟାଙ୍ଗ ଏବେ ସକ୍ରିୟ…

ଆଖି ସହ ସାଙ୍ଘାତିକ ଖେଳ: ମାଗଣାରେ ଅପରେସନ କଲେ, ଆଖିରୁ ଦୃଷ୍ଟିଶକ୍ତି ନେଇଗଲେ । କାମାକ୍ଷାନଗରରୁ ଆସିଲା ଅପରେସନର…

କନକ ବ୍ୟୁରୋ: ଆଖି ସହ ସାଙ୍ଘାତିକ ଖେଳ । ଅନ୍ଧାର ଆଣିଦେଲା ଅପରେସନ । ଢେଙ୍କାନାଳ କାମାକ୍ଷାନଗରରୁ ଆସିଛି ଆଖି ଅପରେସନର ସାଙ୍ଘାତିକ ଚିତ୍ର । ଦୁନିଆର ଆଲୁଅ ଦେଖିବା ପାଇଁ ଯେଉଁ ଅପରେସନ କରିଥିଲେ ସେହି ଅପରେସନ ଆଲୁଅ ବଦଳରେ ଆଣିଦେଲା ବହଳ ଅନ୍ଧାର । ଅପରେସନ ପୂର୍ବରୁ ଆଖିକୁ ଝାପ୍ସା…

ବୌଦ୍ଧରେ ବଡ଼ ଦେଉଳର କୁନି ଜଗା-ବଳିଆ । ହାତ ଅଛି କାମ କରୁନି, ଗୋଡ଼ ଅଛି ହେଲେ ଚାଲି ହେଉନି । ଦୁଇ ପୁଅଙ୍କ ଚିକିତ୍ସା…

କନକ ବ୍ୟୁରୋ: ପୁଣି ଯାଆଁଳା ଭାଇଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଜନ୍ମରୁ ଠିକ୍ ଠାକ୍ ଚାଲୁଥିବା ଯାଆଁଳା ଭାଇ ଜଗା-ବଳିଆଙ୍କ ଗୋଡ଼ ହଠାତ ଅଚଳ ହୋଇଯାଇଛି । ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନା ବୁଲିଛନ୍ତି ବାପା-ମାଆ । ହେଲେ ଡାକ୍ତର ଅପରେସନ୍ ପାଇଁ କହିବାର ପରେ ଅଟକି ଯାଇଛି…

ଘର ନିର୍ମାଣ କରୁନଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ, ଘର ଆଗରେ ଧାରଣା ଦେଲେ ବିଡ଼ିଓ । ପ୍ରତିଶ୍ରୁତି…

କନକ ବ୍ୟୁରୋ: ହିତାଧିକାରୀଙ୍କ ଘର ଆଗରେ ବିଡ଼ିଓଙ୍କ ଧାରଣା । ସରକାର ଲୋକଙ୍କୁ ଦେଉଛନ୍ତି ଆବାସ ଯୋଜନାରେ ଘର ହେଲେ ହିତାଧିକାରୀ ଘର ନିର୍ମାଣ କରୁନଥିବାରୁ ହିତାଧିକାରୀଙ୍କ ଘର ଆଗରେ ଧାରଣା ଦେଲେ ବିଡ଼ିଓ । ଏଭଳି କିଛି ଖବର ଆସିଛି କାମାକ୍ଷାନଗର ତୁମୁସିଙ୍ଗା ପଂଚାୟତରୁ । ସ୍ଥିତି ଏପରିକି…

ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବିରାଟ ରାଲି : ଜିଲ୍ଲାପାଳଙ୍କ ଅଫିସ ଆଗରେ ବନବାସୀ, ନୂଆପଡାରେ ଜଙ୍ଗଲ ଜମି ପଟ୍ଟା…

କନକ ବ୍ୟୁରୋ : ଜିଲ୍ଲାପାଳଙ୍କ ଅଫିସ ଆଗରେ ହଜାର ହଜାର ବନବାସୀ । ହାତରେ ଧନୁସର ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ର । ଜଙ୍ଗଲ ଜମି ପଟ୍ଟା ଦାବିରେ ଧାରଣାରେ ଲୋକେ । ସ୍ଥାନୀୟ ଷ୍ଟାଡିୟମରେ ଏକାଠି ହୋଇଥିଲେ ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ଆଦିବାସୀ । ହାତରେ ଥିଲା ପାରମ୍ପରିକ ଅସ୍ତ୍ରଶସ୍ତ୍ର…