Daily Archives

January 9, 2020

୯ ବର୍ଷ ପରେ ଧରାପଡ଼ିଲା ଭିନିଲ କ୍ରିଷ୍ଣା ଅପହରଣର ମୁଖ୍ୟ ଖଳନାୟକ ଦୁର୍ଦ୍ଦାନ୍ତ ମାଓବାଦୀ ଦାମୋଦର ଓରଫ ଆଜାଦ । ମୁଣ୍ଡ…

କନକ ବ୍ୟୁରୋ : ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ଭିନୀଲ କ୍ରିଷ୍ଣାଙ୍କ ଅପହରଣ ଘଟଣାର ମୁଖ୍ୟ ଖଳନାୟକ ଗିରଫ । ଦାମୋଦର ଓରଫ ବାଲେମ ନାରାୟଣ ସ୍ୱାମୀ ଏବଂ ତା ପତ୍ନୀ ଫୁଲବତୀକୁ ଗିରଫ କରିଛି ଆନ୍ଧ୍ର ପୋଲିସ । ଦାମୋଦର ମାଲେରିଆ ଜ୍ୱରରେ ପୀଡିତ ଥିବାବେଳେ ଆନ୍ଧ୍ର ଗୁଡେମ ନିକଟ ଏକ ଗାଁରେ…

ସରକାରୀ ଯୋଜନା ଆତ୍ମସାତର ସାଂଘାତିକ ଅଭିଯୋଗ । ଅଣ୍ଡା, ଛତୁଆ ପାଇଁ ଫସିଲେ ଅଙ୍ଗନୱାଡି କର୍ମୀ, ଗଣିବେ ୨ ଲକ୍ଷ ୮୩ ହଜାର…

କନକ ବ୍ୟୁରୋ : କାକଟପୁରରେ ସାମ୍ନାକୁ ଆସିଛି ଅଙ୍ଗନବାଡି କର୍ମୀଙ୍କ କେଳେଙ୍କାରୀ । ମାସ ମାସ ଧରି ଜାଲ୍ ଦସ୍ତଖତରେ ଆତ୍ମସାତ୍ କରି ଆସୁଥିଲେ ଛୋଟ ଛୋଟ ପିଲାଙ୍କ ପାଇଁ ଆସୁଥିବା ଅଣ୍ଡା ଓ ଛତୁଆ । ପ୍ରଶାସନ ନିକଟରେ ଅଭିଯୋଗ କରି ନିରାଶ ହେବା ପରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଗ୍ରାମବାସୀ ।…

ଆସନ୍ତାକାଲି ଚନ୍ଦ୍ରଗ୍ରହଣ । ପୂର୍ଣ୍ଣିମାରେ ଫିକା ଦିଶିବ ଜହ୍ନ, ଖାଲି ଆଖିରେ ଦେଖିହେବ ମହାଜାଗତିକ ଦୃଶ୍ୟ । ରାତି…

କନକ ବ୍ୟୁରୋ : ଆସନ୍ତାକାଲି ଚନ୍ଦ୍ରଗ୍ରହଣ । ଶୁକ୍ରବାର ରାତି ୧୦ଟା ୩୭ରୁ ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ ଏବଂ ଏହା ଭୋର ୨ଟା ୪୨ ମିନିଟରେ ସର୍ବ ମୋକ୍ଷ ହେବ । ପ୍ରାୟ ୪ ଘଂଟା ଧରି ଆକାଶରେ ଚାଲିବ ଏହି ମହାଜାଗତିକ ଘଟଣା । ତେବେ ଆସନ୍ତାକାଲି ହେଉଥିବା ଚନ୍ଦ୍ର ଗ୍ରହଣ ଆଂଶିକ ଚନ୍ଦ୍ର ଗ୍ରହଣ ହେବ…

ଆଉ ନିସ୍ତାର ମିଳିବନି । ବାକି ଥିଲେ ଜାନୁଆରୀ ୧୬ରୁ ବିଦ୍ୟୁତ କଟିବ ନିଶ୍ଚିତ, ୧୧ ହଜାର ୩୯୭ ଗାଁରେ କଟିବ ବିଜୁଳି ।…

କନକ ବ୍ୟୁରୋ : ଆଉ ନିସ୍ତାର ନାହିଁ । ବକେୟା ବିଲ୍ ଦେଇନଥିଲେ ବିଦ୍ୟୁତ କଟିବ । ଆସନ୍ତା ଜାନୁଆରୀ ୧୬ ତାରିଖରୁ ବିଦ୍ୟୁତ ସଂଯୋଗ କାଟିବା ନେଇ ସୂଚନା ଦେଇଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା । ଏଥିପାଇଁ ୪୧୩ଟି ସ୍ପେଶାଲ ସ୍କ୍ୱାର୍ଡ ଗଠନ କରାଯାଇଛି । ବକେୟା ବିଦ୍ୟୁତ ବିଲ୍ ପୈଠ କରିନଥିବା…

ରାଜଧାନୀ ଦିଲ୍ଲୀରୁ ଗିରଫ ହେଲେ ୩ କୁଖ୍ୟାତ ଆତଙ୍କବାଦୀ । କଡାକଡି ହେଲା ସୁରକ୍ଷା ବ୍ୟବସ୍ଥା, ଜାରି ହେଲା ହାଇଆଲର୍ଟ ।

କନକ ବ୍ୟୁରୋ : ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ରାଜଧାନୀ ଦିଲ୍ଲୀରୁ ସ୍ୱତନ୍ତ୍ର ସେଲ୍‌ ପୁଲିସ୍‌ ଆଜି ଅପରାହ୍ଣରେ ୩ ଜଣ କୁଖ୍ୟାତ ଆଇଏସଆଇଏସ୍‌(ଇସ୍‌ଲାମିକ୍‌ ଷ୍ଟେଟ) ଆତଙ୍କବାଦୀଙ୍କୁ ଗିରଫ ଘଟଣା ସମଗ୍ର ଦିଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ; ଏହି ଘଟଣାକୁ କେନ୍ଦ୍ରକରି…

ଏମିତି ଦୁଃଖ କଷ୍ଟ କାହାକୁ ନଦିଅ ଭଗବାନ । ଜୀବନକୁ ବୁଝିବା ଆଗରୁ ଭଙ୍ଗା ଘରେ ଜୀବନ ବଂଚାଇବା ପାଇଁ ସଂଘର୍ଷ,…

କନକ ବ୍ୟୁରୋ : କଅଁଳ କାନ୍ଧରେ ପୁରା ପରିବାରର ବୋଝ । ଯେଉଁ ବୟସରେ ସାଙ୍ଗମାନଙ୍କ ସହ ଖେଳିବା କଥା ବିଧୀର ବିଧାନ ଦେଖନ୍ତୁ ଆଜି ଉଠାଇବାକୁ ପଡୁଛି ପରିବାରର ଦାୟିତ୍ୱ । ବାପା, ମାଆ ଏବଂ ଦିବ୍ୟାଙ୍ଗ ବଡଭାଈର ସେବାରେ ବିତୁଛି କୁନି ପୁଅର ଜୀବନ । ଦୁଇଓଳି ଦୁଇମୁଠା ଦାନା ଯୋଗାଡ କରିବା ପାଇଁ…