Daily Archives

January 24, 2020

କଲେଜ ଗଭର୍ଣ୍ଣି ବଡିରୁ ବିଧାୟକ ବାଦ ନେଇ ପ୍ରଶ୍ନ ଉଠାଇଲେ ମନ୍ତ୍ରୀ । ସୁଶାନ୍ତ ସିଂ କହିଲେ, କମିଟିରେ ବିଧାୟକ ସଭାପତି…

କନକ ବ୍ୟୁରୋ: ନେତା, ବିଧାୟକଙ୍କୁ କଲେଜ ପରିଚାଳନା କମିଟିରୁ ବାଦ ଦେବା ପ୍ରସଙ୍ଗରେ ମନ୍ତ୍ରୀ ସୁଶାନ୍ତ ସିଂ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ବିଧାୟକ ସଭାପତି ନ ରହି ସଦସ୍ୟ ଭାବେ ରୁହନ୍ତୁ । ବିଧାୟକ କମିଟିରେ ରହିବା କଥା । ଏହା ହେଲେ କଲେଜର ଭିତିଭୂମିର ବିକାଶ ହେବା ସହ ଅନେକ…

କରୋନା ଭାଇରସ୍ କ’ଣ ? କ’ଣ ଏହା ଏକ ସଂକ୍ରମଣକାରୀ ଭାଇରସ୍ , କେମିତି ଭାଇରସ୍ କୁ ଚିହ୍ନିବେ ଏବଂ ସତର୍କ ରହିବେ ଜାଣନ୍ତୁ…

ଚୀନରେ ବ୍ୟାପୁଛି, ସାରା ବିଶ୍ୱର ଚିନ୍ତା ବଢୁଛି । ଚୀନରେ ବ୍ୟାପୁଥିବା କୋରୋନା ଭାଇରସ ସାରା ବିଶ୍ୱ ସମେତ ଭାରତ ପାଇଁ ମଧ୍ୟ ଚିନ୍ତାର ବିଷୟ ପାଲଟିଛି । ଚୀନର ଉହାନ ସହରରେ ଏହି ଭୂତାଣୁ ଯୋଗୁଁ ପ୍ରାୟ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦୦ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଖାଲି…

ଜମି କିଣାବିକା ନେଇ ଆସୁଛି ବଡ ପରିବର୍ତ୍ତନ । ଏପ୍ରିଲ ୧ରୁ ଗୋଟିଏ ଘଂଟାରେ ମିଳିବ ରେଜିଷ୍ଟ୍ରେସନର ସବୁ ତଥ୍ୟ

କନକ ବ୍ୟୁରୋ: ଏଣିକି ସବରେଜିଷ୍ଟ୍ରାର୍ ଅଫିସରେ ପଂଜିକରଣ ହେବାପରେ ସେହିଦିନ ଅପରାହ୍ଣରେ ସମସ୍ତ ରେଜିଷ୍ଟ୍ରେସନ୍ ତଥ୍ୟ ମିଳିବ । ଫେବୃୟାରୁ ୧ରୁ ଏହାକୁ କାର୍ଯ୍ୟକାରୀ କରାଯିବ । ସେହିପରି ଏପ୍ରିଲ ୧ଠାରୁ ଘଂଟାକରେ ସମସ୍ତ କାଗଜପତ୍ର ମିଳିବ । ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ରାଜସ୍ୱ ବିଭାଗ ମୋ…

ଚୀନରୁ ଭାରତ ବ୍ୟାପିଲା କୋରାନ ଭାଇରସ୍ । ମୁମ୍ବାଇରେ ୨ ଜଣ ଆକ୍ରାନ୍ତ ହୋଇଥିବା ସୂଚନା । ସ୍ୱତନ୍ତ୍ର ୱାର୍ଡରେ…

କନକ ବ୍ୟୁରୋ: କୋରୋନା ଭୁତାଣକୁ ନେଇ ସାରା ବିଶ୍ୱରେ କୋକୁଆ ଭୟ । ଏହି ଭୂତାଣୁରେ ସଂକ୍ରମିତ ହୋଇ ଚୀନରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଶହରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏହି ଭୂତାଣୁ ଏବେ ଚୀନରୁ ଭାରତକୁ ବ୍ୟାପିଛି । ମୁମ୍ବାଇରେ ୨ ଜଣ କୋରାନ ଭୂତାଣୁରେ…

କନ୍ୟାସନ୍ତାନ ଡ଼ରରେ ସ୍ତ୍ରୀର ଗର୍ଭପାତ କରିବାକୁ ଚାହୁଁଥିଲେ , ଆଜି ଝିଅ ପାଇଁ ଗାଁ ଦାଣ୍ଡରେ ଗର୍ବରେ ଛାତିଫୁଲାଇ…

ହରିୟାଣା ଝିଅଙ୍କ ବଡ଼ ସଫଳତା । ରୋହତକ ଜିଲ୍ଲାର ସିମରନ୍ ନାମକ ଜଣେ ଯୁବତୀ ଆଇଆଇଟି ପରୀକ୍ଷାରେ ୯୯.୪୭ ପ୍ରତିଶତ ମାର୍କ ରଖି ପାସ କରିଛନ୍ତି। ଏହି ଖବର ପରେ ପରିବାରରେ ଖୁସିର ଲହରି ଖେଳିଯାଇଛି । ତେବେ ହସଖୁସିର ମାହୋଲ୍ ଭିତରେ ସିମରନଙ୍କ ପିତା ନିଜର ଅତୀତକୁ ନେଇ ଏକ ବଡ ଖୁଲସା କରିଛନ୍ତି।…

ସିନ୍ଦୂର ଲିଭିବା ପରେ ସଂଘର୍ଷ ବଢିଛି..ଅସହାୟ ମାଆ ଆଖିରୁ ଲୁହ ଝରୁଛି । ଦୁଇ ଦିବ୍ୟାଙ୍ଗ ପିଲାଙ୍କ ଭବିଷ୍ୟତ ପାଇଁ…

କନକ ବ୍ୟୁରୋ: ନିଜ ପାଇଁ ନୁହେଁ ବରଂ ଦୁଇ କୁନି କୁନି ଛୁଆଙ୍କୁ ମଣିଷ କରିବା ପାଇଁ ଜଣେ ହତଭାଗିନୀ ମାଆର ଏଭଳି ନିବେଦନ ଶୁଣିଲେ ଆପଣଙ୍କ ଆଖିରେ ବି ବନ୍ଧ ମାନିବନି ଲୁହ । ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଖଇରଡିହି ଗାଁରେ ରହୁଥିବା ନଳିନୀ ପ୍ରଧାନଙ୍କ ଜୀବନରେ ସତେ ଯେମିତି ଘୋଟି ଆସିଛି…