Daily Archives

January 24, 2020

୮୨ ବର୍ଷୀୟ ରତନ ଟାଟା ସୋସିଆଲ୍ ମିଡିଆରେ ସେୟାର କଲେ ଯୁବାବସ୍ଥାର ଫଟୋ : କିଛି ସମୟ ମଧ୍ୟରେ ଝଡ଼ ପରି ଭାଇରାଲ୍ ହେଲା…

୮୨ ବର୍ଷୀୟ ରତନ ଟାଟା ସେୟାର କଲେ ଯୌବନର ଫଟୋ । ଗୁରୁବାର ଟାଟା ଗ୍ରୁପ୍ ର ଚେୟାରମ୍ୟାନ ରତନ ଟାଟା ଇନଷ୍ଟାଗ୍ରାମରେ ନିଜର ଯୁବାବସ୍ତାର ଏକ ଫଟୋ ସେୟାର କରିଛନ୍ତି । ପାଖାପାଖି ତିନି ମାସ ହେବ ରତନ ଟାଟା ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ସହ ଯୋଡି ହୋଇଛନ୍ତି । ତାଙ୍କୁ ୮ ଲକ୍ଷରୁ ଅଧିକ ଲୋକ…

ଚର୍ଚ୍ଚାରେ ଜୟପୁରର ମାଉଣ୍ଟେନ ବୟ ଦେବାଂଶ । ବଡ଼ ବଡ଼ିଆଙ୍କୁ ପଛରେ ପକାଇ ପାହାଡ ଚଢୁଛି ୯ ବର୍ଷର ବାଳକ

କନକ ବ୍ୟୁରୋ: ଚର୍ଚ୍ଚାରେ ଜୟପୁରର ମାଉଟେଂନ ବୟ ଦେବାଂଶ । ୪ର୍ଥ ଶ୍ରେଣୀରେ ପାଠ ପଢ଼ୁଥିବା ଏହି ଶିଶୁ ଜଣଙ୍କ ବଡ଼ ବଡ଼ିଆଙ୍କୁ ପଛରେ ପକାଇ ୪ କିମି କଣ୍ଡା ମାଳି ଉଚ୍ଚ ପାହାଡ଼ ଚଢ଼ି ଶୀର୍ଷରେ ପହଞ୍ଚିବା ଘଟଣା ଜିଲ୍ଳାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଆଗରୁ ମଧ୍ୟ ଏପରି ୩ ଟି ପାହାଡ଼…

ସ୍ୱାବଲମ୍ବୀ ହେବେ ମହିଳା କଏଦୀ । ସମ୍ବଲପୁର ମହିଳା ଜେଲରେ କଏଦୀଙ୍କୁ ଦିଆଯାଉଛି ହସ୍ତତନ୍ତ ତାଲିମ । ଦିନକୁ ୪୦ ଟଙ୍କା…

କନକ ବ୍ୟୁରୋ: ଜେଲ ସଂସ୍କାର ନୀତି ଅନୁସାରେ ଜେଲ ଭିତରେ ବିଭିନ୍ନ କାର୍ଯ୍ୟ ଚାଲିଛି । ବନ୍ଦୀ ଜିବନ ବିତାଇ ବାହାରକୁ ଆସିଲା ପରେ ଦୁନିଆରେ ସେମାନେ କିପରି ଦି ପଇସା ରୋଜଗାର କରି ବଂଚିପାରିବେ ତାକୁ ନେଇ ସମ୍ବଲପୁର ମହିଳା ବନ୍ଦୀ ନିକେତନରେ ଦିଆଯାଉଛି ତାଲିମ । ଏମିତି କିଛି ଆଶା ନେଇ…

ପ୍ରଧାନମନ୍ତ୍ରୀଙ୍କ ସୌନ୍ଦର୍ଯ୍ୟ ମନ୍ତ୍ର : ପରିଶ୍ରମର ଝାଳରେ ମାଲିସ୍ କରନ୍ତି ଶରୀର , ତେଣୁ ଦେଖାଯାଆନ୍ତି ଉଜ୍ଜ୍ୱଳ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରୀୟ ବାଳ ବୀରତା ପୁରସ୍କାର ୨୦୨୦ ରେ ସମ୍ମାନିତ ଛାତ୍ରଛାତ୍ରୀଙ୍କୁ ଅନେକ ଟିପ୍ସ ଦେଇଛନ୍ତି । ୪୯ ଜଣ ବିଜେତା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେ ପିଲାମାନଙ୍କୁ ନିଜର ସୁନ୍ଦର ଓ ଫିଟ ରହିବାର ରହସ୍ୟ କଥା କହିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ…

ମୃତ୍ୟୁ ସହ ଏକ ଘଂଟାର ଲଢେଇ ! କେବୁଲ କାମ ଚାଲିଥିବା ବେଳେ ବିଦ୍ୟୁତ ଖୁଣ୍ଟ ଉପରେ ଅଚେତ ହୋଇଗଲେ ଶ୍ରମିକ । ୬୦ ଫୁଟ…

କନକ ବ୍ୟୁରୋ: ମୃତ୍ୟୁ ସହ ଏକ ଘଂଟାର ଲଢେଇ । ବିଦ୍ୟୁତ ବିଭାଗର ଖାମଖିଆଲ ମନୋଭାବ ଓ ଠିକାଦାରଙ୍କ ଅବହେଳା ଯୋଗୁଁ ମୃତ୍ୟୁ ସହ ଲଢେଇ କରି ନୂଆ ଜୀବନ ପାଇଲେ ଯୁବକ । ଅଳ୍ପକେ ବର୍ତିଗଲା ଜୀବନ । ନବରଙ୍ଗପୁର ଉମରକୋଟ ମୁଖ୍ୟ ରାସ୍ତାରେ ପୁରୁଣା ତାର ବଦଳାଯାଇ ନୂଆ କେବୁଲ ବଦଳା କାମ ଚାଲିଥିଲା ।…

ଅକଲାଣ୍ଡରେ ରାହୁଲ ଓ ଶ୍ରେୟସ ସୋ’ । ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ମାତ୍ ଦେଇ ୨୦୪ ରନର ବିଶାଳ ବିଜୟଲକ୍ଷ୍ୟ ହାସଲ କଲା…

କନକ ବ୍ୟୁରୋ : ଭାରତର ବିଶାଳ ବିଜୟ । ଅକଲାଣ୍ଡରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୬ୱିକେଟରେ ମାତ୍ ଦେଇଛି ବିରାଟ ବାହିନୀ । ରାହୁଲ ଓ ଶ୍ରେୟସଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ୨୦୪ ରନର ବିଶାଳ ବିଜୟ ଲକ୍ଷ୍ୟକୁ ଗୋଟିଏ ଓଭର ପୂର୍ବରୁ ହାସଲ କରିଛି ଟିମ୍ ଇଣ୍ଡିଆ । ଏହାସହ…