Daily Archives

January 9, 2020

ନୟାଗଡ଼ର ନିଆରା କଳା । ହାତ, ପାଟି ଓ ଛାତିରେ ନୂଆ ନୂଆ ଶବ୍ଦ ବାହାର କରୁଛନ୍ତି ପଞ୍ଚମ ଶ୍ରେଣୀର ଛାତ୍ର ।

କନକ ବ୍ୟୁରୋ: ବିନା ଗୁରୁରେ ସାଧନା । ନିଜସ୍ୱ ଉଦ୍ୟମରେ ନିଆରା କଳାକୁ ଆପଣାଇଛନ୍ତି ଜଣେ ପଂଚମ ଶ୍ରେଣୀ ଛାତ୍ର । ଖାଲି ସେତିକି ନୁହଁ, ନିଜର ଏହି କଳାକୁ ସାନ ସାନ ଭାଇ ଭଉଣୀଙ୍କ ମଧ୍ୟରେ ବାଂଟି ଚାଲିଛନ୍ତି । ହେଲେ ବଣ ମଲ୍ଲୀ ବଣରେ ଫୁଟିଥିବାରୁ ଆଗକୁ ବଢିବା ପାଇଁ ମିଳିପାରୁନି ସୁବିଧା…

ଅଙ୍ଗନବାଡ଼ି କର୍ମୀ ଗୀତାଞ୍ଜଳିଙ୍କ ନିଆରା ଉଦ୍ୟମ । ସୁବର୍ଣ୍ଣପୁରର ରୁଗୁଡିପାଲି ହେଲା ଓଡିଶାର ପ୍ରଥମ ବାଲ୍ୟ ବିବାହ…

କନକ ବ୍ୟୁରୋ : ବାଲ୍ୟ ବିବାହ ମୁକ୍ତ ଗାଁ । ଓଡ଼ିଶାରେ ପ୍ରଥମ ଥର ପାଇଁ ବାଲ୍ୟ ବିବାହ ମୁକ୍ତ ଗାଁରେ ପରିଣତ ହୋଇଛି ସୁବର୍ଣ୍ଣପୁରର ରୁଗୁଡ଼ିପାଲି । ଅଙ୍ଗନବାଡ଼ି କର୍ମୀ ଗୀତାଞ୍ଜଳି ରଣାଙ୍କ ଉଦ୍ୟମରେ ଗାଁରେ ବାଲ୍ୟ ବିବାହ ପ୍ରଥା ବନ୍ଦର ଫଳକ ଲଗାଇଛନ୍ତି ଜିଲ୍ଲାପାଳ । ଗୀତାଞ୍ଜଳୀଙ୍କ ଏହି…

ପାନ ଚାଷୀଙ୍କ ଉପରେ ଥଣ୍ଡାର ଥାର୍ଡ ଡିଗ୍ରୀ । ପ୍ରବଳ ଶୀତରେ ଜଳିଯାଉଛି ପାନ ପତ୍ର, ପାନ ବରଜକୁ ଦେଖିଲେ କାନ୍ଦୁଛି…

କନକ ବ୍ୟୁରୋ : ଡରାଉଛି ଜାଡ । ଶୀତରେ ଦେହ ଥରୁଛି । ପାନ ବରଜକୁ ଦେଖିଲେ ଚାଷୀର ମନ କାନ୍ଦୁଛି । ଥଣ୍ଡା ପାଇଁ ନିଆଳି, କାକଟପୁର ଓ ଅସ୍ତରଙ୍ଗ ଅଂଚଳର ପାନଚାଷୀଙ୍କ ମୁଣ୍ଡରେ ଚଡକ । ଅତ୍ୟଧିକ ଥଣ୍ଡା ଓ ବର୍ଷା ପରେ ପୋକ ଲାଗି ପୋଡି ଯାଉଛି ପାନପତ୍ର । ପାନ ଚାଷୀଙ୍କ ଉପରେ ଥଣ୍ଡାର ଥାର୍ଡ…

ଦାମୀ ଗାଡିରେ ଆସିଲେ, ରାତି ଅଧରେ ଗୁହାଳରୁ ଛେଳି ଚୋରି କରି ଚାଲିଗଲେ । ଲୁଟେରାଙ୍କ ଟେର ପାଉନାହିଁ ପୋଲିସ ।

କନକ ବ୍ୟୁରୋ : ଚୋରିର ନୂଆ ତରିକା । ସ୍କର୍ପିଓ ଗାଡ଼ିରେ ଆସୁଛନ୍ତି, ମୁଖ୍ୟ ରାସ୍ତା କଡ଼ରେ ଥିବା ଛେଳି ଗୁହାଳରୁ ଛେଳି ଚୋରି କରି ଫେରାର ହୋଇଯାଉଛନ୍ତି ଲୁଟେରା । ୧୫ ଦିନ ହେବ ଏଭଳି ଘଟଣା ଗଂଜାମ ଜଗନ୍ନାଥପ୍ରସାଦ ଅଚଂଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବାରମ୍ବାର ଅଭିଯୋଗ ପରେ ଲୁଟେରାଙ୍କ ଟେର…

ପାରିବାରିକ କଳହର ଚରମ ପରିଣତି । ମାଆ ଓ ଦୁଇ ଭଉଣୀଙ୍କୁ ଗଛରେ ବାନ୍ଧି ପିଟିଲେ ଦୁଇ ଭାଇ ।

କନକ ବ୍ୟୁରୋ: ପାରିବାରିକ କଳହର ଚରମ ପରିଣତି । ଦୁଇ ଭଉଣୀ ଓ ମାଆଙ୍କୁ ଗଛରେ ବାନ୍ଧି ମାଡ ମାରିଲେ ଦୁଇ ଭାଇ । ଖବର ପାଇଁ ତିନି ଜଣଙ୍କୁ ଗଛରେ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର କଲା ପୋଲିସ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ପାରାଦୀପ କୁଜଙ୍ଗ ଥାନା ଅନ୍ତର୍ଗତ ହସିଣା ଗାଁରେ । ପୋଲିସ ଏହି…

କାଲି ଭାରତ-ଶ୍ରୀଲଙ୍କା ଅନ୍ତିମ ଟି-୨୦ । ସିରିଜ୍ କବଜା କରିବା ଲକ୍ଷ୍ୟରେ ବିରାଟ ବାହିନୀ, ମହାରାଷ୍ଟ୍ରରେ ହେବ…

କନକ ବ୍ୟୁରୋ : ଭାରତ-ଶ୍ରୀଲଙ୍କା ମଧ୍ୟରେ ଆସନ୍ତାକାଲି ଖେଳାଯିବ ତୃତୀୟ ତଥା ଅନ୍ତିମ ଟି-୨୦ । ପୁନେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ ଠାରେ ସନ୍ଧ୍ୟା ୭ଟାରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍ । ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ପ୍ରଥମ…